ଆସନ୍ତା ୨୦ କରୀନାଙ୍କ ଡେଲିଭରି ଡେଟ୍‌

ମୁମ୍ବାଇ: ପାଖେଇ ଆସିଲାଣି କରୀନା କପୁରଙ୍କ ଡେଲିଭରି ଡେଟ୍‌। ଏକଥା ଆମେ ନୁହେଁ କହିଛନ୍ତି କରୀନାଙ୍କ ବାପା ରଣଧୀର କପୁର। ଆସନ୍ତା ୨୦ ତାରିଖ କରୀନାଙ୍କ ଡେଲିଭରି ଡେଟ୍‌ ବୋଲି ସେ କହିଛନ୍ତି। ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। ଆସିବାକୁ ଥିବା ଅତିଥିର ସ୍ୱାଗତ କରିବାକୁ ତାଙ୍କ ପରିବାର ବ୍ୟସ୍ତ ଅଚନ୍ତି ବୋଲି ରଣଧୀର କହିଛନ୍ତି। ନିକଟରେ କରୀନାଙ୍କୁ ଦେଖା କରିବା ପାଇଁ ତାଙ୍କ ମାଆ ଓ […]

kareena-kapoor

Rakesh Mallick
  • Published: Monday, 28 November 2016
  • , Updated: 28 November 2016, 05:22 PM IST

ମୁମ୍ବାଇ: ପାଖେଇ ଆସିଲାଣି କରୀନା କପୁରଙ୍କ ଡେଲିଭରି ଡେଟ୍‌। ଏକଥା ଆମେ ନୁହେଁ କହିଛନ୍ତି କରୀନାଙ୍କ ବାପା ରଣଧୀର କପୁର। ଆସନ୍ତା ୨୦ ତାରିଖ କରୀନାଙ୍କ ଡେଲିଭରି ଡେଟ୍‌ ବୋଲି ସେ କହିଛନ୍ତି। ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। ଆସିବାକୁ ଥିବା ଅତିଥିର ସ୍ୱାଗତ କରିବାକୁ ତାଙ୍କ ପରିବାର ବ୍ୟସ୍ତ ଅଚନ୍ତି ବୋଲି ରଣଧୀର କହିଛନ୍ତି।

ନିକଟରେ କରୀନାଙ୍କୁ ଦେଖା କରିବା ପାଇଁ ତାଙ୍କ ମାଆ ଓ ବାପା ଆସିଥିବା ବେଳେ କରୀନାଙ୍କୁ ଡାକ୍ତରଖାନା ନିଆଯାଉଛି ବୋଲି ଗୁଜବ ହୋଇଥିଲା।

Related story