ନିଜ ଶୋ’ରେ କପିଲ ଆସିବେ ନୂଆ ଲୁକ୍‌ରେ

ମୁମ୍ବାଇ: ଦର୍ଶକଙ୍କୁ ହସାଇବା ପାଇଁ କପିଲ ତାଙ୍କ ନିଜ ପ୍ରୋଗ୍ରାମ ‘ଦି କପିଲ ଶର୍ମା ଶୋ’ରେ କିଛି ନା କିଛି ନୂଆ କରନ୍ତି। ତାଙ୍କ କଥା ହିଁ ଦର୍ଶକଙ୍କୁ ହସିବା ପାଇଁ ଖୁବ୍ ଖୋରାକ୍ ଯୋଗାଏ। ଦର୍ଶକଙ୍କ ମନକୁ ଅଧିକ ମତୁଆଲା ଓ ନିଜ ଶୋ’ରେ କିଛି ନୂଆ କରିବା ପାଇଁ ଏଥର କପିଲ ସାଜିବେ ବୁଢ଼ୀ ମହିଳା। ଅର୍ଥାତ୍ କିକୁ ସାରଦା, ଅଲ୍ଲୀ ଅସଗର ଓ ସୁନୀଲ ଗ୍ରୋବରଙ୍କ ପରି କପିଲ ଆସିବେ ନୂଆ ଲୁକ୍‌ରେ। […]

kapil-sharma

kapil-sharma

Rakesh Mallick
  • Published: Thursday, 13 October 2016
  • Updated: 13 October 2016, 04:12 PM IST

ମୁମ୍ବାଇ: ଦର୍ଶକଙ୍କୁ ହସାଇବା ପାଇଁ କପିଲ ତାଙ୍କ ନିଜ ପ୍ରୋଗ୍ରାମ ‘ଦି କପିଲ ଶର୍ମା ଶୋ’ରେ କିଛି ନା କିଛି ନୂଆ କରନ୍ତି। ତାଙ୍କ କଥା ହିଁ ଦର୍ଶକଙ୍କୁ ହସିବା ପାଇଁ ଖୁବ୍ ଖୋରାକ୍ ଯୋଗାଏ। ଦର୍ଶକଙ୍କ ମନକୁ ଅଧିକ ମତୁଆଲା ଓ ନିଜ ଶୋ’ରେ କିଛି ନୂଆ କରିବା ପାଇଁ ଏଥର କପିଲ ସାଜିବେ ବୁଢ଼ୀ ମହିଳା। ଅର୍ଥାତ୍ କିକୁ ସାରଦା, ଅଲ୍ଲୀ ଅସଗର ଓ ସୁନୀଲ ଗ୍ରୋବରଙ୍କ ପରି କପିଲ ଆସିବେ ନୂଆ ଲୁକ୍‌ରେ।

ଆଗକୁ ଆସୁଥିବା ଏପିସୋଡରେ କପିଲ ବୁଢ଼ୀ ଲୁକ୍‌ରେ ଖୁବ୍ ହସାଇବେ ଦର୍ଶକଙ୍କୁ। କପିଲଙ୍କ ଏହି ଲୁକ୍ ତାଙ୍କ କଥା ଠାରୁ ବି ଅଧିକ ମଜାଦାର ଲାଗିବ ବୋଲି ଆଶା କରାଯାଉଛି। ଖବର ଅନୁଯାୟୀ ବର୍ତ୍ତମାନ ସୁନିଲ ଗ୍ରୋବର ରିଙ୍କୁ ଭାବୀ ଚରିତ୍ରରେ ନଜର ଆସୁଛନ୍ତି। ତେବେ କପିଲଙ୍କ ମଜା କଥା ସହ ବୁଢ଼ୀ ମହିଳାର ଅଭିନୟ ଦର୍ଶକଙ୍କୁ କେତେଦୂର ହସାଇବ ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story