କ୍ୟାଟ, ରଣବୀରଙ୍କ ସହ ରହିବା ଅପେକ୍ଷା ‘ମୁଁ ନିଜେ ମରିବା ପସନ୍ଦ କରିବି’: କରିନା କପୁର

ମୁମ୍ବାଇ: ‘ଏମିତି କିଛି ଘଟଣା ଘଟିଲେ ମୁଁ ନିଜକୁ ମାରି ଦେବି’ ଏପରି କିଛି ଚମକାଇ ଦେଲାଭଳି କଥା କହିଛନ୍ତି ବେଗମ କରିନା କପୁର। ଟେଲିଭିଜନର ଏକ ଟକ୍ ସୋ’ରେ ରଣବୀର ଓ କାଟ୍ରିନା ସଂପର୍କକୁ ନେଇ କରିନା ଏପରି ଚମକିଲା କଥା କହିଛନ୍ତି। ରଣବୀର ଓ କ୍ୟାଟ୍ରିନାଙ୍କ ସଂପର୍କ ୧୦ ମାସ ହେବ ଭାଙ୍ଗି ଯାଇଥିବା ବେଳେ କୌଣସି ପରିସ୍ଥିତିରେ ଯଦି ଉଭୟଙ୍କ ସହ କରିନାଙ୍କୁ କିଛି ସମୟ ଲିଫ୍ଟରେ ବନ୍ଦ ହୋଇ ରହିବାକୁ ପଡେ, […]

kareena

kareena

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 05:45 PM IST

Sports

Latest News

ମୁମ୍ବାଇ: ‘ଏମିତି କିଛି ଘଟଣା ଘଟିଲେ ମୁଁ ନିଜକୁ ମାରି ଦେବି’ ଏପରି କିଛି ଚମକାଇ ଦେଲାଭଳି କଥା କହିଛନ୍ତି ବେଗମ କରିନା କପୁର। ଟେଲିଭିଜନର ଏକ ଟକ୍ ସୋ’ରେ ରଣବୀର ଓ କାଟ୍ରିନା ସଂପର୍କକୁ ନେଇ କରିନା ଏପରି ଚମକିଲା କଥା କହିଛନ୍ତି। ରଣବୀର ଓ କ୍ୟାଟ୍ରିନାଙ୍କ ସଂପର୍କ ୧୦ ମାସ ହେବ ଭାଙ୍ଗି ଯାଇଥିବା ବେଳେ କୌଣସି ପରିସ୍ଥିତିରେ ଯଦି ଉଭୟଙ୍କ ସହ କରିନାଙ୍କୁ କିଛି ସମୟ ଲିଫ୍ଟରେ ବନ୍ଦ ହୋଇ ରହିବାକୁ ପଡେ, ତେବେ କ’ଣ କରିବେ ବୋଲି କରିନାଙ୍କୁ ପ୍ରଶ୍ନ କରାଯାଇଥିଲା। ଏମିତି କିଛି ହେଲେ ମୁଁ ନିଜକୁ ମାରିଦେବି ବୋଲି କରିନା ତୁରନ୍ତ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos