ଜଣେ ବଡ଼ ଷ୍ଟାର୍‌ଙ୍କ ପୁଅ ସହ ବଲିଉଡ୍‌ରେ ପାଦ ଥାପିବେ ଶ୍ରୀଦେବୀଙ୍କ ସାନ ଝିଅ

ମୁମ୍ବାଇ: ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ ‘ଧଡକ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ଏହା ସହ ଜାହ୍ନବୀଙ୍କ କାମକୁ ବି ଖୁବ୍‌ ପ୍ରଶଂସା କରାଯାଇଛି। ଜାହ୍ନବୀଙ୍କ ପରେ ଏବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଖୁସି କୁଆଡ଼େ ଶାହାରୁଖ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବେ। ଜହ୍ନବୀଙ୍କ ପରି ଖୁସିଙ୍କୁ ବି […]

khusi

khusi

Jitendra Garnayak
  • Published: Thursday, 30 August 2018
  • Updated: 30 August 2018, 07:18 AM IST

Sports

Latest News

ମୁମ୍ବାଇ: ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ ‘ଧଡକ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଛି। ଏହା ସହ ଜାହ୍ନବୀଙ୍କ କାମକୁ ବି ଖୁବ୍‌ ପ୍ରଶଂସା କରାଯାଇଛି।

ଜାହ୍ନବୀଙ୍କ ପରେ ଏବେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଖୁସି କୁଆଡ଼େ ଶାହାରୁଖ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିବେ।

pppp9ଜହ୍ନବୀଙ୍କ ପରି ଖୁସିଙ୍କୁ ବି କରଣ ଜୋହର ଲଞ୍ଚ୍‌ କରିବେ।  ଏବେ କିନ୍ତୁ ସେ ଖୁସିଙ୍କ ଡେବ୍ୟୁ ସହ ଜଡ଼ିତ ସମସ୍ତ ତଥ୍ୟ ଗୁପ୍ତରେ ରଖିବାକୁ ଚାହୁଁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଖୁସିଙ୍କୁ ଆର୍ଯ୍ୟନ୍‌ଙ୍କ ଅପୋଜିଟ୍‌ରେ ଲଞ୍ଚ୍‌ କରିବାର ଆଇଡିଆଟା କରଣ ଜୋହରଙ୍କର। ତେବେ ଦେଖିବା ବାକି ରହିଲା, ଏହି ନିଷ୍ପତ୍ତି କେମିତି କାର୍ଯ୍ୟକାରୀ ହେଉଛି।

karanସୂଚନାଯୋଗ୍ୟ, ଆର୍ଯ୍ୟନ୍‌ଙ୍କ ପରି ତାଙ୍କ ଭଉଣୀ ସୁହାନା ବି ଖୁବ୍‌ଶ୍ରୀଘ୍ର ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିପାରନ୍ତି। ନିକଟରେ ସୁହାନା ଏକ ମାଗଜିନ୍‌ ପାଇଁ ନିଜର ପ୍ରଥମ ଫଟୋ ଶୁଟ୍‌ କରିଛନ୍ତି।  ଶୁହାନାଙ୍କ ଏହି ଫଟୋ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଶୁଣିବାକୁ ମିଳିଛି ସୁହାନାଙ୍କୁ ବି କରଣ ଜୋହର ଲଞ୍ଚ୍‌ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story