କଟ୍ରିନାଙ୍କ ପାଇଁ ୭ କୋଟିର ଅଫର୍ ଛାଡ଼ିଲେ ସଲ୍ଲୁ

ମୁମ୍ବାଇ: କଟ୍ରିନା ଓ ଦବଙ୍ଗ ଷ୍ଟାର୍ ସଲମାନଙ୍କ ମଧ୍ୟରେ ଆଉ ପୂର୍ବ ସଂପର୍କ ନାହିଁ। ଏହା ତ ସବୁ ଫିଲ୍ମ ପ୍ରେମୀଙ୍କୁ ଜଣା! ନିକଟ ଅତୀତରେ ଥରେ ଅଧେ କଟ୍ରିନାଙ୍କ ମୁହଁରୁ ସଲମାନଙ୍କ ପ୍ରଶଂସା ଶୁଣିବାକୁ ମିଳିଥିଲା। କିନ୍ତୁ ଏଥିରେ ତରଳି ଯାଇ ନାହାନ୍ତି ସଲ୍ଲୁ। ସେଥିପାଇଁ ତ ୭ କୋଟି ଟଙ୍କାର ଏକ ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ସେ। ଅଫରଟି ଥିଲା ଏକ ବିଜ୍ଞାପନର। ତେବେ ବିଜ୍ଞାପନଟିରେ ତାଙ୍କୁ ଅଭିନୟ କରିବାକୁ ହୋଇ ଥାଆନ୍ତା […]

katrina

katrina

Rakesh Mallick
  • Published: Sunday, 14 June 2015
  • Updated: 14 June 2015, 02:53 PM IST

Sports

Latest News

ମୁମ୍ବାଇ: କଟ୍ରିନା ଓ ଦବଙ୍ଗ ଷ୍ଟାର୍ ସଲମାନଙ୍କ ମଧ୍ୟରେ ଆଉ ପୂର୍ବ ସଂପର୍କ ନାହିଁ। ଏହା ତ ସବୁ ଫିଲ୍ମ ପ୍ରେମୀଙ୍କୁ ଜଣା! ନିକଟ ଅତୀତରେ ଥରେ ଅଧେ କଟ୍ରିନାଙ୍କ ମୁହଁରୁ ସଲମାନଙ୍କ ପ୍ରଶଂସା ଶୁଣିବାକୁ ମିଳିଥିଲା। କିନ୍ତୁ ଏଥିରେ ତରଳି ଯାଇ ନାହାନ୍ତି ସଲ୍ଲୁ। ସେଥିପାଇଁ ତ ୭ କୋଟି ଟଙ୍କାର ଏକ ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ସେ। ଅଫରଟି ଥିଲା ଏକ ବିଜ୍ଞାପନର। ତେବେ ବିଜ୍ଞାପନଟିରେ ତାଙ୍କୁ ଅଭିନୟ କରିବାକୁ ହୋଇ ଥାଆନ୍ତା କଟ୍ରିନାଙ୍କ ସହିତ। ଖାସ୍ ସେଥିପାଇଁ ସଲ୍ଲୁ ବେଶୀ ନଭାବି ସିଧାସଳଖ ମନା କରି ଦେଇଥିଲେ ଏହି ଆଡ୍ କରିବାକୁ।

ଏହି ଦୁଇ ଷ୍ଟାର ଶେଷଥର ପାଇଁ  ‘ଏକ୍ ଥା ଟାଇଗର’ ଫିଲ୍ମରେ ଏକାଠି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story