ପ୍ରମୋସନ୍ ଭିଡିଓରେ କରଣ କଲେ ନିଜର ଖୁଲାସା

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ବୋଟକ୍ସ ସର୍ଜରୀ ଦ୍ୱାରା ନିଜର ନାକର ସର୍ଜରୀ କରାଇଥିବା କଥା ସ୍ୱୀକାର କରିଛନ୍ତି। ଏହି କଥାକୁ କରଣ ନିଜ ଶୋ କଫି ୱିଥ୍ କରଣ ସିଜିନ୍‌ ପାଞ୍ଚର ପ୍ରମୋସନ୍‌ ପାଇଁ ଜାରି କରିଥିବା ଏକ ଭିଡିଓରେ କହିଛନ୍ତି। ବୋଟକ୍ସ ମାଧ୍ୟମରେ ଇଣ୍ଡଷ୍ଟ୍ରୀ ଅନେକ ଲୋକ ନିଜ ନାକ ସର୍ଜରୀ କରିଛନ୍ତି ବୋଲି ସେ କହିଛନ୍ତି। ନିଜ ଶୋ’ ସଂପର୍କରେ କରଣ କହିଛନ୍ତି,“ଶୋ’ର ରାପିଡ ଫାୟାର ରାଉଣ୍ଡକୁ ଅଧିକ ମଜାଦାର କରାଯାଇଛି। […]

karan-johar

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 02:22 PM IST

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ବୋଟକ୍ସ ସର୍ଜରୀ ଦ୍ୱାରା ନିଜର ନାକର ସର୍ଜରୀ କରାଇଥିବା କଥା ସ୍ୱୀକାର କରିଛନ୍ତି। ଏହି କଥାକୁ କରଣ ନିଜ ଶୋ କଫି ୱିଥ୍ କରଣ ସିଜିନ୍‌ ପାଞ୍ଚର ପ୍ରମୋସନ୍‌ ପାଇଁ ଜାରି କରିଥିବା ଏକ ଭିଡିଓରେ କହିଛନ୍ତି। ବୋଟକ୍ସ ମାଧ୍ୟମରେ ଇଣ୍ଡଷ୍ଟ୍ରୀ ଅନେକ ଲୋକ ନିଜ ନାକ ସର୍ଜରୀ କରିଛନ୍ତି ବୋଲି ସେ କହିଛନ୍ତି।

ନିଜ ଶୋ’ ସଂପର୍କରେ କରଣ କହିଛନ୍ତି,“ଶୋ’ର ରାପିଡ ଫାୟାର ରାଉଣ୍ଡକୁ ଅଧିକ ମଜାଦାର କରାଯାଇଛି। ତେବେ ଶୋ’ରେ ବେଶି କିଛି ପରିବର୍ତ୍ତନ କରାଯାଇନାହିଁ। କାରଣ ଏହି କାର୍ଯ୍ୟକ୍ରମ ପୁରୁଣା ସେଲିବ୍ରେଟିଙ୍କୁ ନେଇ ହୁଏ।”

Related story