ଅନୁଷ୍କାଙ୍କ ‘ZERO’ ଅଭିନୟକୁ ପ୍ରଶଂସା କରି କୋହଲି ହଟହଟା

ସିଡ୍‌ନୀ: ପୁଣି ଇଣ୍ଟରନେଟ୍‌ରେ ବିରାଟ୍‌-ଅନୁଷ୍କା ଯୋଡ଼ିକୁ ନେଇ ଜୋର ଧରିଛି ଚର୍ଚ୍ଚା। ପତ୍ନୀ ଅନୁଷ୍କାଙ୍କୁ ପ୍ରଶଂସା କରିବାପାଇଁ ଏବେ ଟ୍ରଲିଂର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି। ଆଜ୍ଞା ହଁ ସଦ୍ୟ ରିଲିଜ୍‌ ହୋଇଥିବା ଶାହାରୁଖ-ଅନୁଷ୍କା ଅଭିନୀତ ‘ZERO’ ଦର୍ଶକଙ୍କୁ ନିରାଶ କରିଥିଲେ ମଧ୍ୟ ବିରାଟ ଏହି ଫିଲ୍ମର ପ୍ରଶଂସା କରିବା ମହଙ୍ଗା ପଡ଼ିଛି। ବିରାଟ୍‌ ଟ୍ୱିଟରରେ ଏହି ଫିଲ୍ମ ଦେଖିସାରିବା ପରେ ଲେଖିଥିଲେ, “ZERO ଫିଲ୍ମ ଦେଖିଲି ଏବଂ ଏଥିରେ ଥିବା […]

virat-anuska

virat-anuska

Subrat Kumar Nayak
  • Published: Monday, 24 December 2018
  • Updated: 24 December 2018, 04:08 PM IST

Sports

Latest News

ସିଡ୍‌ନୀ: ପୁଣି ଇଣ୍ଟରନେଟ୍‌ରେ ବିରାଟ୍‌-ଅନୁଷ୍କା ଯୋଡ଼ିକୁ ନେଇ ଜୋର ଧରିଛି ଚର୍ଚ୍ଚା। ପତ୍ନୀ ଅନୁଷ୍କାଙ୍କୁ ପ୍ରଶଂସା କରିବାପାଇଁ ଏବେ ଟ୍ରଲିଂର ଶିକାର ହୋଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି।

ଆଜ୍ଞା ହଁ ସଦ୍ୟ ରିଲିଜ୍‌ ହୋଇଥିବା ଶାହାରୁଖ-ଅନୁଷ୍କା ଅଭିନୀତ ‘ZERO’ ଦର୍ଶକଙ୍କୁ ନିରାଶ କରିଥିଲେ ମଧ୍ୟ ବିରାଟ ଏହି ଫିଲ୍ମର ପ୍ରଶଂସା କରିବା ମହଙ୍ଗା ପଡ଼ିଛି।

ବିରାଟ୍‌ ଟ୍ୱିଟରରେ ଏହି ଫିଲ୍ମ ଦେଖିସାରିବା ପରେ ଲେଖିଥିଲେ, “ZERO ଫିଲ୍ମ ଦେଖିଲି ଏବଂ ଏଥିରେ ଥିବା ମନୋରଞ୍ଜନରେ ଅଭିଭୂତ ହେଲି। ସମସ୍ତେ ନିଜ ଦିଜ ଭୁମିକା ଠିକ୍‌ରେ ତୁଲାଇଛନ୍ତି। ବିଶେଷ କରି ଅନୁଷ୍କାଙ୍କ ଅଭିନୟ ବହୁତ ଭଲ ଲାଗିଲା, କାରଣ ତାଙ୍କ ଭୂମିକା କଷ୍ଟକର ଥିଲା କିନ୍ତୁ ସେ ସୁନ୍ଦର ଅଭିନୟ କରିଥିଲେ।”

ଏହା ପରେ ଟ୍ୱିଟ୍‌ର ବର୍ଷା ହୋଇଥିଲା। ହଲ୍‌ରୁ ନିରାଶ ଫେରିଥିବା ଦର୍ଶକମାନେ ନିଜ ନିଜର ରୋଷ ଟ୍ୱିଟ୍‌ ଜରିଆରେ ପ୍ରକଟ କରିଥିଲେ।

https://twitter.com/imVkohli/status/1076721164549017606

https://twitter.com/Gautam1Kday/status/1076745344111775746

https://twitter.com/shahwarma/status/1076722773605548032

https://twitter.com/Bees_Kut/status/1076775867135680512

https://twitter.com/abhijitnaik24/status/1076735661640581121

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story