ହାପି ବାର୍ଥ ଡେ’ ରଣବୀର

ମୁମ୍ୱାଇ: ୩୩ ବର୍ଷରେ ପାଦ ଦେଇଛନ୍ତି ଅଭିନେତା ରଣବୀର କପୁର। ୧୯୮୨ ସେପ୍ଟେମ୍ୱର ୨୮ରେ ମୁମ୍ୱାଇରେ ଜନ୍ମ ଗ୍ରହଣ କରିଥିଲେ ରଣବୀର।୨୦୦୭ରେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଳୀଙ୍କ ଫିଲ୍ମ ‘ସାବରିୟା’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ଏହାପରେ ସେ ଅଜବ ପ୍ରେମ କି ଗଜବ କାହାଣୀ, ରକେଟ୍ ସିଂ, ରକଷ୍ଟାର, ବର୍ଫି, ୟେ ଜୱାନି ହେ ଦିୱାନି, ରାଜନୀତି, ପିକେ ପରି ଅନେକ ଫିଲ୍ମ ଅଭିନୟ […]

ranbir-kapoor

ranbir-kapoor

Rakesh Mallick
  • Published: Monday, 28 September 2015
  • Updated: 29 September 2015, 02:58 AM IST

Sports

Latest News

ମୁମ୍ୱାଇ: ୩୩ ବର୍ଷରେ ପାଦ ଦେଇଛନ୍ତି ଅଭିନେତା ରଣବୀର କପୁର। ୧୯୮୨ ସେପ୍ଟେମ୍ୱର ୨୮ରେ ମୁମ୍ୱାଇରେ ଜନ୍ମ ଗ୍ରହଣ କରିଥିଲେ ରଣବୀର।୨୦୦୭ରେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଳୀଙ୍କ ଫିଲ୍ମ ‘ସାବରିୟା’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ଏହାପରେ ସେ ଅଜବ ପ୍ରେମ କି ଗଜବ କାହାଣୀ, ରକେଟ୍ ସିଂ, ରକଷ୍ଟାର, ବର୍ଫି, ୟେ ଜୱାନି ହେ ଦିୱାନି, ରାଜନୀତି, ପିକେ ପରି ଅନେକ ଫିଲ୍ମ ଅଭିନୟ କରିଛନ୍ତି। ଚଳିତବର୍ଷ ରଣବୀରଙ୍କ ରୟ, ବମ୍ୱେ ଭେଲଭେଟ୍ ରିଲିଜ୍ ହୋଇଥିଲା। ହେଲେ ବକ୍ସ ଅଫିସରେ ‘ରୟ’ ଭଲ ବ୍ୟବସାୟ କରିପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story