‘ଯଜବା’ର ଆଉ ଏକ ଗୀତ ‘କାହାନିୟାଁ’ ରିଲିଜ୍

ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ଯଜବା’ର ଆଉ ଏକ ଗୀତ ‘କାହାନିୟାଁ’। ଯଜବାର ଏହି ନମ୍ୱରରେ ରହିଛି ଐଶ୍ୱଙ୍କ ଫିଟନେସର ରାଜ୍। କେମିତ ଜଣେ ସିଙ୍ଗଲ୍ ମଦର୍ ନିଜ ଝିଅର ଯତ୍ନ ନେବା ସହ ନିଜର କାମ ପ୍ରତି ମଧ୍ୟ କର୍ତ୍ତବ୍ୟନିଷ୍ଠ ରହିପାରୁଛି ତାହା ବେଶ୍ ସୁନ୍ଦର ଭାବେ ଚିତ୍ରିତ ହୋଇଛି ଏହି ଗୀତରେ। ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ଜଣେ ଓକିଲ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ସଂଘର୍ଷର କାହାଣୀକୁ ନେଇ ରହିଛି ଫିଲ୍ମର କଥାବସ୍ତୁ। ଗୀତକୁ […]

aishwarya

aishwarya

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 03:47 AM IST

Sports

Latest News

ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ଯଜବା’ର ଆଉ ଏକ ଗୀତ ‘କାହାନିୟାଁ’। ଯଜବାର ଏହି ନମ୍ୱରରେ ରହିଛି ଐଶ୍ୱଙ୍କ ଫିଟନେସର ରାଜ୍। କେମିତ ଜଣେ ସିଙ୍ଗଲ୍ ମଦର୍ ନିଜ ଝିଅର ଯତ୍ନ ନେବା ସହ ନିଜର କାମ ପ୍ରତି ମଧ୍ୟ କର୍ତ୍ତବ୍ୟନିଷ୍ଠ ରହିପାରୁଛି ତାହା ବେଶ୍ ସୁନ୍ଦର ଭାବେ ଚିତ୍ରିତ ହୋଇଛି ଏହି ଗୀତରେ। ଫିଲ୍ମରେ ଐଶ୍ୱର୍ଯ୍ୟାଙ୍କୁ ଜଣେ ଓକିଲ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ସଂଘର୍ଷର କାହାଣୀକୁ ନେଇ ରହିଛି ଫିଲ୍ମର କଥାବସ୍ତୁ। ଗୀତକୁ କମ୍ପୋଜ୍ କରିଛନ୍ତି ଆରକୋ ଓ ଏହାକୁ ଗାଇଛନ୍ତି ନିଲୋଫର୍ ୱାନି। ଫିଲ୍ମଟି ଅକ୍ଟୋବର ୯ରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story