‘ହାଉସଫୁଲ-୩’ର ସ୍ପେଶାଲ୍ ସ୍କ୍ରିନିଂ କରିବେ ସାଜିଦ୍

ମୁମ୍ବାଇ:‘ହାଉସଫୁଲ୍‌’ ଓ ‘ହାଉସଫୁଲ୍-୨’ର ସଫଳତା ପରେ ଦର୍ଶକ  ଏବେ ଏହାର ସିକ୍ୱେଲ୍ ‘ହାଉସଫୁଲ୍-୩’କୁ ଅପେକ୍ଷା କରିଛନ୍ତି। ପ୍ରଥମ ଦୁଇଟି ଫିଲ୍ମରେ କାମ କରିସାରିଥିବା ସଦସ୍ୟମାନେ ହାଉସଫୁଲ -୩  ରିଲିଜ୍‌କୁ ନେଇ  ଉତ୍ସାହିତ ଅଛନ୍ତି। ‘ହାଉସଫୁଲ୍‌’ ଓ ‘ହାଉସଫୁଲ୍-୨’ର କାମ କରିଥିବା ସଦସ୍ୟମାନେ ‘ହାଉସଫୁଲ-୩’ର ରିଲିଜ୍‌ ପୂର୍ବରୁ ଏହାର ସ୍ପେଶାଲ୍ ସ୍କ୍ରିନିଂ କରିବାକୁ ନିର୍ମାତା ସାଜିଦ୍  ନାଦିୱାଲାଙ୍କୁ ଅନୁରୋଧ କରିଛନ୍ତି। ସାଜିଦ୍ କହିଛନ୍ତି,“ ସମସ୍ତେ ‘ହାଉସଫୁଲ-୩’ ଦେଖିବାକୁ  ଉତ୍ସୁକତାର ସହ ଅନାଇ ବସିଛନ୍ତି।  କିଛି ଲୋକ  ଏହାର ସ୍ପେଶାଲ୍ […]

housefull3_

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 09:51 AM IST

ମୁମ୍ବାଇ:‘ହାଉସଫୁଲ୍‌’ ଓ ‘ହାଉସଫୁଲ୍-୨’ର ସଫଳତା ପରେ ଦର୍ଶକ  ଏବେ ଏହାର ସିକ୍ୱେଲ୍ ‘ହାଉସଫୁଲ୍-୩’କୁ ଅପେକ୍ଷା କରିଛନ୍ତି। ପ୍ରଥମ ଦୁଇଟି ଫିଲ୍ମରେ କାମ କରିସାରିଥିବା ସଦସ୍ୟମାନେ ହାଉସଫୁଲ -୩  ରିଲିଜ୍‌କୁ ନେଇ  ଉତ୍ସାହିତ ଅଛନ୍ତି।

‘ହାଉସଫୁଲ୍‌’ ଓ ‘ହାଉସଫୁଲ୍-୨’ର କାମ କରିଥିବା ସଦସ୍ୟମାନେ ‘ହାଉସଫୁଲ-୩’ର ରିଲିଜ୍‌ ପୂର୍ବରୁ ଏହାର ସ୍ପେଶାଲ୍ ସ୍କ୍ରିନିଂ କରିବାକୁ ନିର୍ମାତା ସାଜିଦ୍  ନାଦିୱାଲାଙ୍କୁ ଅନୁରୋଧ କରିଛନ୍ତି।

ସାଜିଦ୍ କହିଛନ୍ତି,“ ସମସ୍ତେ ‘ହାଉସଫୁଲ-୩’ ଦେଖିବାକୁ  ଉତ୍ସୁକତାର ସହ ଅନାଇ ବସିଛନ୍ତି।  କିଛି ଲୋକ  ଏହାର ସ୍ପେଶାଲ୍ ସ୍କ୍ରିନିଂ କରିବାକୁ  କହିଛନ୍ତି ।  ମୁଁ  ନିଶ୍ଚିତ ଭାବେ ‘ହାଉସଫୁଲ-୩’ର ସ୍ପେଶାଲ୍ ସ୍କ୍ରିନିଂ କରିବାକୁ  କରିବି।”

 ସେ ଆହୁରି କହିଛନ୍ତି,“ଏହି ଫିଲ୍ମର ଟ୍ରେଲର ଏକ ସଙ୍ଗରେ ଦେଶର ୧୦୦ଟି ସ୍ଥାନରେ ରିଲିଜ୍  ହେବ।”

Related story