ଉତ୍ତର ଭାରତରେ ୧,୦୦୦ଟି ସ୍କ୍ରୀନ୍‌ରେ ରିଲିଜ୍‌ ହେବ ‘କବାଲି’

ମୁମ୍ବାଇ:ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ‘କବାଲି’ ଆସନ୍ତା ୨୨ ତାରିଖରେ ରିଲିଜ୍‌ ହେବ। ଫକ୍ସ ଷ୍ଟାର ଷ୍ଟୁଡିଓର ପାନ୍‌ ଇଣ୍ଡିଆ ମାଧ୍ୟମରେ ଏହି ଫିଲ୍ମଟି ଉତ୍ତର ଭାରତର ୧,୦୦୦ଟି ସ୍କ୍ରିନ୍‌ରେ ରିଲିଜ୍‌ ହେବ। ଯଦିଓ ଏହି ଫିଲ୍ମର ମୂଳ ଭାଷା ତାମିଲ ଏହା ହିନ୍ଦୀ ଓ ତେଲୁଗୁରେ ମଧ୍ୟ ରିଲିଜ୍‌ ହେବ। ଏହି ଫିଲ୍ମରେ ଇଂରାଜୀ ସବ୍‌ଟାଇଟଲ ମଧ୍ୟ ରହିବ ବୋଲି ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫକ୍ସ ଷ୍ଟାର ଷ୍ଟୁଡିଓର ସିଇଓ ବିଜୟ ସିଂହ କହିଛନ୍ତି,“ସୁପରଷ୍ଟାର ରଜନୀକାନ୍ତଙ୍କ […]

kabali

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 07:02 PM IST

ମୁମ୍ବାଇ:ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ‘କବାଲି’ ଆସନ୍ତା ୨୨ ତାରିଖରେ ରିଲିଜ୍‌ ହେବ। ଫକ୍ସ ଷ୍ଟାର ଷ୍ଟୁଡିଓର ପାନ୍‌ ଇଣ୍ଡିଆ ମାଧ୍ୟମରେ ଏହି ଫିଲ୍ମଟି ଉତ୍ତର ଭାରତର ୧,୦୦୦ଟି ସ୍କ୍ରିନ୍‌ରେ ରିଲିଜ୍‌ ହେବ।

ଯଦିଓ ଏହି ଫିଲ୍ମର ମୂଳ ଭାଷା ତାମିଲ ଏହା ହିନ୍ଦୀ ଓ ତେଲୁଗୁରେ ମଧ୍ୟ ରିଲିଜ୍‌ ହେବ। ଏହି ଫିଲ୍ମରେ ଇଂରାଜୀ ସବ୍‌ଟାଇଟଲ ମଧ୍ୟ ରହିବ ବୋଲି ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଫକ୍ସ ଷ୍ଟାର ଷ୍ଟୁଡିଓର ସିଇଓ ବିଜୟ ସିଂହ କହିଛନ୍ତି,“ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘କବାଲି’ରେ ସମ୍ପୃକ୍ତ ହୋଇଥିବାରୁ ମୁଁ ଖୁସି ଅନୁଭବ କରୁଛି।  ଉତ୍ତର ଭାରତର ୧୦୦୦ଟି ସ୍କ୍ରିନରେ ଏହି ଫିଲ୍ମ ରିଲିଜ୍‌ ହେଉଥିବାରୁ ଆମେ ଉତ୍ସାହିତ ଅଛି।”

Related story