ସୋସିଆଲ ମିଡିଆରେ କ୍ୟାଟ୍‌ଙ୍କ ଫଟୋକୁ ଲକ୍ଷେରୁ ଅଧିକ ଲାଇକ୍ସ

ମୁମ୍ବାଇ: ସୋସିଆଲ ମିଡିଆରେ କ୍ୟାଟ୍‌ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚା ତାଙ୍କ ଫଟୋକୁ ନେଇ। ଖାସ୍‌ ଫଟୋ ସୁଟ୍‌ ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ କିଛି ଦିନ ଧରି ମାଲଦୀପରେ ଅଛନ୍ତି। ଧଳା ସୁଇମିଂ ସୁଟ୍‌ ପିନ୍ଧା ଏକ ଫଟୋକୁ କ୍ୟାଟ୍‌ ତାଙ୍କର ଫେସ୍‌ବୁକ୍‌ ପେଜରେ ପୋଷ୍ଟ କରିଛନ୍ତି। ଧଳା ସୁଇମିଂ ସୁଟ୍‌ରେ କ୍ୟାଟ୍‌ ଖୁବ୍‌ ଆକର୍ଷଣୀୟ ମଧ୍ୟ ଦେଖାଯାଉଛନ୍ତି। ୧୫ଘଣ୍ଟା ପୂର୍ବରୁ ପୋଷ୍ଟ ହୋଇଥିବା ତାଙ୍କର ଏହି ଫଟୋକୁ ଏକ ଲକ୍ଷରୁ ଅଧିକ […]

katrina

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 04:57 PM IST

ମୁମ୍ବାଇ: ସୋସିଆଲ ମିଡିଆରେ କ୍ୟାଟ୍‌ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚା ତାଙ୍କ ଫଟୋକୁ ନେଇ। ଖାସ୍‌ ଫଟୋ ସୁଟ୍‌ ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବେ କିଛି ଦିନ ଧରି ମାଲଦୀପରେ ଅଛନ୍ତି।

ଧଳା ସୁଇମିଂ ସୁଟ୍‌ ପିନ୍ଧା ଏକ ଫଟୋକୁ କ୍ୟାଟ୍‌ ତାଙ୍କର ଫେସ୍‌ବୁକ୍‌ ପେଜରେ ପୋଷ୍ଟ କରିଛନ୍ତି। ଧଳା ସୁଇମିଂ ସୁଟ୍‌ରେ କ୍ୟାଟ୍‌ ଖୁବ୍‌ ଆକର୍ଷଣୀୟ ମଧ୍ୟ ଦେଖାଯାଉଛନ୍ତି। ୧୫ଘଣ୍ଟା ପୂର୍ବରୁ ପୋଷ୍ଟ ହୋଇଥିବା ତାଙ୍କର ଏହି ଫଟୋକୁ ଏକ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଛି।

Related story