ବାପା ଚରିତ୍ରରେ ଲୁହରେ ଭିଜୁଛନ୍ତି, ଭିଜାଉଛନ୍ତି

ଯୌବନ ନାୟକ ଚରିତ୍ରରେ ଅଭିନୟ କରୁଥିଲେ। ନାୟିକାଙ୍କ ସହିତ ରିମାନ୍ସ କରୁଥିଲେ। ବୟସ ବଢ଼ିବା ସହିତ ବଦଳି ଯାଇଥିଲା ଚରିତ୍ର। ହ୍ୟାଣ୍ଡସମ୍‌ ହିରୋରୁ ବନି ଯାଇଥିଲେ ଚରିତ୍ର ଅଭିନେତା। ଏବେ କେତେବେଳେ ବାପା ତ ଆଉ କେତେବେଳେ ଜେଜେ ହୋଇ ଲୁହରେ ଭିଜୁଛନ୍ତି। ଆଉ ମଞ୍ଚ ତଳେ ବସୁଥିବା ଯାତ୍ରା ପ୍ରେମୀଙ୍କୁ ଭିଜାଉଛନ୍ତି। ଏମିତି ଜଣେ ଚରିତ୍ର ଅଭିନେତା ହେଲେ ତ୍ରିଲୋଚନ ସାହୁ। ଶତାଧିକ ନାଟକରେ ଅଭିନୟ କରି ଯଲିଉଡ୍‌ରେ   ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କଳା […]

Trilochan Sahoo

Trilochan Sahoo

Manoranjan Sial
  • Published: Wednesday, 15 June 2022
  • Updated: 15 June 2022, 02:44 PM IST

Sports

Latest News

ଯୌବନ ନାୟକ ଚରିତ୍ରରେ ଅଭିନୟ କରୁଥିଲେ। ନାୟିକାଙ୍କ ସହିତ ରିମାନ୍ସ କରୁଥିଲେ। ବୟସ ବଢ଼ିବା ସହିତ ବଦଳି ଯାଇଥିଲା ଚରିତ୍ର। ହ୍ୟାଣ୍ଡସମ୍‌ ହିରୋରୁ ବନି ଯାଇଥିଲେ ଚରିତ୍ର ଅଭିନେତା। ଏବେ କେତେବେଳେ ବାପା ତ ଆଉ କେତେବେଳେ ଜେଜେ ହୋଇ ଲୁହରେ ଭିଜୁଛନ୍ତି। ଆଉ ମଞ୍ଚ ତଳେ ବସୁଥିବା ଯାତ୍ରା ପ୍ରେମୀଙ୍କୁ ଭିଜାଉଛନ୍ତି। ଏମିତି ଜଣେ ଚରିତ୍ର ଅଭିନେତା ହେଲେ ତ୍ରିଲୋଚନ ସାହୁ। ଶତାଧିକ ନାଟକରେ ଅଭିନୟ କରି ଯଲିଉଡ୍‌ରେ   ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

କଳା ସଂସ୍କୃତିର ମାଟି କଟକ ଜିଲ୍ଲା ମାହାଙ୍ଗା ଗୌଡ଼ଗୁପ ଗାଁରେ ଜନ୍ମ ଗ୍ରହଣ କରିଥିଲେ ତ୍ରିଲୋଚନ ସାହୁ। ଗାଁ ସ୍କୁଲରୁ ପାଠ ପଢ଼ିଥିଲେ। ସେହି ସମୟରେ କଳା ପ୍ରତି ଆକୃଷ୍ଟ ହୋଇଥିଲେ ତ୍ରିଲୋଚନ। କଅଁଳ ବୟସରେ ନଡ଼ିଆ ଖୋଳପାକୁ ଦୌଡ଼ିରେ ଟାଙ୍ଗି ସାଙ୍ଗମାନଙ୍କ ସହ ଅଭିନୟ କରୁଥିଲେ। ବୟସ ବଢ଼ିବା ସହିତ ଅଭିନୟ ପ୍ରତି ଥିବା ନିଶା ପେଶାରେ ପରିଣତ ହୋଇଥିଲା। ଗାଁ ଡ୍ରାମାରେ ଅଭିନୟ କରୁଥିଲେ। ଏଥିପାଇଁ ଅନେକ ବାର ପୁରସ୍କୃତ ମଧ୍ୟ ହୋଇଥିଲେ। ବିଏ ପାସ୍‌ କରିବା ପରେ ଚାକିରି ପଛରେ ନଗୋଡ଼ାଇ ଯାତ୍ରାରେ ଅଭିନୟ କରିବା ପାଇଁ ନିଷ୍ପତ୍ତି ନେଲେ।

ତ୍ରିଲୋଚନ ସାହୁ ୧୯୯୨ ମସିହା ବିଧିବଦ୍ଧ ଭାବେ ଯାତ୍ରାରେ ପ୍ରବେଶ କଲେ। ସେ ଉତ୍କଳ ଗଣନାଟ୍ୟରେ ଯୋଗଦେଇଥିଲେ। ଗାଁରେ ଖଳ ଚରିତ୍ରରେ ଅଭିନୟ କରୁଥିବା ତ୍ରିଲୋଚନଙ୍କୁ ମିଳିଥିଲା ନାୟକ ଚରିତ୍ର। ସେହି ନାଟକ ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ସେବେଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଯାତ୍ରା ପ୍ରେମୀଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ନାଟକ ଭେଟି ଦେଇଥିଲେ।

ଉତ୍କଳ ଗଣନାଟ୍ୟ ପରେ ତ୍ରିଲୋଚନ ୧୯୯୩ ମସିହାରେ ଜଗତ ଜନନୀ ଅପେରାରେ ଯୋଗଦେଇଥିଲେ। କଣ୍ଢେଇ ଦେଖେଇ ଭଣ୍ଡେଇ ଦେଲୁ ନାଟକରେ ମିଷ୍ଟ୍ର ଏବ୍ରିହୁଏର ଚରିତ୍ର ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏହି ନାଟକ ସେତେବେଳେ ଯାତ୍ରା ଇଣ୍ଡଷ୍ଟ୍ରିରେ ଚହଳ ପକାଇଥିଲା। ନାୟକ ଓ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ତ୍ରିଲୋଚନ ଏବେ ଚରିତ୍ର ଅଭିନେତା ପାଲଟି ଯାଇଛନ୍ତି। କେତେବେଳେ ନାୟକର ବାପା ଚରିତ୍ରରେ ଅଭିନୟ କରୁଛନ୍ତି ତ ଆଉ କେତେବେଳେ ନାୟିକାଙ୍କ ଜେଜେ ଚରିତରେ ଅଭିନୟ କରି ଲୁହରେ ଭିଜୁଛନ୍ତି।

ତ୍ରିଲୋଚନ ଅଭିନୟ କରିଥିବା ଯାତ୍ରା ମଧ୍ୟରେ ରହିଛି- ତର ଅଧେକୁ ମୋର ଅଧେ, କଣ୍ଢେଇ ଦେଖେଇ ଭଣ୍ଡେଇ ଦେଲୁ, ସିଂହ ଦ୍ୱାର ମନା ମୋତେ ସର୍ଗ ଦ୍ୱାର ମନା, ମୋ ବର୍ଣ୍ଣ ବୋଧ ହଜି ଯାଇଛି, ହଜିଲା ରାତିର କାହାଣୀ, ବଳାତ୍କାରକୁ ଫାଶୀ ଦିଅ ଭଳି ଶତାଧିକ ନାଟକରେ ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ନୀଳଗିରିରୁ ବିଶ୍ୱମ୍ଭର ଦାସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story