ଆଜି ଲତା ମଙ୍ଗେସକରଙ୍କ ଜନ୍ମଦିନ

ଭୁବନେଶ୍ୱର/ପୁରୀ: କୋକିଳକଣ୍ଠୀ ଲତା ମଙ୍ଗେସକର। ପ୍ରତିଟି ସଂଗୀତ ପ୍ରେମୀଙ୍କ ହୃଦୟର ରାଣୀ। ଆଜି ତାଙ୍କର ଜନ୍ମଦିନ। ୮୬ ବର୍ଷରେ ପାଦ ଥାପିଛନ୍ତି ସେ। ଏହି ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଛାର ସୁଅ। ୧୯୨୯ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଲତା। ଜନ୍ମ ସମୟରେ ତାଙ୍କ ନାଁ ଥିଲା ହେମା। କିନ୍ତୁ ବାପା ଦିନାନାଥ ମଙ୍ଗେସକରଙ୍କ ଏକ ନାଟକରେ ଲତିକା ନାମକ ଚରିତ୍ରରେ ଅଭିନୟ କରି ସେ […]

sand-art

sand-art

Rakesh Mallick
  • Published: Monday, 28 September 2015
  • Updated: 28 September 2015, 07:59 AM IST

Sports

Latest News

latamangeskaraଭୁବନେଶ୍ୱର/ପୁରୀ: କୋକିଳକଣ୍ଠୀ ଲତା ମଙ୍ଗେସକର। ପ୍ରତିଟି ସଂଗୀତ ପ୍ରେମୀଙ୍କ ହୃଦୟର ରାଣୀ। ଆଜି ତାଙ୍କର ଜନ୍ମଦିନ। ୮୬ ବର୍ଷରେ ପାଦ ଥାପିଛନ୍ତି ସେ। ଏହି ଅବସରରେ ତାଙ୍କ ପାଖକୁ ଛୁଟୁଛି ଶୁଭେଛାର ସୁଅ।

୧୯୨୯ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଲତା। ଜନ୍ମ ସମୟରେ ତାଙ୍କ ନାଁ ଥିଲା ହେମା। କିନ୍ତୁ ବାପା ଦିନାନାଥ ମଙ୍ଗେସକରଙ୍କ ଏକ ନାଟକରେ ଲତିକା ନାମକ ଚରିତ୍ରରେ ଅଭିନୟ କରି ସେ ପାଲଟିଯାଇଥିଲେ ଲତା। ଲତା ୫ ବର୍ଷ ବୟସରୁ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ। ୧୩ ବର୍ଷ ବୟସରେ ପିତାଙ୍କୁ ହରାଇବା ପରେ ପରିବାର ଚଳାଇବା ପାଇଁ ୧୯୪୨ ମସିହାରୁ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ। ୧୯୪୨ରୁ ୧୯୪୮ମଧ୍ୟରେ ଲତା ୮ଟି ହିନ୍ଦୀ ଓ ମରାଠୀ ଫିଲ୍ମରେ ଗୀତ ଗାଇଥିଲେ। ଭାରତର ପ୍ରାୟ ୨୦ଟି ଭାଷାରେ ସେ ଶହ ଶହ ଗୀତ ଗାଇଛନ୍ତି। ତାଙ୍କ କଣ୍ଠର ଅଧିକାଂଶ ଗୀତ ଆଜି ବି ମତୁଆଲା କରିଛୁ ଶ୍ରୋତାଙ୍କୁ। ନିଜର ସଂଗୀତମୟ ଯାତ୍ରା ଭିତରେ ଭାରତରତ୍ନ, ପଦ୍ମଭୂଷଣ, ପଦ୍ମବିଭୂଷଣ, ଦାଦା ସାହେବ ଫ।ଲ୍କେ ଆୱାର୍ଡ ଆଦି ଅନେକ ସମ୍ମାନର ଅଧିକାରିଣୀ ହୋଇଛନ୍ତି ସୁରସାମ୍ରାଜ୍ଞୀ ଲତା।

ଲତାଙ୍କ ୮୬ତମ ଜନ୍ମ ଦିନରେ ତାଙ୍କୁ ବାଲୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।  ଏନେଇ ସେ ପୁରୀ ବେଳାଭୂମିରେ ଲତାଙ୍କ ୪ ଫୁଟ ଉଚ୍ଚର ବାଲୁକା କଳା ତିଆରି କରିଛନ୍ତି। ଏଥିରେ ସେ ୬ ଟନର ବାଲି ବ୍ୟବହାର କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story