ସୋଶାଲ ମିଡିଆରେ ନିଆଁ ଲଗାଉଛି ଉର୍ଫିଙ୍କ ଆଉଟଫିଟ୍, ଜାଣନ୍ତୁ କିଏ କରୁଛି ଡିଜାଇନ

ମୁମ୍ବାଇ: ଖୁବ୍‌ କମ୍‌ ସମୟରେ ନିଜ ଫ୍ୟାଶନ୍‌ ଷ୍ଟେଟମେଣ୍ଟ ପାଇଁ ସୋଶାଲ ମିଡିଆ ସେନସସନ ପାଲଟି ଯାଇଛନ୍ତି ଉର୍ଫି ଯାଦବ । ଉର୍ଫିଙ୍କ  ଅଜବଗଜବ ଡିଜାଇନକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ହେଲେ ଜାଣିଛନ୍ତି  କିଏ ସାଜିଛନ୍ତି ଉର୍ଫିଙ୍କ ଡିଜାଇନର । ଯାହଦ୍ୱାରା ଡିଜାଇନ୍‌ ହୋଇଥିବା ପୋଷାକ ପିନ୍ଧି ସୋଶାଲ ମିଡିଅରେ ନିଆଁ ଳଗାଉଛନ୍ତି ଅଭିନେତ୍ରୀଜଣକ । ଉର୍ଫିଙ୍କ ପାଇଁ ଏପରି  ଅତରଙ୍ଗି ଆଉଟଫିଟ୍‌ ଡିଜାଇନ କରୁଥିବା ଡିଜାଇନର ହେଉଛନ୍ତି ଶ୍ୱେତା ଶ୍ରୀବାସ୍ତବ । ଉର୍ଫିଙ୍କ […]

urfi jadav

urfi jadav

Niharika Rout
  • Published: Thursday, 26 May 2022
  • Updated: 26 May 2022, 10:44 AM IST

Sports

Latest News

ମୁମ୍ବାଇ: ଖୁବ୍‌ କମ୍‌ ସମୟରେ ନିଜ ଫ୍ୟାଶନ୍‌ ଷ୍ଟେଟମେଣ୍ଟ ପାଇଁ ସୋଶାଲ ମିଡିଆ ସେନସସନ ପାଲଟି ଯାଇଛନ୍ତି ଉର୍ଫି ଯାଦବ । ଉର୍ଫିଙ୍କ  ଅଜବଗଜବ ଡିଜାଇନକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। ହେଲେ ଜାଣିଛନ୍ତି  କିଏ ସାଜିଛନ୍ତି ଉର୍ଫିଙ୍କ ଡିଜାଇନର । ଯାହଦ୍ୱାରା ଡିଜାଇନ୍‌ ହୋଇଥିବା ପୋଷାକ ପିନ୍ଧି ସୋଶାଲ ମିଡିଅରେ ନିଆଁ ଳଗାଉଛନ୍ତି ଅଭିନେତ୍ରୀଜଣକ । ଉର୍ଫିଙ୍କ ପାଇଁ ଏପରି  ଅତରଙ୍ଗି ଆଉଟଫିଟ୍‌ ଡିଜାଇନ କରୁଥିବା ଡିଜାଇନର ହେଉଛନ୍ତି ଶ୍ୱେତା ଶ୍ରୀବାସ୍ତବ ।

ଉର୍ଫିଙ୍କ ସବୁ ଡ୍ରେସ୍‌ ପ୍ରାୟତଃ ଶ୍ୱେତା ହିଁ ଡିଜାଇନ କରିଥାନ୍ତି। ଏକ ଇଣ୍ଟରଭ୍ୟୁରେ ଉର୍ଫି କହିଛନ୍ତି, ଶ୍ୱେତାଙ୍କୁ ସେ ଦୀର୍ଘ ୧୫ ବର୍ଷ ହେଲା ଜାଣିଛନ୍ତି। ହେଲେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ଲାଗି ଏକ ମନଲାଖି ଡିଜାଇନର ସନ୍ଧାନରେ ଥିଲେ। ଏହାପରେ ଶ୍ୱେତାଙ୍କ ନାଁ  ମନକୁ ଆସିବାରୁ ସେ ତାଙ୍କ ସହ ଆଲୋଚନା କଲେ ଓ ଏହାପରେ ଆରମ୍ଭ ହେଲା ଉଭୟଙ୍କ ଏକାଠି ଚାଲିବାର ଯାତ୍ରା।

[caption id="attachment_736907" align="aligncenter" width="650"] urfi jadav ଉର୍ଫି ଯାଦବ ।[/caption]

ଏନେଇ ଶ୍ୱେତା କହିଛନ୍ତି , ଉର୍ଫିଙ୍କ ସବୁ ଡ୍ରେସ ସେ ହିଁ ଡିଜାଇନ କରିଥାନ୍ତି। ତାଙ୍କୁ କିପରି ଡ୍ରେସ ଦରକାର, ଏ ନେଇ ସେ ନିଜେ ହିଁ ନିଜ ମନ କଥା ଶ୍ୱେତାଙ୍କ ଆଗରେ ରଖିଥାନ୍ତି। ଏହାପରେ ଉର୍ଫିଙ୍କ ପାଇଁ ତାଙ୍କ ଆବଶ୍ୟକତା ମୁତାବକ ମନଲାଖି ଡ୍ରେସ୍‌ ପ୍ରସ୍ତୁତ କରି ଦିଅନ୍ତି ଶ୍ୱେତା। ଉର୍ଫିଙ୍କ ଡ୍ରେସ ଡିଜାଇନ କରୁ କରୁ ବେଳେ ବେଳେ ରାତି ପାହିଯାଏ । ଏପରିକି ବହୁ ସମୟରେ ସେ ନିଜେ ଘଣ୍ଟା ଘଣ୍ଟା ବସି ଉର୍ଫିଙ୍କ ଡ୍ରେସ ଡିଜାଇନ କରିଥାନ୍ତି।

ଏପରିକି ଏଥିପାଇଁ ବହୁଥର ସମାଲୋଚିତ ହୋଇଥିଲେ ବି ତାହାକୁ ଖାତିର ନାହିଁ ବୋଲି କହିଛନ୍ତି  ଶ୍ୱେତା। ଏହା ମୋ କାମ, କାହାକୁ ପସନ୍ଦ ଆସିପାରେ, କାହାକୁ ନ ଆସିପାରେ,  ଏଥିରେ ମୋତେ କିଛି ଫରକ ପଡ଼େନି ବୋଲି କହିଛନ୍ତି ଉର୍ଫି।

[caption id="attachment_736910" align="aligncenter" width="650"]urafi jadav ଅଭିନେତ୍ରୀ ଉର୍ଫି ଯାଦବ ।[/caption]

ଶ୍ୱେତା ଗ୍ଲାମର ଇଣ୍ଡଷ୍ଟ୍ରୀରୁ କେବଳ ଉର୍ଫିଙ୍କ ପାଇଁ ଡ୍ରେସ ଡିଜାଇନ କରିଥାନ୍ତି। ଶ୍ୱେତାଙ୍କ କହିବା ମତାବକ ଉର୍ଫି ଜଣେ ଦୃଢ ମନୋବଳା ମହିଳା। ବିଭିନ୍ନ ସମାଲୋଚନା ସତ୍ତ୍ୱେ  କେଉଁ ଦିନ କିପରି ଡ୍ରେସ ପିନ୍ଧିବେ ତାହା ସେ ନିଜେ ସ୍ଥିର କରିଥାନ୍ତି । ତେଣୁ ଏହା  ଖୁବ୍‌ ଚ୍ୟାଲେଞ୍ଜଭରା କାମ,  ଯେ ଆମକୁ କେଉଁଦିନ କିପରି କାମ କରିବାକୁ ମିଳିବ ।

କସୌଟି ଜିନ୍ଦେଗୀ ସିରିଏଲରେ ନଜର ଆସିଥିବା ଉର୍ଫି ଏହାପରେ ବିଗବସ୍‌ ଓଟିଟିରେ ନଜର ଆସିଥିଲେ। ଏହା ପରେ ନିଜ ଫ୍ୟାଶନ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାକୁ ଆସିଗଲେ ଉର୍ଫି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story