ଉପନ୍ୟାସ ଲେଖୁଛନ୍ତି କୁନା ତ୍ରିପାଠୀ

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ପ୍ରାୟ ଦୁଇ ଦଶନ୍ଧି ହେଲା କୁନା ତ୍ରିପାଠୀ ଅଭିନୟ ଜଗତରେ ଅଛନ୍ତି। ଉଭୟ ଫିଲ୍ମ ଓ ଟେଲିଭିଜନରେ ତାଙ୍କୁ ଦେଖିବାକୁ ମିଳୁଛି। ଅଭିନୟ ଦ୍ୱାରା ଲୋକଙ୍କ ଭରପୂର ମନୋରଞ୍ଜନ କରୁଛନ୍ତି। ଏହା ସହିତ ସେ ୧୦ ବର୍ଷ ହେଲାଣି ‘ଓଟିଭି’ରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ନ୍ୟୁଜ୍‌ ଫ୍ୟୁଜ୍‌’ରେ ଆଙ୍କରିଂ କରୁଛନ୍ତି। ଏଥିରେ ତାଙ୍କର ଉପସ୍ଥାପନା ଶୈଳୀ କାହାକୁ ମନକୁ ଅବା ନଛୁଇଁଛି! ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ କେବଳ ଲୋକଙ୍କ ମନୋରଞ୍ଜନ କରାନ୍ତିନି, […]

Kuna

Kuna

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 06:38 PM IST

Sports

Latest News

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ପ୍ରାୟ ଦୁଇ ଦଶନ୍ଧି ହେଲା କୁନା ତ୍ରିପାଠୀ ଅଭିନୟ ଜଗତରେ ଅଛନ୍ତି। ଉଭୟ ଫିଲ୍ମ ଓ ଟେଲିଭିଜନରେ ତାଙ୍କୁ ଦେଖିବାକୁ ମିଳୁଛି। ଅଭିନୟ ଦ୍ୱାରା ଲୋକଙ୍କ ଭରପୂର ମନୋରଞ୍ଜନ କରୁଛନ୍ତି। ଏହା ସହିତ ସେ ୧୦ ବର୍ଷ ହେଲାଣି ‘ଓଟିଭି’ରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ନ୍ୟୁଜ୍‌ ଫ୍ୟୁଜ୍‌’ରେ ଆଙ୍କରିଂ କରୁଛନ୍ତି। ଏଥିରେ ତାଙ୍କର ଉପସ୍ଥାପନା ଶୈଳୀ କାହାକୁ ମନକୁ ଅବା ନଛୁଇଁଛି! ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ କେବଳ ଲୋକଙ୍କ ମନୋରଞ୍ଜନ କରାନ୍ତିନି, ତାହା ସିହିତ ବିଭିନ୍ନ ପ୍ରସଙ୍ଗରେ ସଚେତନ ମଧ୍ୟ କରାନ୍ତି। ଆପଣ ତାଙ୍କ ମୁହଁରୁ ବହୁତ କଥା ଶୁଣିବେଣି। ଏବେ କିନ୍ତୁ ଆପଣମାନେ ତାଙ୍କୁ ପଢ଼ିବାକୁ ସୁଯୋଗ ପାଇବେ। ହଁ, ଆପଣଙ୍କ ଅନ୍ଦାଜ ପୂରାପୂରି ଠିକ୍। ଏବେ ସେ ଲେଖାଲେଖି କରୁଛନ୍ତି। ଆଗକୁ ତାଙ୍କର ଦୁଇଟି ବହି ପ୍ରକାଶ ପାଇବ। ସେଥିରୁ ଗୋଟିଏ ଉପନ୍ୟାସ ଓ ଅନ୍ୟଟି କବିତା ବହି। ‘ଓଡ଼ିଶା ରିପୋର୍ଟର’ ସହିତ କଥାବାର୍ତ୍ତା ବେଳେ ସେ ଏ କଥା କହିଛନ୍ତି। ତେବେ କେଉଁ ବିଷୟ ବସ୍ତକୁ ନେଇ ସେ ଉପନ୍ୟାସ ଲେଖୁଛନ୍ତି ସେ ବିଷୟରେ କିଛି କହିନାହାନ୍ତି। କବିତା ବହି ବିଷୟରେ ମଧ୍ୟ ଆଉ ଅଧିକ କିଛି କହି ନାହାନ୍ତି। ତେବେ ଖୁବ୍‌ଶୀଘ୍ର ବହି ଦୁଇଟି ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ଆପଣ ତାଙ୍କ ବିଷୟରେ ଆଉ ଗୋଟିଏ କଥା ହୁଏତ ଜାଣି ନଥିବେ। ସେ ବହୁତ ପଢ଼ାପଢ଼ି କରନ୍ତି। କଥାବାର୍ତ୍ତା ବେଳେ କୁନା କହିଥିଲେ ଯେ ସେ ସବୁ ଦିନେ କିଛି ନା କିଛି ପଢ଼ନ୍ତି। ତା’ସହିତ ପ୍ରତିଦିନ କିଛି ନା କିଛି ଲେଖନ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗିଥିବ। କାରଣ ତାଙ୍କର ଏହି ଦିଗଟି ବିଷୟରେ ବହୁତ କମ୍ ଲୋକ ହିଁ ଜାଣନ୍ତି।

ସେ ଆହୁରି କହିଥିଲେ ଯେ ସାହିତ୍ୟ ପ୍ରତି ତାଙ୍କର ବିଶେଷ ରୁଚି ରହିଛି। ସବୁବେଳେ କିଛି ନା କିଛି ଗୀତ ଗୁଣୁଗୁଣାଉ ଥିବା କୁନା କହିଥିଲେ ଯେ ସେ ଯେତେବେଳେ ବି କୌଣସି ସ୍ଥାନରେ କିଛି କହିବାକୁ ସୁଯୋଗ ପାଇଛନ୍ତି ଓଡ଼ିଆ ଭାଷା ଓ ଓଡ଼ିଆ ଜାତିର ଇତିହାସର କଥା ନିଶ୍ଚୟ କହିଛନ୍ତି। ଅନେକ ସମୟରେ ସେ ବିଦେଶ ଯାଇଛନ୍ତି ଓ ସେଠାରେ ବି ଏ ବିଷୟରେ କହିଛନ୍ତି।

କୁନାଙ୍କ ବହି ଦୁଇଟି କେବେ ପ୍ରକାଶ ପାଇବ ଏବେ ତାହାକୁ ହିଁ ଅପେକ୍ଷା। ଆମେ ଆଶା କରୁଛୁ ତାଙ୍କର ଉପନ୍ୟାସ ଓ କବିତା ବହି ଲୋକଙ୍କ ମନକୁ ଛୁଇଁବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story