କିରନ୍‌ ରାଓଙ୍କ ଘରୁ ଚୋରି

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାରେ ଥିବା ଆମୀରଙ୍କ ପତ୍ନୀଙ୍କ ଘରୁ ୮୦ଲକ୍ଷ ଟଙ୍କାର ଗହଣା ଚୋରି ହୋଇଛି। କିରନଙ୍କ ଜଣେ ସଂପର୍କୀୟ ଖାର୍‌ ପୋଲିସ୍‌ ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ୍‌ ଧାରା ୪୫୩ ଅନ୍ତର୍ଗତ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ କିରଣଙ୍କ ହୀରା ଗହଣା ଚୋରି ସଂପର୍କରେ ତାଙ୍କୁ ଗତ ସପ୍ତାହରେ ହିଁ ଜଣାପଡ଼ିଥିଲା। ଖବର ଅନୁଯାୟୀ ଚୋରି ପାଇଁ ଘରୋଇ ସହାୟକ ସନ୍ଦେହ ଘେରରେ ଥିବା ବେଳେ ପୋଲିସ […]

kiran-rao

Rakesh Mallick
  • Published: Tuesday, 29 November 2016
  • , Updated: 29 November 2016, 07:47 PM IST

ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାରେ ଥିବା ଆମୀରଙ୍କ ପତ୍ନୀଙ୍କ ଘରୁ ୮୦ଲକ୍ଷ ଟଙ୍କାର ଗହଣା ଚୋରି ହୋଇଛି। କିରନଙ୍କ ଜଣେ ସଂପର୍କୀୟ ଖାର୍‌ ପୋଲିସ୍‌ ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ୍‌ ଧାରା ୪୫୩ ଅନ୍ତର୍ଗତ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ କିରଣଙ୍କ ହୀରା ଗହଣା ଚୋରି ସଂପର୍କରେ ତାଙ୍କୁ ଗତ ସପ୍ତାହରେ ହିଁ ଜଣାପଡ଼ିଥିଲା। ଖବର ଅନୁଯାୟୀ ଚୋରି ପାଇଁ ଘରୋଇ ସହାୟକ ସନ୍ଦେହ ଘେରରେ ଥିବା ବେଳେ ପୋଲିସ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ପାଇ ପାରି ନାହିଁ। ପୋଲିସ୍‌ ଏବେ ସୁଦ୍ଧା ପର୍ଯ୍ୟନ୍ତ କିରନଙ୍କ ରୋଷେୟା ଫରଜାନା, ସହାୟକସୁଜେନା ଓ ଘରୋଇ ସହାୟକ ଝୁମକୀକୁ ଚୋରି ସଂପର୍କରେ ପଚରା ଉଚରା କରିଛି।

Related story