କେଜିଏଫ୍‌ ଷ୍ଟାର୍‌ ୟଶ୍‌ ସମସ୍ତଙ୍କ ପାଇଁ ହିରୋ, ହେଲେ ପୁଅ ଆଗରେ 'ବ୍ୟାଡ୍‌ ବୟ'

ହାଇଦ୍ରାବାଦ: କେଜିଏଫ୍‌ର ରକି ଭାଇ ଓରଫ ୟଶ୍‌। ସେ ଜଣେ ପପୁଲାର ଅଭିନେତା। ସେ ସମସ୍ତଙ୍କ ପାଇଁ ସୁପରଷ୍ଟାର୍‌। ତାଙ୍କ ଫ୍ୟାନ୍‌ ପଲୋଇଂ ମଧ୍ୟ ଢ଼େର ଅଧିକା। ହେଲେ ସମସ୍ତଙ୍କ ପାଇଁ ହିରୋ ଥିବା ଏହି ଅଭିନେତା କିନ୍ତୁ ନିଜ ପୁଅ ଆଗରେ ‘ବ୍ୟାଡ୍‌ ବୟ’। କେଜିଏଫ୍‌ ଷ୍ଟାର୍‌ ୟଶ୍‌ଙ୍କୁ ତାଙ୍କ ପୁଅ ବ୍ୟାଡ୍‌ ବୟ ବୋଲି କହୁଛି। ଯହାର ଭିଡିଓ ଏବେ ସାମ୍ନାକୁ ଆସିଛି। ୟଶ୍‌ଙ୍କ ଉପରେ ରାଗି ଯାଇଛନ୍ତି ତାଙ୍କ ତିନି ବର୍ଷର ପୁଅ […]

kgf-star-yash-son-yatharv

kgf-star-yash-son-yatharv

Madhupriya Mistry
  • Published: Monday, 18 July 2022
  • Updated: 18 July 2022, 01:10 PM IST

Sports

Latest News

ହାଇଦ୍ରାବାଦ: କେଜିଏଫ୍‌ର ରକି ଭାଇ ଓରଫ ୟଶ୍‌। ସେ ଜଣେ ପପୁଲାର ଅଭିନେତା। ସେ ସମସ୍ତଙ୍କ ପାଇଁ ସୁପରଷ୍ଟାର୍‌। ତାଙ୍କ ଫ୍ୟାନ୍‌ ପଲୋଇଂ ମଧ୍ୟ ଢ଼େର ଅଧିକା। ହେଲେ ସମସ୍ତଙ୍କ ପାଇଁ ହିରୋ ଥିବା ଏହି ଅଭିନେତା କିନ୍ତୁ ନିଜ ପୁଅ ଆଗରେ 'ବ୍ୟାଡ୍‌ ବୟ'। କେଜିଏଫ୍‌ ଷ୍ଟାର୍‌ ୟଶ୍‌ଙ୍କୁ ତାଙ୍କ ପୁଅ ବ୍ୟାଡ୍‌ ବୟ ବୋଲି କହୁଛି। ଯହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ୟଶ୍‌ଙ୍କ ଉପରେ ରାଗି ଯାଇଛନ୍ତି ତାଙ୍କ ତିନି ବର୍ଷର ପୁଅ ୟଥର୍ବ। ତାଙ୍କ ବାପା ଜଣେ ଗୁଡ୍‌ ବୟ ବୋଲି ସେ ମାନିବାକୁ ନାରାଜ। ଯେତେ କହିଲେ ବି ସେ କିଛି ଶୁଣୁନାହିଁ। ବାରମ୍ବାର ୟଶ୍‌ ତାକୁ ଡାଡି ଜଣେ ଗୁଡ୍‌ ବୟ ବୋଲି କହିଲେ ମଧ୍ୟ ମନା କରିଦେଉଛି। ତାଙ୍କ ଡାଡି ଜଣେ ବ୍ୟାଡ୍‌ ବୟ ଓ ମମ୍ମି ଜଣେ ଗୁଡ୍‌ ଗାର୍ଲ ବୋଲି କହୁଛି। ତାକୁ ମନାଇବା ପାଇଁ ୟଶ୍‌ ଜୋରସୋର୍‌ରେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଏହି ପୂରା ଘଟଣାର ଭିଡିଓକୁ କେଜିଏଫ୍‌ ଷ୍ଟାର୍‌ ୟଶ୍‌ଙ୍କ ପତ୍ନୀ ରାଧିକା ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।

ୟଶ ଓ ରାଧିକା ୨୦୧୬ରେ ବିବାହ କରିଥିଲେ। ୨୦୧୮ରେ ତାଙ୍କ ଝିଅ ଆୟରା ଜନ୍ମ ହୋଇଥିଲା। ଏହାପରେ ୨୦୧୯ରେ ପୁଅ ୟଥର୍ବକୁ ଜନ୍ମ ଦେଇଥିଲେ ରାଧିକା। ୟଶ୍‌ଙ୍କ ସମେତ ରାଧିକା ବି କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ୨୦୦୭ରେ ଏକ ଟିଭି ଶୋ'ର ସେଟ୍‌ରେ ୟଶ୍‌ଙ୍କ ସହ ତାଙ୍କ ପ୍ରଥମ ଦେଖାସାକ୍ଷାତ ହୋଇଥିଲା। ଏହାପରେ ଦୁହେଁ ପରସ୍ପରକୁ ଡେଟ୍‌ କରିଥିଲେ। ୟଶ୍‌ ଓ ରାଧିକା ଏକାଠି ଅନେକ ହିଟ୍‌ କନ୍ନଡ ଫିଲ୍ମରେ କାମ କରିଛନ୍ତି। ଏବେ ଦୁଇ ଛୁଆର ମା' ହେବା ପରେ ରାଧିକା ଅଭିନୟ ଜଗତରୁ ବିରତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story