‘ହସୀନା’ ବାୟୋପିକ୍‌ରେ ସୋନାକ୍ଷୀଙ୍କ ବଦଳରେ ଶ୍ରଦ୍ଧା

ମୁମ୍ବାଇ:ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍‌ର ଭଉଣୀ ହସୀନାଙ୍କ ଉପରେ ପର୍ଯ୍ୟବସିତ ‘ହସୀନା-ଦି କ୍ୱିନ୍‌ ଅଫ୍‌ ମୁମ୍ବାଇ’ରେ ଦେଖିବାକୁ ମିଳିବ ‘ବାଗି’ ଷ୍ଟାର ଶ୍ରଦ୍ଧା କପୁରଙ୍କୁ। ସେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ସ୍ଥାନରେ ଏହି ବାୟୋପିକ୍‌ରେ ମୁଖ୍ୟ ନାୟିକା ଭୂମିକାରେ ନଜରକୁ ଆସିବେ। ଏହି ଫିଲ୍ମକୁ ଅପୂର୍ବା ଲେଖିଆ ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ମୁବିନା ରାଟ୍ଟୋନ୍‌ସେ। ପୂର୍ବରୁ ଏହି ବାୟୋପିକ୍‌ରେ ସୋନାକ୍ଷୀ ସିହ୍ନା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତାଙ୍କ ସ୍ଥାନରେ […]

shraddha-kapoor-sonakshi-sinha

shraddha-kapoor-sonakshi-sinha

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 04:55 PM IST

Sports

Latest News

ମୁମ୍ବାଇ:ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍‌ର ଭଉଣୀ ହସୀନାଙ୍କ ଉପରେ ପର୍ଯ୍ୟବସିତ ‘ହସୀନା-ଦି କ୍ୱିନ୍‌ ଅଫ୍‌ ମୁମ୍ବାଇ’ରେ ଦେଖିବାକୁ ମିଳିବ ‘ବାଗି’ ଷ୍ଟାର ଶ୍ରଦ୍ଧା କପୁରଙ୍କୁ। ସେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ସ୍ଥାନରେ ଏହି ବାୟୋପିକ୍‌ରେ ମୁଖ୍ୟ ନାୟିକା ଭୂମିକାରେ ନଜରକୁ ଆସିବେ। ଏହି ଫିଲ୍ମକୁ ଅପୂର୍ବା ଲେଖିଆ ନିର୍ଦ୍ଦେଶନା ଦେଉଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ମୁବିନା ରାଟ୍ଟୋନ୍‌ସେ।

ପୂର୍ବରୁ ଏହି ବାୟୋପିକ୍‌ରେ ସୋନାକ୍ଷୀ ସିହ୍ନା ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତାଙ୍କ ସ୍ଥାନରେ ‘ଆଶିକ୍‌’ ଷ୍ଟାର ଶ୍ରଦ୍ଧାଙ୍କୁ ସୁଯୋଗ ଦେଇଛନ୍ତି ନିର୍ମାତା। ଏଥିରେ ହସିନାଙ୍କର ୨୦ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ସର୍ଟ ରହିବ। ଏହି ଚାରିତ୍ର ସୋନାକ୍ଷିଙ୍କୁ ମାନିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ତେଣୁ ନିର୍ମାତା ଏହି ଫିଲ୍ମର ଶ୍ରଦ୍ଧାଙ୍କୁ ନେଇଛନ୍ତି। ଏହି ଫିଲ୍ମର ସୁଟିଂ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story