ରାଗ ନା ଆଉ କିଛି ? ଅନିଲଙ୍କୁ ଲଗାଇ ଦେଲେ ୧୭ ଚାପୁଡ଼ା

ମୁମ୍ବାଇ: ଅଭିନେତା ଜ୍ୟାକି ଶ୍ରୋଫ୍‌ଙ୍କ ରାଗ କେତେ ସମସ୍ତେ ଜାଣନ୍ତି। ଗୋଟିଏ ପଟେ ସେ ଏତେ ରାଗି ହୋଇଥିବା ବେଳେ ଅନିଲ କପୁର ବହୁତ ଶାନ୍ତ ସ୍ୱାଭାବର। ଏହି ଦୁଇ ଷ୍ଟାର ବଲିଉଡକୁ ଏକାଧିକ ହିଟ୍‌ ମୁଭି ଦେଇଛନ୍ତି। ଦୁହେଁ ଭଲ ବନ୍ଧୁ ଭାବେ ମଧ୍ୟ ଜଣାଶୁଣା। ହେଲେ ଏମିତି କିଛି ଘଟିଥିଲା, ଯେଉଁ କାରଣରୁ ଜ୍ୟାକି, ଅନିଲଙ୍କୁ ଗୋଟିଏ ପରେ ଗୋଟିଏ କରି ୧୭ଟି ଚାପୁଡ଼ା ଦେଇଥିଲେ। ଘଟଣାଟି ୧୯୮୯ ମସିହାର। ସେ ସମୟରେ ‘ପରିନ୍ଦେ’ର […]

jackie-shroff

jackie-shroff

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 08:13 PM IST

Sports

Latest News

ମୁମ୍ବାଇ: ଅଭିନେତା ଜ୍ୟାକି ଶ୍ରୋଫ୍‌ଙ୍କ ରାଗ କେତେ ସମସ୍ତେ ଜାଣନ୍ତି। ଗୋଟିଏ ପଟେ ସେ ଏତେ ରାଗି ହୋଇଥିବା ବେଳେ ଅନିଲ କପୁର ବହୁତ ଶାନ୍ତ ସ୍ୱାଭାବର। ଏହି ଦୁଇ ଷ୍ଟାର ବଲିଉଡକୁ ଏକାଧିକ ହିଟ୍‌ ମୁଭି ଦେଇଛନ୍ତି। ଦୁହେଁ ଭଲ ବନ୍ଧୁ ଭାବେ ମଧ୍ୟ ଜଣାଶୁଣା। ହେଲେ ଏମିତି କିଛି ଘଟିଥିଲା, ଯେଉଁ କାରଣରୁ ଜ୍ୟାକି, ଅନିଲଙ୍କୁ ଗୋଟିଏ ପରେ ଗୋଟିଏ କରି ୧୭ଟି ଚାପୁଡ଼ା ଦେଇଥିଲେ।

ଘଟଣାଟି ୧୯୮୯ ମସିହାର। ସେ ସମୟରେ ‘ପରିନ୍ଦେ’ର ସୁଟିଂ ଚାଲିଥିଲା। ସିନ୍‌ ମୁତାବକ ଜ୍ୟାକି ଅନିଲଙ୍କୁ ଗୋଟିଏ ଚାପୁଡା ମାରିବାର ଥିଲା। ସୁଟିଂ ଆରମ୍ଭ ହେଲା। ଜ୍ୟାକି ଅନିଲଙ୍କ ଗାଲରେ ଲଗାଇ ଦେଲେ ଏକ ଶକ୍ତ ଚାପୁଡା। ପ୍ରଥମ ସଟ୍‌କୁ ହିଁ ନିର୍ଦ୍ଦେଶକ ବିଧୁ ବିନୋଦ ଓକେ କରିଦେଲେ। ହେଲେ ଏହା ଅନିଲଙ୍କ ମନକୁ ପାଇ ନଥିଲା। ସେ ଆଉ ଏକ ଟେକ୍‌ ନେବାକୁ କହିଥିଲେ। ଏହାପରେ ଟେକ୍‌ ପରେ ଟେକ୍‌ ଚାଲିଥିଲା, ଆଉ ଜ୍ୟାକି, ଅନିଲଙ୍କୁ ଚାପୁଡ଼ା ପରେ ଚାପୁଡ଼ା ଲଗାଇ ଚାଲିଥିଲେ। ୧୭ତମ ଟେକ୍‌ଟି ଅନଲିଙ୍କ ମନକୁ ପାଇଥିଲା। ସେତେବେଳକୁ ସେ ଜ୍ୟାକିଙ୍କ ପାଖରୁ ୧୭ ଚାପୁଡ଼ା ଖାଇ ସାରିଥିଲେ।

ଜ୍ୟାକି ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ୧୭ ଚାପୁଡା ମାରିଥିଲି। ହେଲେ ଏହି ଚାପୁଡା ଏତେ ଶକ୍ତ ନଥିଲା।”

ସୂଚନାଯୋଗ୍ୟ, ଜ୍ୟାକି ଏବଂ ଅନିଲ ‘ରାମ ଲକ୍ଷ୍ମଣ’, ‘୧୯୪୨: ଏ ଲବ୍‌ ଷ୍ଟୋରୀ’, ‘କଭି ନା କଭି’ ଭଳି ଫିଲ୍ମରେ ଏକାଠି କାମ କରି ଦର୍ଶକଙ୍କ ବେଶ ପ୍ରସଂଶା ସାଉଁଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story