ଅକ୍ଟୋବର ୩୦ରେ ପରଦାକୁ ଆସିବ ‘ଇସ୍କ ନେ କ୍ରେଜି କିୟା ରେ’

ମୁମ୍ବାଇ: ମ୍ୟୁଜିକାଲ୍ ରିୟଲିଟି ସୋ ରେ ଭାଗ ନେଇ ବେଶ୍ ପପୁଲାରିଟି ପାଉଛନ୍ତି ଜଣେ ଷ୍ଟ୍ରଗଲିଂ ସିଙ୍ଗର୍। କିନ୍ତୁ ସଫଳତା ପାଇବା ଆଗରୁ ତାଙ୍କୁ ନିଜ ଲଭ୍ ଓ କ୍ୟାରିୟର୍ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡୁଛି। ଏଭଳି କାହାଣୀକୁ ନେଇ ତିଆରି ହୋଇଛି ବଲିଉଡ୍ ରୋମାଣ୍ଟିକ ଡ୍ରାମା ଫିଲ୍ମ୍ ‘ଇସ୍କ ନେ କ୍ରେଜି କିୟା ରେ’। ଏହି ମ୍ୟୁଜିକାଲ୍ ଫିଲ୍ମରେ ଷ୍ଟ୍ରଗଲିଂ ସିଙ୍ଗର୍ ଭୂମିକାରେ ଆସୁଛନ୍ତି ନିଶାନ୍ତ ମଲ୍କାନୀ। ଆଉ ତାଙ୍କ ଲଭ୍ ପାର୍ଟନର୍ ସାଜିଛନ୍ତି ମାଧୁରିମା […]

ishq

Rakesh Mallick
  • Published: Wednesday, 30 September 2015
  • , Updated: 30 September 2015, 04:29 AM IST

ମୁମ୍ବାଇ: ମ୍ୟୁଜିକାଲ୍ ରିୟଲିଟି ସୋ ରେ ଭାଗ ନେଇ ବେଶ୍ ପପୁଲାରିଟି ପାଉଛନ୍ତି ଜଣେ ଷ୍ଟ୍ରଗଲିଂ ସିଙ୍ଗର୍। କିନ୍ତୁ ସଫଳତା ପାଇବା ଆଗରୁ ତାଙ୍କୁ ନିଜ ଲଭ୍ ଓ କ୍ୟାରିୟର୍ ମଧ୍ୟରୁ ଗୋଟିଏକୁ ବାଛିବାକୁ ପଡୁଛି। ଏଭଳି କାହାଣୀକୁ ନେଇ ତିଆରି ହୋଇଛି ବଲିଉଡ୍ ରୋମାଣ୍ଟିକ ଡ୍ରାମା ଫିଲ୍ମ୍ ‘ଇସ୍କ ନେ କ୍ରେଜି କିୟା ରେ’। ଏହି ମ୍ୟୁଜିକାଲ୍ ଫିଲ୍ମରେ ଷ୍ଟ୍ରଗଲିଂ ସିଙ୍ଗର୍ ଭୂମିକାରେ ଆସୁଛନ୍ତି ନିଶାନ୍ତ ମଲ୍କାନୀ। ଆଉ ତାଙ୍କ ଲଭ୍ ପାର୍ଟନର୍ ସାଜିଛନ୍ତି ମାଧୁରିମା ବାନାର୍ଜୀ। ଫିଲ୍ମରେ ନେଗେଟିଭ୍ ରୋଲରେ ଆସିବେ ମୁଗ୍ଧା ଗଡସେ। ମୁଗ୍ଧା ଏଥିରେ ଜଣେ କ୍ଷମତା ଲୋଭୀ ଚ୍ୟାନେଲ୍ ହେଡ୍ ଭୂମିକା ତୁଲାଉଛନ୍ତ। ନରେଶ୍ ମାଲହୋତ୍ରା ନିର୍ଦ୍ଦେଶିତ ‘ଇସ୍କ ନେ କ୍ରେଜି କିୟା ରେ’ ଅକ୍ଟୋବର ୩୦ରେ ରିଲିଜ୍ ହେବ।

Related story