ଅଭିନେତାଙ୍କୁ ଲାତ ମାରିଲେ ମିଳିବ ୧୦୦୧ ଟଙ୍କା

ଚେନ୍ନାଇ: ଅଭିନେତା ବିଜୟ ସେତୁପତି। ସେ ସାଉଥର ଜଣେ ଜଣାଶୁଣା ଅଭିନେତା ତଥା ସୁପରଷ୍ଟାର। ତେବେ ଏହି ଅଭିନେତାଙ୍କୁ ଲାତ ମାରିଲେ ମିଳିବ ପୁରସ୍କାର। ଗୋଟିଏ ଲାତ ପିଛା ମିଳିବ ୧୦୦୧ ଟଙ୍କା। ହିନ୍ଦୁ ସମର୍ଥକ ଦଳର ଜଣେ ନେତା ଏଭଳି କିଛି ଘୋଷଣା କରିଛନ୍ତି। ବିଜୟ ସେତୁପତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଜାତୀୟ ପୁରସ୍କାର ସହିତ ଫେରୁଥିବା ବିଜୟ ଏବଂ ତାଙ୍କ ଦଳ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। […]

vijay sethupathi

vijay sethupathi

Madhupriya Mistry
  • Published: Monday, 08 November 2021
  • Updated: 08 November 2021, 03:37 PM IST

Sports

Latest News

ଚେନ୍ନାଇ: ଅଭିନେତା ବିଜୟ ସେତୁପତି। ସେ ସାଉଥର ଜଣେ ଜଣାଶୁଣା ଅଭିନେତା ତଥା ସୁପରଷ୍ଟାର। ତେବେ ଏହି ଅଭିନେତାଙ୍କୁ ଲାତ ମାରିଲେ ମିଳିବ ପୁରସ୍କାର। ଗୋଟିଏ ଲାତ ପିଛା ମିଳିବ ୧୦୦୧ ଟଙ୍କା। ହିନ୍ଦୁ ସମର୍ଥକ ଦଳର ଜଣେ ନେତା ଏଭଳି କିଛି ଘୋଷଣା କରିଛନ୍ତି।

ବିଜୟ ସେତୁପତିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଜାତୀୟ ପୁରସ୍କାର ସହିତ ଫେରୁଥିବା ବିଜୟ ଏବଂ ତାଙ୍କ ଦଳ ଉପରେ ଆକ୍ରମଣ କରୁଥିବା ଦେଖାଯାଇଛି। ପରେ ବିଜୟ ଏହାକୁ ଏକ ଛୋଟ ବିବାଦ ବୋଲି କହି ଖାରଜ କରିଥିଲେ। କିନ୍ତୁ ହିନ୍ଦୁ ସମର୍ଥକ ଦଳର ନେତା ଅର୍ଜୁନ ସମ୍ପତ ଟ୍ୱିଟରରେ ଭିଡିଓର ସ୍କ୍ରିନସଟ ସେୟାର କରି କହିଛନ୍ତି, ବିଜୟ ସେତୁପତିଙ୍କୁ ଯିଏ ଲାତ ମାରିବ ତାଙ୍କୁ ଗୋଟିଏ ଲାତ ପିଛା ୧୦୦୧ଟଙ୍କା ପୁରସ୍କାର ଦିଆଯିବ।

ହିନ୍ଦୁ ମକ୍କଲ କାଚିଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ଏକ ଟୁଇଟରେ କୁହାଯାଇଛି ଯେ ଅର୍ଜୁନ ସମ୍ପତ, ଥିଭର ଆୟା(ଭଗବାନ)ଙ୍କୁ ଅପମାନିତ କରିଥିବା ବିଜୟ ସେତୁପତିଙ୍କୁ ଲାତ ମାରିବା ପାଇଁ ୧୦୦୧ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଟୁଇଟରେ ଲେଖାଯାଇଛି ଯେ ସେତୁପତି ଯେ ପର୍ଯ୍ୟନ୍ତ ନିଜ ଭୁଲ ପାଇଁ କ୍ଷମା ନମାଗିଛି ସେ ପର୍ଯ୍ୟନ୍ତ, ତାକୁ ଲାତ ମରିବା ଉଚିତ। ପ୍ରତ୍ୟେକ ଲାତ ପିଛା ବ୍ୟକ୍ତିକୁ ୧୦୦୧ ଟଙ୍କା ପୁରସ୍କାର ଦିଆଯିବ।

https://twitter.com/Indumakalktchi/status/1457290871670407169?s=20

ଅର୍ଜୁନ ସମ୍ପତ କହିଛନ୍ତି ଯେ ସେତୁପତିଙ୍କୁ ବିମନବନ୍ଦରରେ ଆକ୍ରମଣ କରିଥିବା ବ୍ୟକ୍ତି ମହା ଗାନ୍ଧୀଙ୍କ ସହ ସେ କଥା ହୋଇଥିଲେ। ମହା ଗାନ୍ଧୀ କହିଛନ୍ତି ଯେ ସେତୁପତି ଅଶ୍ଳୀଳ ବ୍ୟଙ୍ଗତ୍ମାକ ଟିପ୍ପଣୀ ଯୋଗୁଁ ସେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ସୂଚନା ଅନୁଯାୟୀ, ମହା ଗାନ୍ଧୀ ଜାତୀୟ ପୁରସ୍କାର ପାଇଁ ବିଜୟଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଥିଲେ। କିନ୍ତୁ ବିଜୟ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ଏହା ଆଦୌ କୌଣସି ରାଷ୍ଟ୍ର ନୁହେଁ କହିଥିଲେ। ହାପରେ ମହା ଗାନ୍ଧି ତାଙ୍କୁ ପାସମ୍ପନ୍ ମୁଥୁରାମାଲିଙ୍ଗା ଥିଭର୍ ପୂଜାରେ ଯୋଗଦେବାକୁ ଆମନ୍ତ୍ରିତ କରିଥିଲେ। ଏହାଉପରେ ମଧ୍ୟ ବିଜୟ ଏକ ବ୍ୟଙ୍ଗାତ୍ମକ ସ୍ୱରରେ ଉତ୍ତର ଦେଇଥିଲେ। ଦୁନିଆର ଏକମାତ୍ର ଥିଭର (ଭଗବାନ) ହେଉଛନ୍ତି ଯୀଶୁ।

ବିଜୟଙ୍କ ଏଭଳି ମନ୍ତବ୍ୟ ପରେ ବିବାଦ ଦେଖାଦେଇଥିଲା। ସେଥୁପାତୀ ପସୁମ୍ପନ୍ ଏବଂ ଦେଶକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।  ନଭେମ୍ବର ୨ ତାରିଖରେ ବିମାନ ବନ୍ଦରରେ ବିଜୟ ସେତୁପତୀଙ୍କ ଉପରେ ଆକ୍ରମଣ ହୋଇଥିଲା।

ପସୁମ୍ପନ୍ ମୁଥୁରାମାଲିଙ୍ଗା ଥିଭର୍ କିଏ?

ପାସୁମ୍ପନ୍ ମୁଥୁରାମାଲିଙ୍ଗ୍ ଥେଭର୍ ଜଣେ ସ୍ୱାଧୀନତା ସଂଗ୍ରାମୀ ସହ ଥିଲେ ଜଣେ ଆଧ୍ୟାତ୍ମିକ ନେତା। ସେ ସୁଭାଷ ଚନ୍ଦ୍ର ବୋଷଙ୍କ ସହ କାମ କରିଥିଲେ। ସେ ୩୦ଅକ୍ଟୋବର ୧୯୦୮ରେ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ପସୁମ୍ପନ୍ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ଦେବତା ଭଳି ପୂଜା କରାଯାଏ। ଗତବର୍ଷ ଅକ୍ଟୋବର ୩୦ ତାରିଖରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କର ୧୧୪ତମ ଥିଭର୍ ଜୟନ୍ତୀ (ଗୁରୁ ପୂଜା) ରେ ପସୁମ୍ପନ୍ ମୁଥୁରାମଲିଙ୍ଗ ଥିଭରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

https://twitter.com/koushiktweets/status/1455906818157277186?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story