ପ୍ରଭାସଙ୍କ ‘ସୀତା’ ସାଜିବେ କ୍ରିତି

ଚେନ୍ନାଇ: ବାହୁବଳୀ ଫେମ ତଥା ସୁପରଷ୍ଟାର ପ୍ରଭାସଙ୍କ ‘ସୀତା’ ସାଜିବେ ଅଭିନେତ୍ରୀ କ୍ରିତି ସାନନ । ସାଉଥର ଅପକମିଂ ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ଅପୋଜିଟରେ କ୍ରିତି ନଜର ଆସିବେ । ଫିଲ୍ମ ମେକର୍ସମାନ ଏନେଇ ତାଙ୍କ ନାଁରେ ମୋହର ମାରିଛନ୍ତି । ଏହି ଫିଲ୍ମରେ ପ୍ରଭାସ ରାମ ହେବେ ଏବଂ କ୍ରିତି ସୀତା ଭୂମିକାରେ ନଜର ଆସିବେ । ସେହପରି ଲଙ୍କେସ ତଥା ରାବଣ ଭୂମିକାରେ ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଦେଖିବାକୁ […]

prabhas

prabhas

Madhupriya Mistry
  • Published: Saturday, 28 November 2020
  • Updated: 28 November 2020, 05:14 PM IST

ଚେନ୍ନାଇ: ବାହୁବଳୀ ଫେମ ତଥା ସୁପରଷ୍ଟାର ପ୍ରଭାସଙ୍କ ‘ସୀତା’ ସାଜିବେ ଅଭିନେତ୍ରୀ କ୍ରିତି ସାନନ । ସାଉଥର ଅପକମିଂ ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ଅପୋଜିଟରେ କ୍ରିତି ନଜର ଆସିବେ । ଫିଲ୍ମ ମେକର୍ସମାନ ଏନେଇ ତାଙ୍କ ନାଁରେ ମୋହର ମାରିଛନ୍ତି । ଏହି ଫିଲ୍ମରେ ପ୍ରଭାସ ରାମ ହେବେ ଏବଂ କ୍ରିତି ସୀତା ଭୂମିକାରେ ନଜର ଆସିବେ । ସେହପରି ଲଙ୍କେସ ତଥା ରାବଣ ଭୂମିକାରେ ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିବ ।

ପୂର୍ବରୁ ଏହି ଫିଲ୍ମରେ ପ୍ରଭାସଙ୍କ ସୀତା କିଏ ହେବ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା । ଅନିଷ୍କା ଶର୍ମା, ଅନୁଷ୍କା ସେଟ୍ଟି ଏବଂ କିର୍ତ୍ତି ସୁରେଶଙ୍କ ସମେତ ସାଉଥ ଓ ବଲିଉଡାର ଅନେକ ଅଭିନେତ୍ରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । ପରେ କିନ୍ତୁ ମେକର୍ସମାନେ କ୍ରିତିଙ୍କ ନାଁ ଉପରେ ମୋହର ମାରିଥିଲେ । ଶାନ୍ତ ଏବଂ ନର୍ମ ସ୍ୱଭାବର ସୀତା ଭୂମିକା ପାଇଁ କ୍ରିତି ହିଁ ଫିଟ୍ ବୋଲି କହିଥିଲେ ମେକର୍ସ ।

ଲକଡାଉନ ଭିତରେ ଗଲା ଅଗଷ୍ଟ ମାସରେ ପ୍ରଭାସ ତାଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’ର ପୋଷ୍ଟର ରିଲିଜ କରିଥିଲେ । ଫିଲ୍ମଟି ରାମାୟଣ ଉପରେ ଆଧାରିତ ହେବ ବୋଲି ସେ ଏଥିରେ ଖୁଲାସା କରିଥିଲେ । ଆସନ୍ତା ବର୍ଷ ଜାନୁଆରୀରୁ ଉଭୟ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ।

ଓମ୍ ରାଉତଙ୍କ ନିର୍ଦ୍ଦେଶନା ଓ ଭୂଷଣ କୁମାର, କୃଷ୍ଣା କୁମାର, ରାଜେଶ ନାଏର ଏବଂ ପ୍ରସାଦ ତୁଷାର ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ଆସନ୍ତା ୨୦୨୨ଅଗଷ୍ଟ ୧୧ରେ ଫିଲ୍ମଟି ରିଲିଜ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story