ନିଜ ଶୋ’ରେ କପିଲ ଆସିବେ ନୂଆ ଲୁକ୍‌ରେ

ମୁମ୍ବାଇ: ଦର୍ଶକଙ୍କୁ ହସାଇବା ପାଇଁ କପିଲ ତାଙ୍କ ନିଜ ପ୍ରୋଗ୍ରାମ ‘ଦି କପିଲ ଶର୍ମା ଶୋ’ରେ କିଛି ନା କିଛି ନୂଆ କରନ୍ତି। ତାଙ୍କ କଥା ହିଁ ଦର୍ଶକଙ୍କୁ ହସିବା ପାଇଁ ଖୁବ୍ ଖୋରାକ୍ ଯୋଗାଏ। ଦର୍ଶକଙ୍କ ମନକୁ ଅଧିକ ମତୁଆଲା ଓ ନିଜ ଶୋ’ରେ କିଛି ନୂଆ କରିବା ପାଇଁ ଏଥର କପିଲ ସାଜିବେ ବୁଢ଼ୀ ମହିଳା। ଅର୍ଥାତ୍ କିକୁ ସାରଦା, ଅଲ୍ଲୀ ଅସଗର ଓ ସୁନୀଲ ଗ୍ରୋବରଙ୍କ ପରି କପିଲ ଆସିବେ ନୂଆ ଲୁକ୍‌ରେ।

ଆଗକୁ ଆସୁଥିବା ଏପିସୋଡରେ କପିଲ ବୁଢ଼ୀ ଲୁକ୍‌ରେ ଖୁବ୍ ହସାଇବେ ଦର୍ଶକଙ୍କୁ। କପିଲଙ୍କ ଏହି ଲୁକ୍ ତାଙ୍କ କଥା ଠାରୁ ବି ଅଧିକ ମଜାଦାର ଲାଗିବ ବୋଲି ଆଶା କରାଯାଉଛି। ଖବର ଅନୁଯାୟୀ ବର୍ତ୍ତମାନ ସୁନିଲ ଗ୍ରୋବର ରିଙ୍କୁ ଭାବୀ ଚରିତ୍ରରେ ନଜର ଆସୁଛନ୍ତି। ତେବେ କପିଲଙ୍କ ମଜା କଥା ସହ ବୁଢ଼ୀ ମହିଳାର ଅଭିନୟ ଦର୍ଶକଙ୍କୁ କେତେଦୂର ହସାଇବ ତାହା ଦେଖିବାକୁ ବାକି ରହିଲା।

ଆହୁରି ପଢ଼ନ୍ତୁ

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ଅନୁପମଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଯୋଗୀ