ରାନୁଙ୍କ ପ୍ରସଙ୍ଗରେ ମତାମତ ରଖିଲେ ଲତା ମଙ୍ଗେଶକର

ମୁମ୍ୱାଇ: ରାନୁ ମଣ୍ଡଳ ଏବେ ଜଣେ ଷ୍ଟାର୍‌। ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ତିନିଟି ଗୀତ ଗାଇ ସାରିଲେଣି। ଆହୁରି ଅନେକ ଫିଲ୍ମ ପାଇଁ ତାଙ୍କୁ ଅଫର୍ ବି ଆସୁଛି। ଆଉ ଅନ୍ୟମାନଙ୍କ ପରି ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ମଧ୍ୟ ତାଙ୍କ ସଫଳତାରେ ଖୁସି ପ୍ରକଟ କରିଛନ୍ତି। ଲତା ଦିଦିଙ୍କ ‘ଏକ୍ ପ୍ୟାର୍‌ କା ନଗ୍‌ମା’ ଗାଇ ହିଁ ସୋଶାଲ୍ ମିଡିଆରେ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ ରାନୁ ମଣ୍ଡଳ। ତେବେ […]

lata1

lata1

Jitendra Garnayak
  • Published: Tuesday, 03 September 2019
  • Updated: 03 September 2019, 06:00 PM IST

Sports

Latest News

ମୁମ୍ୱାଇ: ରାନୁ ମଣ୍ଡଳ ଏବେ ଜଣେ ଷ୍ଟାର୍‌। ସେ ହିମେଶ ରେଶମିଆଁଙ୍କ ଫିଲ୍ମ ‘‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ତିନିଟି ଗୀତ ଗାଇ ସାରିଲେଣି। ଆହୁରି ଅନେକ ଫିଲ୍ମ ପାଇଁ ତାଙ୍କୁ ଅଫର୍ ବି ଆସୁଛି। ଆଉ ଅନ୍ୟମାନଙ୍କ ପରି ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ମଧ୍ୟ ତାଙ୍କ ସଫଳତାରେ ଖୁସି ପ୍ରକଟ କରିଛନ୍ତି। ଲତା ଦିଦିଙ୍କ ‘ଏକ୍ ପ୍ୟାର୍‌ କା ନଗ୍‌ମା’ ଗାଇ ହିଁ ସୋଶାଲ୍ ମିଡିଆରେ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ ରାନୁ ମଣ୍ଡଳ। ତେବେ ରାନୁଙ୍କ ସଫଳତାରେ ଲତା ଦିଦି ଖୁସି ପ୍ରକଟ କରିବା ସହିତ କିଛି ପରାମର୍ଶ ବି ଦେଇଛନ୍ତି। ଏ ପରାମର୍ଶ ରାନୁ ଓ ଅନ୍ୟ ଗାୟକଗାୟିକାମାନଙ୍କ ପାଇଁ ଉଦ୍ଦିଷ୍ଟ।

ସେ କହିଛନ୍ତି,“ଯଦି ମୋ ନାଁ ଓ କାମକୁ ନେଇ କାହାର କିଛି ଭଲ ହୋଇପାରୁଛି, ତେବେ ସେଥିପାଇଁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରିବି। କିନ୍ତୁ ସଫଳତା ପାଇବା ପାଇଁ ଜଣକୁ ଅନୁକରଣ କରିବା ଠିକ୍ ନୁହେଁ। କାରଣ ଏହା ସଫଳତା ପାଇବାର ବିଶ୍ୱାସନୀୟ ସାଥୀ ହୋଇନପାରେ। କିଶୋର ଦା, ମହମ୍ମଦ ରଫି, ମୁକେଶ ଭାଇ, ଆଶା ଭୋସଲେ କିମ୍ୱା ମୋର ଗୀତ ଗାଇ ଜଣେ କେବଳ କିଛି ଦିନ ପାଇଁ ଚର୍ଚ୍ଚାରେ ରହିପାରିବ। କିନ୍ତୁ ଏହା ବେଶି ଦିନ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ।”

ସେହିଭଳି ଟେଲିଭିଜନ୍‌ରେ ହେଉଥିବା ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ଗୁଡ଼ିକୁ ନେଇ ମଧ୍ୟ ଲତା ଦିଦି ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି,“ମୁଁ ଦେଖିଛି ବହୁତ ପିଲା ମୋ ଗୀତକୁ ସୁନ୍ଦର ଭାବରେ ଗାଇଥା’ନ୍ତି। କିନ୍ତୁ ଏଥିରେ ମିଳୁଥିବା ସଫଳତା ପରେ ସେମାନଙ୍କୁ କିଏ ମନେ ରଖୁଛି? ମୁଁ କେବଳ ସୁନିଧି ଚୌହାନ ଓ ଶ୍ରେୟା ଘୋଷାଲଙ୍କୁ ଜାଣିଛି।”

ଗୀତ ଗାଇବା ପାଇଁ ଚାହୁଁଥିବା ପ୍ରତ୍ୟେକ ଯୁବକଯୁବତୀ ଓ ଛୋଟପିଲାଙ୍କୁ ଲତା ଦିଦି କିଛି ପରାମର୍ଶ ବି ଦେଇଛନ୍ତି। ଏ କ୍ଷେତ୍ରରେ ସେ ତାଙ୍କ ଭଉଣୀ ତଥା ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସ୍‌ଲେଙ୍କ ଉଦାହରଣ ଦେଇ କହିଛନ୍ତି,“ନିଜ ସ୍ୱରରେ ଗାଇବାକୁ ଚେଷ୍ଟା କର। ନିଜର ଏକ ପରିଚୟ ତିଆରି କରିବାକୁ ଚେଷ୍ଟା କର। ଯଦି ଆଶା ନିଜ ସ୍ୱରରେ ଗାଇବା ପାଇଁ ଚେଷ୍ଟା କରି ନଥା’ନ୍ତେ, ତେବେ ସେ ସବୁଦିନ ପାଇଁ ମୋର ଛାଇ ହୋଇ ରହି ଯାଇଥା’ନ୍ତେ। ଜଣେ ବ୍ୟକ୍ତିର ପ୍ରତିଭା ତାକୁ କେତେ ଦୂର ପର୍ଯ୍ୟନ୍ତ ନେଇପାରେ, ଆଶା ଏହାର ସବୁଠାରୁ ବଡ଼ ଉଦାହରଣ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story