ଅନୁଭବଙ୍କ ଖୁସିରେ ଜାଗ୍ରତି ଖୁସି! ଜନ୍ମଦିନରେ ଜଣାଇଲେ ବିରାଟ ଶୁଭେଚ୍ଛା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା-ଅନୁଭବଙ୍କ ମଧ୍ୟରେ ପାରିବାରିକ ଝଡ଼ରେ ଅଚାନକ ଜାଗ୍ରତିଙ୍କ ଏଣ୍ଟ୍ରି କାହାଣୀକୁ ଭିନ୍ନ ମୋଡ଼ ଦେଇଥିଲା। ଅନୁଭବଙ୍କ ସହ ବନ୍ଧୁତ୍ୱର ସମ୍ପର୍କକୁ ନେଇ ମୁହଁ ଖୋଲିବା ପରଠାରୁ ଚର୍ଚ୍ଚାରେ ରହି ଆସିଛନ୍ତି ଲୋକସଭା ଟିଭିର ପୂର୍ବତନ ସାମ୍ବାଦିକା ଜାଗ୍ରତି ଶୁକ୍ଳା। ଦାମ୍ପତ୍ୟ କଳହରେ ମାଲିମକଦ୍ଦମାରେ ଛନ୍ଦି ହୋଇପଡ଼ିଥିବା ଅନୁଭବଙ୍କ କଷ୍ଟ ଅନୁଭବ କରିପାରୁଥିବା ଜାଗ୍ରତି  ସର୍ବଦା ତାଙ୍କ ସପକ୍ଷରେ ଛିଡ଼ା ହୋଇ ଆସିଛନ୍ତି। ଖରାପ ସମୟରେ ମୋଟିଭେସନର ବାର୍ତ୍ତା ଦେଇ ଧର୍ଯ୍ୟ ଓ ସାହସ […]

jagruti

jagruti

Tapas Behera
  • Published: Saturday, 25 December 2021
  • Updated: 25 December 2021, 06:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା-ଅନୁଭବଙ୍କ ମଧ୍ୟରେ ପାରିବାରିକ ଝଡ଼ରେ ଅଚାନକ ଜାଗ୍ରତିଙ୍କ ଏଣ୍ଟ୍ରି କାହାଣୀକୁ ଭିନ୍ନ ମୋଡ଼ ଦେଇଥିଲା। ଅନୁଭବଙ୍କ ସହ ବନ୍ଧୁତ୍ୱର ସମ୍ପର୍କକୁ ନେଇ ମୁହଁ ଖୋଲିବା ପରଠାରୁ ଚର୍ଚ୍ଚାରେ ରହି ଆସିଛନ୍ତି ଲୋକସଭା ଟିଭିର ପୂର୍ବତନ ସାମ୍ବାଦିକା ଜାଗ୍ରତି ଶୁକ୍ଳା। ଦାମ୍ପତ୍ୟ କଳହରେ ମାଲିମକଦ୍ଦମାରେ ଛନ୍ଦି ହୋଇପଡ଼ିଥିବା ଅନୁଭବଙ୍କ କଷ୍ଟ ଅନୁଭବ କରିପାରୁଥିବା ଜାଗ୍ରତି  ସର୍ବଦା ତାଙ୍କ ସପକ୍ଷରେ ଛିଡ଼ା ହୋଇ ଆସିଛନ୍ତି। ଖରାପ ସମୟରେ ମୋଟିଭେସନର ବାର୍ତ୍ତା ଦେଇ ଧର୍ଯ୍ୟ ଓ ସାହସ ବାନ୍ଧିବା ପାଇଁ ପରାମର୍ଶ ଦେଇ ଆସିଛନ୍ତି ଜାଗ୍ରତି। ଯାହା ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରୁ ଇସାରା ମିଳେ। ଗତକାଲି ଅନୁଭବଙ୍କ ଜନ୍ମଦିନ ଥିଲା ବେଳେ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି ଜାଗ୍ରତି।

ଗ୍ରାଣ୍ଡ ସେଲିବ୍ରେସନ ମୁଡ୍‌ରେ ଅନୁଭବଙ୍କ ଏକାଧିକ ଫଟୋ ଛାଡ଼ି ଶୁଭେଚ୍ଛା ଜଣାଇଛନ୍ତି ଜାଗ୍ରତି। ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଅନୁଭବଙ୍କ ଏକାଧିକ ହିରୋମାର୍କା ଫଟୋ ପୋଷ୍ଟ କରିଛନ୍ତି। ଆଉ ଲେଖିଛନ୍ତି ‘ହାପି ବାର୍ଥ ଡେ ସୁପରଷ୍ଟାର ଅନୁଭବ ମହାନ୍ତି’। ଆପଣ କ’ଣ ତାହା ଏହି ସବୁ ଛବି ବୟାନ କରୁଛି।  ଆପଣଙ୍କୁ ଆଶୀର୍ବାଦ କହି ସେ ବଧାଇ ଜଣାଇଛନ୍ତି।

ଜାଗ୍ରତିଙ୍କ ଏହି ପୋଷ୍ଟ ପରେ ଏକାଧିକ ଲାଇକ୍ ଓ କମେଣ୍ଟ ଛାଇ ହୋଇଯାଇଛି। କିଛି ଦିନ ତଳେ ବର୍ଷାଙ୍କ ସହ ପାରିବାରିକ ବିବାଦକୁ ନେଇ ଏକ ସିସିଟିଭି ଫୁଟେଜ ସେୟାର କରି ଭୁଲ କାହାର ଦର୍ଶାଇବାକୁ ଚାହିଁଥିଲେ ଅନୁଭବ। ଫେସ୍‌ବୁକ୍ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଜାଗ୍ରତି ଲେଖିଥିଲେ ଯେ, କେବଳ ଓଡ଼ିଶା ନୁହଁ ସାରା ଭାରତ ଆପଣଙ୍କ ସହ ଅଛି। ଯେଉଁମାନେ ଆପଣଙ୍କୁ ବିରୋଧ କରୁଛନ୍ତି ସେମାନେ ଈର୍ଷା ପରାୟଣ ହୋଇପଡ଼ିଛନ୍ତି। ରାଜନୀତିକ ଉଦ୍ଦେଶ୍ୟ ପ୍ରରୋଚିତ ହୋଇ ସେମାନେ ଆଉ କାହା ନିର୍ଦ୍ଦେଶରେ ଆପଣଙ୍କ ବିରୋଧରେ ନାଚୁଛନ୍ତି। ନିଜ ଘରେ ଚାବି ପାଇଁ ଆପଣ କଷ୍ଟରେ ପଡ଼ିବା ମତେ ବ୍ୟଥିତ କରିଛି। ମହିଳା କୈନ୍ଦ୍ରିକ ଆଇନ ବନ୍ଦ କରାଯାଉ। ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ ୫୦ରୁ ଊର୍ଦ୍ଧ୍ୱ ଆଇନ ଥିଲା ବେଳେ ଏହାକୁ ଅପବ୍ୟବହାର କରା ନଯାଉ ବୋଲି ସେ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story