‘ରେମ୍ବୋ’ର ରିମେକ୍‌ରେ ହ୍ରିତିକ୍‌ ଓ କ୍ୟାଟ୍‌

ମୁମ୍ବାଇ: ହଲିଉଡ୍‌ର ବେଷ୍ଟ୍ ଏଭର ଆକ୍ସନ୍ ଚଳଚ୍ଚିତ୍ର ହେଉଛି ‘ରେମ୍ବୋ’। ଏହାର ହିନ୍ଦୀ ରିମେକ୍‌ ଖୁବଶୀଘ୍ର ଆସୁଛି। ଏଥିରେ ହିଲଉଡ୍ ଅଭିନେତା ସ୍ଲିଭେସ୍ତାର ଷ୍ଟାଲୋନ୍‌ଙ୍କ ଚରିତ୍ରରେ ଅଭିନୟ କରିବେ କ୍ରିସ୍‌ ଷ୍ଟାର ହ୍ରିତିକ୍‌ ରୋଶନ୍। ତାଙ୍କ ଅପୋଜିଟ୍‌ରେ ଆସିବେ କ୍ୟାଟ୍ରିନା କୈଫ୍‌। ନିର୍ମାତା ସିଦ୍ଧାର୍ଥ ଆନନ୍ଦ ଏହାର ହିନ୍ଦୀ ରିମେକ୍‌ କରିବେ। ଏଥିପାଇଁ ସେ ଆଇନଗତ ଅନୁମତି ନେଇ ସାରିଛନ୍ତି। ଏହି ଫିଲ୍ମ ଆସନ୍ତା ବର୍ଷରେ ବି-ଟାଉନ୍‌କୁ ଆସିବ। ‘ବ୍ୟାଙ୍ଗବ୍ୟାଙ୍ଗ’ ହେଉଛି ହଲିଉଡ୍‌ର ହିଟ୍‌ ଫିଲ୍ମ ‘ନାଇଟ୍ ଆଣ୍ଡ ଡେ’ର […]

Sylvester Stallone_and_Hrithik-Roshan

Rakesh Mallick
  • Published: Wednesday, 09 March 2016
  • , Updated: 10 March 2016, 04:51 AM IST

ମୁମ୍ବାଇ: ହଲିଉଡ୍‌ର ବେଷ୍ଟ୍ ଏଭର ଆକ୍ସନ୍ ଚଳଚ୍ଚିତ୍ର ହେଉଛି ‘ରେମ୍ବୋ’। ଏହାର ହିନ୍ଦୀ ରିମେକ୍‌ ଖୁବଶୀଘ୍ର ଆସୁଛି। ଏଥିରେ ହିଲଉଡ୍ ଅଭିନେତା ସ୍ଲିଭେସ୍ତାର ଷ୍ଟାଲୋନ୍‌ଙ୍କ ଚରିତ୍ରରେ ଅଭିନୟ କରିବେ କ୍ରିସ୍‌ ଷ୍ଟାର ହ୍ରିତିକ୍‌ ରୋଶନ୍। ତାଙ୍କ ଅପୋଜିଟ୍‌ରେ ଆସିବେ କ୍ୟାଟ୍ରିନା କୈଫ୍‌। ନିର୍ମାତା ସିଦ୍ଧାର୍ଥ ଆନନ୍ଦ ଏହାର ହିନ୍ଦୀ ରିମେକ୍‌ କରିବେ। ଏଥିପାଇଁ ସେ ଆଇନଗତ ଅନୁମତି ନେଇ ସାରିଛନ୍ତି। ଏହି ଫିଲ୍ମ ଆସନ୍ତା ବର୍ଷରେ ବି-ଟାଉନ୍‌କୁ ଆସିବ।

‘ବ୍ୟାଙ୍ଗବ୍ୟାଙ୍ଗ’ ହେଉଛି ହଲିଉଡ୍‌ର ହିଟ୍‌ ଫିଲ୍ମ ‘ନାଇଟ୍ ଆଣ୍ଡ ଡେ’ର ରିମେକ୍‌। ଏଥିରେ ହ୍ରିତିକ୍-କ୍ୟାଟ୍ ଯୋଡ଼ି କମାଲ୍‌ କରିଥିଲେ।

Related story