ହସ୍ପିଟାଲ୍‌ରେ ଲଭ୍‌ଲିଙ୍କ ହଙ୍ଗାମା: କହିଲେ- ମୁଁ ଲେଡିସ୍‌, ମୋତେ ଛୁଅଁନା

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ମୁଁ ଲେଡିସ୍‌… ମୋ ଦେହରେ କିଏ ହାତ ଲଗାଇବ ଦେଖିବା? ମେଡିକାଲ୍‌ରେ ଏପରି ହଙ୍ଗାମା କରିଛନ୍ତି ଆଇଟମ୍‌ ଡ୍ୟାନ୍ସର ଲଭ୍‌ଲି। ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହଟ୍‌ ଡ୍ୟାନ୍ସ କରି ରାତିରାତି ଚର୍ଚ୍ଚାକୁ ଆସିଥିବା ଲଭ୍‌ଲିଙ୍କ ଏପରି ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନୀଳକଣ୍ଠପୁରରେ ପଡ଼ିଥିଲା ‘ଯାତ୍ରା ସୂର୍ଯ୍ୟ ମନ୍ଦିର’। ଏଥିରେ ଡ୍ୟାନ୍ସ କରିବା […]

jatra

jatra

Manoranjan Sial
  • Published: Sunday, 16 February 2020
  • Updated: 17 February 2020, 08:53 AM IST

Sports

Latest News

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ମୁଁ ଲେଡିସ୍‌... ମୋ ଦେହରେ କିଏ ହାତ ଲଗାଇବ ଦେଖିବା? ମେଡିକାଲ୍‌ରେ ଏପରି ହଙ୍ଗାମା କରିଛନ୍ତି ଆଇଟମ୍‌ ଡ୍ୟାନ୍ସର ଲଭ୍‌ଲି। ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହଟ୍‌ ଡ୍ୟାନ୍ସ କରି ରାତିରାତି ଚର୍ଚ୍ଚାକୁ ଆସିଥିବା ଲଭ୍‌ଲିଙ୍କ ଏପରି ଏକ ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ଘଟଣାଟି ଏମିତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନୀଳକଣ୍ଠପୁରରେ ପଡ଼ିଥିଲା ‘ଯାତ୍ରା ସୂର୍ଯ୍ୟ ମନ୍ଦିର’। ଏଥିରେ ଡ୍ୟାନ୍ସ କରିବା ପାଇଁ ଯାଇଥିଲେ ଲଭ୍‌ଲି। ଗତ ଶୁକ୍ରବାର ରାତିରେ ଯାତ୍ରା ପୂର୍ବରୁ ଡ୍ୟାନ୍ସ ହୋଇଥିଲା। ରେକର୍ଡ଼ ଡ୍ୟାନ୍ସ ଚାଲିଥିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ ଲଭ୍‌ଲି। ତାଙ୍କୁ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବାରମ୍ୱାର ବାନ୍ତି ହେଉଥିବାରୁ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସାଲାଇନ୍‌ ଓ ଔଷଧ ଦେଇଥିଲେ।

ମେଡିକାଲ୍‌ରେ ଆଡ୍‌ମିଟ୍‌ ହେବା ପରେ ଲଭ୍‌ଲିଙ୍କ ପ୍ରକୃତ ଡ୍ରାମା ଆରମ୍ଭ ହୋଇଥିଲା। ତାଙ୍କ ତୁଣ୍ଡରେ ଲଗାମ ରହୁନଥିଲା। କେତେବେଳେ କଣ କହୁଥିଲେ ଜାଣିପାରୁ ନଥିଲେ। ସେ କେତେବେଳେ ମେଡିକାଲ୍‌ ବେଡ୍‌କୁ ଟାଣୁଥିଲେ ତ ଆଉ କେତେବେଳେ କହୁଥିଲେ- ମୁଁ ଲେଡିସ୍‌ ମୋ ଦେହରେ କିଏ ହେତ ଦେବ ଦେଖିବା...। ବେଳେବେଳେ ସେ ସମ୍ମୁଖରେ ଛିଡ଼ା ହୋଇଥିବା ଲୋକଙ୍କୁ ଗାଳି ଦେଉଥିବା ଦେଖିବାକୁ ମିଳିଛି। ଅସ୍ୱାଭାବିକ ଆଚରଣ ଓ ବ୍ୟବହାରରୁ ଲଭ୍‌ଲି ନିଶା ସେବନ କରିଥିବା ଅନୁମାନ କରାଯାଉଛି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ମାତ୍ର ଏନେଇ ଲଭ୍‌ଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବେଶୀ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ବଦହଜମି ଯୋଗୁଁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ମେଡିକାଲ୍‌ରେ ଯାହା କିଛି ଘଟିଛି, ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ବୋଲି ଡାକ୍ତର କହିଛନ୍ତି।

https://youtu.be/2gWWb4ZuO5U

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story