କୋଙ୍କୋଣାଙ୍କୁ କଲ୍‌କୀଙ୍କ ପ୍ରଶଂସା

ମୁମ୍ବାଇ: କୋଙ୍କୋଣା ସେନଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରନ୍ତି। ତେବେ ନିର୍ଦ୍ଦେଶନାରେ ବି ତାଙ୍କର ଦକ୍ଷତା କିଛି କମ୍ ନୁହେଁ ବୋଲି କହିଛନ୍ତି ଅଭିନେତ୍ରୀ କଲ୍‌କୀ କୋଚଲିନ୍। କଲ୍‌କୀ କହିଛନ୍ତି,“କୋଙ୍କୋଣା ଭାରି ସ୍ମାର୍ଟ। ସେ ଜାଣିଛନ୍ତି ତାଙ୍କୁ କ’ଣ କରିବାକୁ ପଡ଼ିବ। ତାଙ୍କର ଲକ୍ଷ୍ୟ ପୂରା ସ୍ପଷ୍ଟ। ସେଥିପାଇଁ ସେ ଭଲ ପ୍ରଦର୍ଶନ କରି ଥାଆନ୍ତି।” କୋଙ୍କୋଣା ନିର୍ଦ୍ଦେଶକ ଭାବେ ‘ଏ ଡେଥ୍ ଇନ୍ ଦ ଗୁଞ୍ଜ’ରୁ ତାଙ୍କର ନୂଆ କ୍ୟାରିୟର ଆରମ୍ଭ କରିବେ।

k

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 11:01 AM IST

ମୁମ୍ବାଇ: କୋଙ୍କୋଣା ସେନଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରନ୍ତି। ତେବେ ନିର୍ଦ୍ଦେଶନାରେ ବି ତାଙ୍କର ଦକ୍ଷତା କିଛି କମ୍ ନୁହେଁ ବୋଲି କହିଛନ୍ତି ଅଭିନେତ୍ରୀ କଲ୍‌କୀ କୋଚଲିନ୍।

କଲ୍‌କୀ କହିଛନ୍ତି,“କୋଙ୍କୋଣା ଭାରି ସ୍ମାର୍ଟ। ସେ ଜାଣିଛନ୍ତି ତାଙ୍କୁ କ’ଣ କରିବାକୁ ପଡ଼ିବ। ତାଙ୍କର ଲକ୍ଷ୍ୟ ପୂରା ସ୍ପଷ୍ଟ। ସେଥିପାଇଁ ସେ ଭଲ ପ୍ରଦର୍ଶନ କରି ଥାଆନ୍ତି।”

କୋଙ୍କୋଣା ନିର୍ଦ୍ଦେଶକ ଭାବେ ‘ଏ ଡେଥ୍ ଇନ୍ ଦ ଗୁଞ୍ଜ’ରୁ ତାଙ୍କର ନୂଆ କ୍ୟାରିୟର ଆରମ୍ଭ କରିବେ।

Related story