ସଲମାନ୍‌ଙ୍କୁ କୂଅରେ ଫିଙ୍ଗି ଦେଇଥିଲେ ତାଙ୍କ ବଡ଼ ମା’

ମୁମ୍ବାଇ: ବଲିଉଡ୍ ସୁଲତାନ୍‌ ସଲମାନ ଖାନ୍‌ ଆଜି ୫୨ ବର୍ଷରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଜଣା ଅଜଣା କଥା। ୧- ସଲମାନ ଯେବେ ଗ୍ୱାଲିଅରର ସିନ୍ଧିଆ ସ୍କୁଲରେ ପଢୁଥିଲେ ସେହି ସମୟରେ ଖରା ଛୁଟି କାଟିବା ପାଇଁ ଇନ୍ଦୋର ଯାଉଥିଲେ। ସେ ଇନ୍ଦୋରରେ ଅଧିକ ସମୟ ସାଇକେଲ୍‌ ଚଲାଇବାରେ କାଟୁଥିଲେ। ଖାଲି ଏତିକି ନୁହେଁ, ସେ ନିଜ ସାଙ୍ଗ ମାନଙ୍କୁ ଶିଖେଇ ଅନ୍ୟର ବଗିଚାରୁ ଆମ୍ବ ଓ […]

salmankhanbirthday

salmankhanbirthday

Rakesh Mallick
  • Published: Wednesday, 27 December 2017
  • Updated: 27 December 2017, 10:40 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ସୁଲତାନ୍‌ ସଲମାନ ଖାନ୍‌ ଆଜି ୫୨ ବର୍ଷରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ତାଙ୍କ ବିଷୟରେ ଜାଣନ୍ତୁ କିଛି ଜଣା ଅଜଣା କଥା।

୧- ସଲମାନ ଯେବେ ଗ୍ୱାଲିଅରର ସିନ୍ଧିଆ ସ୍କୁଲରେ ପଢୁଥିଲେ ସେହି ସମୟରେ ଖରା ଛୁଟି କାଟିବା ପାଇଁ ଇନ୍ଦୋର ଯାଉଥିଲେ। ସେ ଇନ୍ଦୋରରେ ଅଧିକ ସମୟ ସାଇକେଲ୍‌ ଚଲାଇବାରେ କାଟୁଥିଲେ। ଖାଲି ଏତିକି ନୁହେଁ, ସେ ନିଜ ସାଙ୍ଗ ମାନଙ୍କୁ ଶିଖେଇ ଅନ୍ୟର ବଗିଚାରୁ ଆମ୍ବ ଓ ଜାମୁକୋଳି ଚୋରେଇ ଖାଉଥିଲେ।

salu୨- ଜୀବନରେ ଅନେକ ଘାତ ପ୍ରତିଘାତ ସହିଥିବା ସଲମାନ ପାଣିକୁ ଖୁବ୍‌ ଡରନ୍ତି। ପିଲାବେଳୁ ସେ ପହଁରିବାକୁ ମଧ୍ୟ ଡରନ୍ତି। ଦିନେ ତାଙ୍କ ବଡ ମାଗ୍ଦ ତାଙ୍କୁ ରଶିରେ ବାନ୍ଧି ପଡ଼ୋଶୀଙ୍କ କୂଅରେ ଫୋପାଡି ଦେଇଥିଲେ। ଏହା ଥିଲା ତାଙ୍କ ପ୍ରଥମ ପହଁରା ଶିକ୍ଷା। ତା’ପରଠୁ ସଲମାନ ଅଧିକାଂଶ ସମୟ ସେହି କୂଅକୁ ପହଁରିବାକୁ ଯାଉଥିଲେ।

୩- କଲେଜରେ ପଢ଼ିଲା ବେଳେ ସଲମାନଙ୍କର ସ୍କୁଟର ଚଲାଇବାର ସଉକ୍‌ଥିଲା। ସଲମାନ ସ୍କୁଟର ନେଇ ସବୁ ଜାଗାରେ ପହଞ୍ଚି ଯାଉଥିଲେ।

୪- ତାଙ୍କୁ ଆଖୁରସ ପିଇବାକୁ ବହୁତ ଭଲ ଲାଗେ।

୫- ସଲମାନ ନିଜ ଗାଁକୁ ଗଲେ ବଳଦ ଗାଡ଼ି ଚଲାନ୍ତି। ତାଙ୍କୁ ଗାଈ ଓ ମଇଁଷି କ୍ଷୀର ପିଇବାକୁ ଭଲ ଲାଗେ।

୬- ସଲମାନଙ୍କୁ ଖଦଡ଼ା ରାସ୍ତାରେ ବାଇକ୍‌ କିମ୍ବା ଜିପ୍‌ରେ ଷ୍ଟଣ୍ଟ୍‌ କରିବାକୁ ଭଲ ଲାଗେ। ଥରେ ଷ୍ଟଣ୍ଟ୍‌ କରିବା ସମୟରେ ଦୁର୍ଘଟଣା ଘଟିଥିଲା। ତାଙ୍କ ହାତ ଓ ଗୋଡ ଖଣ୍ଡିଆଖାବରା ହୋଇଯାଇଥିଲା। ସଲମାନଙ୍କୁ ଜୋରରେ ଗାଡ଼ି ଚଲାଇବାକୁ ମଧ୍ୟ ଖୁବ୍‌ ଭଲ ଲାଗେ।

୭- ସଲମାନଙ୍କୁ ପେଣ୍ଟିଂ କରିବାକୁ ଖୁବ୍‌ ଭଲ ଲାଗେ। ଆପଣ ହୁଏତ ଜାଣିନଥିବେ ସେ ନିଜ ଫିଲ୍ମ ‘ଜୟ ହୋ’ର ପୋଷ୍ଟର ନିଜେ ପେଣ୍ଟ୍‌ କରିଥିଲେ। ତା’ ସହ ଫିଲ୍ମ ‘ବୀର’ର ସ୍କ୍ରିପ୍ଟ ବି ସେ ନିଜେ ଲେଖିଥିଲେ।

୮- ସଲମାନ ସବୁବେଳେ ନିଜ ହାତରେ ଏକ ବ୍ରେସ୍‌ଲେଟ୍‌ ପିନ୍ଧନ୍ତି। ସେହି ବ୍ରେସ୍‌ଲେଟ୍‌କୁ ତାଙ୍କ ବାପା ତାଙ୍କୁ ଗିଫ୍ଟ କରିଥିଲେ। ସେଥିପାଇଁ ସେ ତାକୁ ଶୁଭ ଭାବି ସବୁବେଳେ ପିନ୍ଧିଥାନ୍ତି। ସେହିଭଳି ବ୍ରେସ୍‌ଲେଟ୍‌ ତାଙ୍କ ବାପାଙ୍କ ହାତରେ ମଧ୍ୟ ଦେଖିବାକୁ ମିଳିଥାଏ।

୯-ସଲମାନଙ୍କୁ ସାବୁନ୍‌ର ବହୁତ ସଉକ୍‌।  ତାଙ୍କ ବାଥ୍‌ରୁମ୍‌ରେ ବିଭିନ୍ନ ପ୍ରକାରର ସାବୁନ୍‌ ଥାଏ।

୧୦- ସଲମାନଙ୍କୁ ମେଲ୍‌ରେ କଥା ହେବା ଆଦୌ ପସନ୍ଦ ନୁହେଁ। ସେ ନିଜ ଫିଲ୍ମର ରିଭ୍ୟୁ ପଢିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story