କରୀନାଙ୍କ ଘରେ ଆଉ ଜଣଙ୍କୁ କରୋନା

ମୁମ୍ବାଇ: କେବେ ଡ୍ରଗସ୍‌ ତ କେବେ କରୋନା। ଫିଲ୍ମ ନିର୍ମାତା କରଣ ଜୋହରଙ୍କ ପାର୍ଟିକୁ ସବୁବେଳେ ଚର୍ଚ୍ଚା। ଫିଲ୍ମ ତାରକାମାନଙ୍କୁ କରଣ ଜୋହର ଆୟୋଜନ କରିଥିବା ପାର୍ଟିରେ ସାମିଲ ହୋଇ ଥିଲା କରୋନା। ଏହି ପାର୍ଟିରେ ଯୋଗ ଦେଇଥିବା ଅଭିନେତ୍ରୀ  କରୀନା କପୁର, ଅମ୍ରିତା ଅରୋରା, ସୀମା ଖାନ ଏବଂ ମହିପ କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ କରୀନାଙ୍କ ଘରୋଇ ସହାୟିକା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛ। ଗତ ଡିସେମ୍ବର ୮ରେ କରଣ ଜୋହରଙ୍କ ଘରେ […]

790

790

Tapas Behera
  • Published: Wednesday, 15 December 2021
  • Updated: 15 December 2021, 08:08 PM IST

ମୁମ୍ବାଇ: କେବେ ଡ୍ରଗସ୍‌ ତ କେବେ କରୋନା। ଫିଲ୍ମ ନିର୍ମାତା କରଣ ଜୋହରଙ୍କ ପାର୍ଟିକୁ ସବୁବେଳେ ଚର୍ଚ୍ଚା। ଫିଲ୍ମ ତାରକାମାନଙ୍କୁ କରଣ ଜୋହର ଆୟୋଜନ କରିଥିବା ପାର୍ଟିରେ ସାମିଲ ହୋଇ ଥିଲା କରୋନା। ଏହି ପାର୍ଟିରେ ଯୋଗ ଦେଇଥିବା ଅଭିନେତ୍ରୀ  କରୀନା କପୁର, ଅମ୍ରିତା ଅରୋରା, ସୀମା ଖାନ ଏବଂ ମହିପ କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ କରୀନାଙ୍କ ଘରୋଇ ସହାୟିକା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛ।

ଗତ ଡିସେମ୍ବର ୮ରେ କରଣ ଜୋହରଙ୍କ ଘରେ ଏହି ତାରକା ମାନେ ଏକାଠି ହୋଇଥିଲେ। ତେବେ ପାର୍ଟିରେ ସାମିଲ ହୋଇଥିବା ଆଲିଆ ଭଟ୍ଟ ଏବଂ ମଲାଇକା ଅରୋରାଙ୍କର  କୋଭିଡ ନେଗେଟିଭ୍ ଆସିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ଷ୍ଟାର ମାନେ ଏବେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏହି ମାମଲାକୁ ନେଇ ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଯେତେବେଳେ କୋଭିଡ୍ ସଂକ୍ରାନ୍ତୀୟ ପରାମର୍ଶ ଦେଇଥାଉ ତାହା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ। ଏହା ସମସ୍ତଙ୍କ ପାଇଁ। ସେଲିବ୍ରେଟିମାନେ ମଧ୍ୟ କୋଭିଡ୍ ପ୍ରୋଟୋକଲ ମାନିବା ଜରୁରୀ।

କରୋନା ଭୟାବହତାରୁ ବର୍ତ୍ତିବା ପାଇଁ ସମସ୍ତେ ବ୍ୟକ୍ତିଗତଭାବେ ଶୃଙ୍ଖଳିତ ହେବା ଆବଶ୍ୟକ । ଏହା ଏକ ସାମୂହିକ ଦାୟିତ୍ୱ ବୋଲି ବିଏମସି କହିଛି । ବ୍ରିହାନ ମୁମ୍ବାଇ  କର୍ପୋରେସନ୍ (ବିଏମସି) ଅଧିକାରୀଙ୍କ ଅନୁଯାୟୀ, ଗତ ଡିସେମ୍ବର ୧୪ରେ ୧୦୮ଟି ଟେଷ୍ଟ କରାଯାଇଥିଲା। ସବୁ କେସ୍ ନେଗେଟିଭ୍ ଆସିଛି। ଏହି ୧୦୮ ଜଣ କରୀନା କପୁର, ଅମ୍ରିତା ଅରୋରା, ସୀମା ଖାନ ଏବଂ କରଣ ଜୋହର ରହୁଥିବା ବିଲଡିଂରେ ରୁହନ୍ତି।  ସେମାନଙ୍କ ମଧ୍ୟରେ ସମ୍ପୃକ୍ତ ଷ୍ଟାର ମାନଙ୍କ ଘରୋଇ ସହାୟକିକା ଏବଂ କ୍ଲିନର ମାନେ ମଧ୍ୟ ଅନ୍ତର୍ଭୁକ୍ତ।

ଏମାନେ ୧୪୫ ଜଣଙ୍କ କଣ୍ଟାକ୍ଟରେ ଆସିଥିବା ଜଣାଯାଇଛି। ସେନେଇ ଟ୍ରେସିଂ ଜାରି ରହିଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ କରଣ ଜୋହର ଏବଂ ତାଙ୍କ ପରିବାରର ସଦସ୍ୟ କରୋନା ଟେଷ୍ଟ କରିଥିଲେ। ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ତେବେ ଏଯାଏଁ କାରୀନଙ୍କ ସ୍ୱାମୀ ସୈଫ ଅଲ୍ଲିଙ୍କ କରୋଥନା ଟେଷ୍ଟ ହୋଇ ନାହିଁ।  ତେବେ କରୀନା କପୁର, ଅମ୍ରିତା ଏବଂ ସୀମା ଖାନଙ୍କ ଫ୍ଲାଟକୁ ସିଲ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story