ଜୁଲାଇ ୧୫ରେ ରିଲିଜ୍ ହେବ ‘ମଦାରୀ’

ମୁମ୍ୱାଇ: ଇରଫାନ୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ମଦାରୀ’ ୧୫ ଜୁଲାଇରେ ରିଲିଜ୍ ହେବ। ଏହା ପୂର୍ବରୁ  ଜୁନ୍ ୧୦ରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି କୁହାଯାଇଥିଲା। ‘ପିକୁ’ ଓ ‘ତଲୱାର’ରେ ବଳିଷ୍ଠ ଅଭିନୟ ପରେ ‘ମଦାରୀ’ରେ ପୁଣି ଥରେ ଇରଫାନଙ୍କ ଆକ୍ଟିଂର ଯାଦୁ ଦେଖିବାକୁ ମିଳିବ। ବାପା ଓ ପୁଅର ସମ୍ପର୍କକୁ ନେଇ ଏହି ଫିଲ୍ମଟି ଗତିଶୀଳ ହୋଇଛି। ଫିଲ୍ମର କାହାଣୀ ବହୁତ ଦମ୍‌ଦାର ବୋଲି ନିର୍ମାତା କହିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ନିଶିକାନ୍ତ କାମତ କହିଛନ୍ତି,“ଫିଲ୍ମର […]

madari

madari

Rakesh Mallick
  • Published: Saturday, 28 May 2016
  • Updated: 28 May 2016, 07:32 AM IST

Sports

Latest News

ମୁମ୍ୱାଇ: ଇରଫାନ୍‌ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ମଦାରୀ’ ୧୫ ଜୁଲାଇରେ ରିଲିଜ୍ ହେବ। ଏହା ପୂର୍ବରୁ  ଜୁନ୍ ୧୦ରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି କୁହାଯାଇଥିଲା। ‘ପିକୁ’ ଓ ‘ତଲୱାର’ରେ ବଳିଷ୍ଠ ଅଭିନୟ ପରେ ‘ମଦାରୀ’ରେ ପୁଣି ଥରେ ଇରଫାନଙ୍କ ଆକ୍ଟିଂର ଯାଦୁ ଦେଖିବାକୁ ମିଳିବ। ବାପା ଓ ପୁଅର ସମ୍ପର୍କକୁ ନେଇ ଏହି ଫିଲ୍ମଟି ଗତିଶୀଳ ହୋଇଛି। ଫିଲ୍ମର କାହାଣୀ ବହୁତ ଦମ୍‌ଦାର ବୋଲି ନିର୍ମାତା କହିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ନିଶିକାନ୍ତ କାମତ କହିଛନ୍ତି,“ଫିଲ୍ମର ରିଲିଜ୍ ଡେଟ୍‌ ପରିବର୍ତ୍ତନ ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ଅଛି।”

ଫିଲ୍ମର ରିଲିଜ୍ ତାରିଖ ପରିବର୍ତ୍ତନକୁ ନେଇ ଇରଫାନ୍ କହିଛନ୍ତ,“ଫିଲ୍ମ ନିର୍ମାତା ଚାହିଁଲେ ରିଲିଜ୍‌ ତାରିଖ ପରିବର୍ତ୍ତନ କରିପାରିବେ।”

ଦଶ ଦିନ ପୂର୍ବରୁ ରିଲିଜ୍‌ ହୋଇଥିବା ‘ମଦାରୀ’ର ଟ୍ରେଲରକୁ ୟୁଟ୍ୟୁବ୍ ଓ ଫେସ୍‌ବୁକ୍‌ରେ ୬୨.୫ ଲକ୍ଷ ଦର୍ଶକ ଦେଖି ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story