‘ଗୋଲମାଲ-୪’ରେ ଆସିବେ ପରିଣୀତି ଚୋପ୍ରା

ମୁମ୍ବାଇ: ରୋହିତ ସେଠୀଙ୍କ ‘ଗୋଲମାଲ-୪’ରେ ଶ୍ରଦ୍ଧା କାପୁର ନୁହେଁ ପରିଣୀତି ଚୋପ୍ରା ଆସିବେ ମୁଖ୍ୟ ଭୁମିକାରେ। ପରିଣୀତି ଏବଂ ଶ୍ରଦ୍ଧାଙ୍କ ମଧ୍ୟରୁ କାହାକୁ ନେବେ ସେ ନେଇ ରୋହିତ ଦ୍ୱନ୍ଦ୍ୱରେ ଥିଲେ। ଏଥିପାଇଁ ସେ ଉଭୟଙ୍କୁ ସାକ୍ଷାତ କରିଥିଲେ। ଏ ସମ୍ପର୍କରେ ଚିନ୍ତା କରିବାକୁ ଶ୍ରଦ୍ଧା କିଛି ସମୟ ମାଗିଥିବା ବେଳେ ପରିଣୀତି ସଙ୍ଗେ ସଙ୍ଗେ ଏହି ରୋଲ୍‌ ପାଇଁ ରାଜି ହୋଇଯାଇଥିଲେ। ପରିଣୀତିଙ୍କ ଆଗ୍ରହକୁ ଦେଖି ରୋହିତ ସମୟ ବେକାର ନ କରି ସଙ୍ଗେ ସଙ୍ଗେ […]

parineeti

Rakesh Mallick
  • Published: Friday, 04 November 2016
  • , Updated: 04 November 2016, 10:40 PM IST

ମୁମ୍ବାଇ: ରୋହିତ ସେଠୀଙ୍କ ‘ଗୋଲମାଲ-୪’ରେ ଶ୍ରଦ୍ଧା କାପୁର ନୁହେଁ ପରିଣୀତି ଚୋପ୍ରା ଆସିବେ ମୁଖ୍ୟ ଭୁମିକାରେ। ପରିଣୀତି ଏବଂ ଶ୍ରଦ୍ଧାଙ୍କ ମଧ୍ୟରୁ କାହାକୁ ନେବେ ସେ ନେଇ ରୋହିତ ଦ୍ୱନ୍ଦ୍ୱରେ ଥିଲେ। ଏଥିପାଇଁ ସେ ଉଭୟଙ୍କୁ ସାକ୍ଷାତ କରିଥିଲେ। ଏ ସମ୍ପର୍କରେ ଚିନ୍ତା କରିବାକୁ ଶ୍ରଦ୍ଧା କିଛି ସମୟ ମାଗିଥିବା ବେଳେ ପରିଣୀତି ସଙ୍ଗେ ସଙ୍ଗେ ଏହି ରୋଲ୍‌ ପାଇଁ ରାଜି ହୋଇଯାଇଥିଲେ।

ପରିଣୀତିଙ୍କ ଆଗ୍ରହକୁ ଦେଖି ରୋହିତ ସମୟ ବେକାର ନ କରି ସଙ୍ଗେ ସଙ୍ଗେ ତାଙ୍କୁ ସାଇନ୍‌ କରାଇ ନେଇଥିଲେ।

Related story