ହାପି ବାର୍ଥଡେ’ ଜେନିଫର୍

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ଜେନିଫର୍ ବିଂଗେଟଙ୍କ ଆଜି ଜନ୍ମ ଦିନ। ୧୯୮୫ ମସିହା ଆଜିର ଦିନରେ ମୁମ୍ବାଇରେ ସେ ଜନ୍ମ ଗ୍ରହଣ କରିଥିଲେ। ଜେନିଫର୍ ବିଂଗେଟଙ୍କୁ ତାଙ୍କ ଘରଲୋକ  ଜେନି, ନୈହା ଓ ଗଙ୍ଗା ନାମରେ  ଡାକିଥାନ୍ତି।  ଜେନିଫର୍ ପ୍ରଥମେ  ‘ସାକା ଲାକା ବୁମ୍ ବୁମ୍’  ଟିଭି ସରିଏଲ କରି  ଅଭିନୟ ଦୁନିଆରେ ପାଦ ଥାପିଥିଲେ।  ସେତେବେଳେ ତାଙ୍କର ବୟସ ୧୨ ବର୍ଷ ହୋଇଥିଲା। ଜେନିଫର୍ ବିଂଗେଟ ଟିଭି ସିରିଏଲ ‘କସୌଟି ଜିନ୍ଦେଗୀ’ କୀ, ‘କୁସୁମ୍’, ‘ଦିଲ୍ ମିଲ୍ […]

jenifer-

jenifer-

Rakesh Mallick
  • Published: Monday, 30 May 2016
  • Updated: 30 May 2016, 10:34 AM IST

Sports

Latest News

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ଜେନିଫର୍ ବିଂଗେଟଙ୍କ ଆଜି ଜନ୍ମ ଦିନ। ୧୯୮୫ ମସିହା ଆଜିର ଦିନରେ ମୁମ୍ବାଇରେ ସେ ଜନ୍ମ ଗ୍ରହଣ କରିଥିଲେ। ଜେନିଫର୍ ବିଂଗେଟଙ୍କୁ ତାଙ୍କ ଘରଲୋକ  ଜେନି, ନୈହା ଓ ଗଙ୍ଗା ନାମରେ  ଡାକିଥାନ୍ତି।  ଜେନିଫର୍ ପ୍ରଥମେ  ‘ସାକା ଲାକା ବୁମ୍ ବୁମ୍’  ଟିଭି ସରିଏଲ କରି  ଅଭିନୟ ଦୁନିଆରେ ପାଦ ଥାପିଥିଲେ।  ସେତେବେଳେ ତାଙ୍କର ବୟସ ୧୨ ବର୍ଷ ହୋଇଥିଲା।

ଜେନିଫର୍ ବିଂଗେଟ ଟିଭି ସିରିଏଲ ‘କସୌଟି ଜିନ୍ଦେଗୀ’ କୀ, ‘କୁସୁମ୍’, ‘ଦିଲ୍ ମିଲ୍ ଗୟି’ ଟିଭି  ଶୋରେ କାମ କରିଛନ୍ତି।

୨୦୧୨ ମସିହା ଏପ୍ରିଲ ୯ରେ କରଣ ସିଂ ଗ୍ରୋବରଙ୍କୁ ଜେନିଫର୍ ବିଂଗେଟ ବିବାହ କରିଥିଲେ। ୨୦୧୪ ମସିହାରେ ଦୁଇ ଜଣ ଅଲଗା ହୋଇଯାଇଥିଲେ।

ନିକଟରେ କରଣ ସିଂ ଗ୍ରୋବର ବଲିଉଡ୍‌ର ବ୍ଲାକ୍ ବିୟୁଟି ବିପାଶା ବସୁଙ୍କୁ ବିବାହ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos