କବୀର ଖାନ୍‌ଙ୍କ ଆଗାମୀ ଫିଲ୍ମରେ ଦେଖିବାକୁ ମିଳିବନି ସଲମାନ୍ ଓ ଦୀପିକାଙ୍କ ଯୋଡ଼ି

ମୁମ୍ୱାଇ: ଦବଙ୍ଗ ଖାନ୍‌ ନୂଆ ଓ  ପୁରୁଣା ଅଭିନେତ୍ରୀଙ୍କ ସହ ବହୁ ଫିଲ୍ମରେ ଅଭିନୟ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଦୀପିକା ପାଦୁକୋନ୍‌ଙ୍କ ସହ ଅଭିନୟ କରି ନ ଥିବା ନେଇ ବି-ଟାଉନ୍‌ରେ ଏବେ ଚର୍ଚ୍ଚା ଜୋର ଧରିଛି।  ନିର୍ଦ୍ଦେଶକ କବୀର ଖାଁଙ୍କ ଆଗାମୀ ଫିଲ୍ମରେ ସଲମାନ୍‌ ଓ ଦୀପିକାଙ୍କ ଯୋଡ଼ି ଦେଖିବାକୁ ମିଳିବ ବୋଲି ନିକଟରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଦୀପିକାଙ୍କୁ  ତାଙ୍କ ଚରିତ୍ର ପସନ୍ଦ ନ ଆସିବାରୁ ସେ ଏହି ଫିଲ୍ମରେ ଅଭିନୟ […]

Salman-Deepika

Salman-Deepika

Rakesh Mallick
  • Published: Tuesday, 03 May 2016
  • Updated: 03 May 2016, 08:58 AM IST

Sports

Latest News

ମୁମ୍ୱାଇ: ଦବଙ୍ଗ ଖାନ୍‌ ନୂଆ ଓ  ପୁରୁଣା ଅଭିନେତ୍ରୀଙ୍କ ସହ ବହୁ ଫିଲ୍ମରେ ଅଭିନୟ କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଦୀପିକା ପାଦୁକୋନ୍‌ଙ୍କ ସହ ଅଭିନୟ କରି ନ ଥିବା ନେଇ ବି-ଟାଉନ୍‌ରେ ଏବେ ଚର୍ଚ୍ଚା ଜୋର ଧରିଛି।  ନିର୍ଦ୍ଦେଶକ କବୀର ଖାଁଙ୍କ ଆଗାମୀ ଫିଲ୍ମରେ ସଲମାନ୍‌ ଓ ଦୀପିକାଙ୍କ ଯୋଡ଼ି ଦେଖିବାକୁ ମିଳିବ ବୋଲି ନିକଟରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଦୀପିକାଙ୍କୁ  ତାଙ୍କ ଚରିତ୍ର ପସନ୍ଦ ନ ଆସିବାରୁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଛନ୍ତି। କବୀର ଖାନ୍‌ଙ୍କ ଏହି ଫିଲ୍ମରେ ଭାରତ-ଚୀନ ସୀମା ବିଷୟବସ୍ତୁ ଉପରେ ଆଧାରିତ।

ସଲମାନ୍ ଏବେ ତାଙ୍କ ଫିଲ୍ମ ‘ସୁଲତାନ୍’ର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଦୀପିକା ତାଙ୍କ ପ୍ରଥମ ହଲିଉଡ୍‌ ଫିଲ୍ମର ଶୁଟିଂ ପାଇଁ ଦେଶ ବାହାରେ ଅଛନ୍ତି।

ଏହାପୂର୍ବରୁ ସଲମାନ୍ କବୀର ଖାନ୍‌ଙ୍କ ସହ ମିଶି ‘ଏକ୍‌ ଥା ଟାଇଗର୍‌’, ଓ ‘ବଜରଙ୍ଗୀ ଭାଇଜାନ୍’ ଫିଲ୍ମ କରିଛନ୍ତି। ଏହି ଦୁଇ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ଆୟ କରିଥିଲା। କବୀରଙ୍କ ସହ ସଲମାନ୍‌ଙ୍କ ଏହା ତୃତୀୟ ଫିଲ୍ମ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story