ଲାଇଟ୍‌... କ୍ୟାମେରା... ଆକ୍ସନ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ସୁଟିଂ। ଏବେ ପୁଣି ଥରେ ଶୁଣିବାକୁ ମିଳିଛି ଲାଇଟ୍‌… କ୍ୟାମେରା… ଆକ୍ସନ୍‌…ଟେକ ଓ ରିଟେକ… ଶବ୍ଦ। କ୍ୟାଟେଗୋରୀ Aରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଚାଲିଛି ସୁଟିଂ। ଆଉ ଚଳଚଞ୍ଚଳ ହୋଇଛି ସୁଟିଂସେଟ୍‌। ଦୀର୍ଘ ଦିନ ପରେ କ୍ୟାମେରା ସାମ୍ନାକୁ କଳାକାର ଓ ଟେକ୍ନିସିଆନମାନେ ଆସିଥିବାରୁ ବେଶି ଅଛନ୍ତି। କ୍ୟାଟେଗୋରି Aରେ ଆସୁଥିବା ଜିଲ୍ଲା ଢେଙ୍କାନାଳ ଓ ଅନୁଗୋଳରେ ଚାଲିଛି ସିରିଏଲ ସୁଟିଂ। ତରଙ୍ଗ ଚ୍ୟାନେଲରେ ପ୍ରସାରିତ ସିରିଏଲ୍‌ […]

Maya

Maya

Manoranjan Sial
  • Published: Wednesday, 14 July 2021
  • Updated: 14 July 2021, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ସୁଟିଂ। ଏବେ ପୁଣି ଥରେ ଶୁଣିବାକୁ ମିଳିଛି ଲାଇଟ୍‌... କ୍ୟାମେରା... ଆକ୍ସନ୍‌...ଟେକ ଓ ରିଟେକ... ଶବ୍ଦ। କ୍ୟାଟେଗୋରୀ Aରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ଚାଲିଛି ସୁଟିଂ। ଆଉ ଚଳଚଞ୍ଚଳ ହୋଇଛି ସୁଟିଂସେଟ୍‌। ଦୀର୍ଘ ଦିନ ପରେ କ୍ୟାମେରା ସାମ୍ନାକୁ କଳାକାର ଓ ଟେକ୍ନିସିଆନମାନେ ଆସିଥିବାରୁ ବେଶି ଅଛନ୍ତି।

କ୍ୟାଟେଗୋରି Aରେ ଆସୁଥିବା ଜିଲ୍ଲା ଢେଙ୍କାନାଳ ଓ ଅନୁଗୋଳରେ ଚାଲିଛି ସିରିଏଲ ସୁଟିଂ। ତରଙ୍ଗ ଚ୍ୟାନେଲରେ ପ୍ରସାରିତ ସିରିଏଲ୍‌ ‘ମାୟା’ ଓ ‘ମଙ୍ଗଳାଚରଣ’ର ମହାସଙ୍ଗମ ଏପିସୋଡ୍‌ର ସୁଟିଂ ଆରମ୍ଭ ହୋଇଛି। ଏହାଛଡ଼ା ନୂଆବୋହୂ, ସିନ୍ଦୂରର ଅଧିକାର, ତାରିଣୀ ଆଖିରେ ତାରାର ସୁଟିଂ ମଧ୍ୟ ଆରମ୍ଭ ହେଇଛି। ସେହିପରି ‘କୁଆଁରି ବୋହୂ’ର ଆଉଟ ଡୋର୍‌ ସୁଟିଂ ସର୍ବନିମ୍ନ ସଂଖ୍ୟକ ଟେକ୍ନିସିଆନଙ୍କୁ ନେଇ ସଂପୂର୍ଣ୍ଣ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଆଗେଇ ଚାଲିଛି।

ମାୟା ସିରିଏଲର କଳାକାର ଇତିଶ୍ରୀ ପ୍ରିୟଦର୍ଶିନୀ କହିଛନ୍ତି-“ଏବେ ଆମେ ଘରଠାରୁ ବହୁ ଦୂର ଢେଙ୍କାନାଳରେ ସୁଟିଂ କରୁଛୁ। ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। ସାନିଟାଇଜ୍‌କୁ ବିଶେଷ ଧ୍ୟାନ ଦିଆଯାଉଛି।”

[caption id="attachment_658891" align="aligncenter" width="650"]Maya ଚାଲିଛି ସିରିଏଲ ଗୁଡ଼ିକର ସୁଟିଂ[/caption]

ସିରିଏଲ ଗୁଡ଼ିକର ସୁଟିଂ ଆରମ୍ଭ ହେବାରୁ ଆଶ୍ୱସ୍ତ ହୋଇଛନ୍ତି କଳାକାର ଓ ଟେକ୍ନିସିଆନ। କାରଣ ସେମାନେ ଫେରି ପାଇଛନ୍ତି ପୁଣି ରୋଜଗାର ପନ୍ଥା। ଲକଡାଉନ୍‌-ଶଟ୍‌ଡାଉନ୍‌ ମାଡ଼ରେ ମନୋରଂଜନ ଦୁନିଆ ବେଶୀ ପ୍ରଭାବିତ ହୋଇଥିଲେ। କଳାକାର ଓ ଟେକ୍ନିସିଆନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ପେଟ ପାଇଁ ବାଧ୍ୟ ହୋଇ ବେଉସା ବଦଳାଇ ଦେବାକୁ ପଡ଼ିଥିଲା। ସୁଟିଂ ଆରମ୍ଭ ହେବାରୁ ସେମାନଙ୍କ ଜୀବିକା ଫେରିଆସିଛି। ସେମାନେ ନୂଆ ଜୀବନ ପାଇଛନ୍ତି। କଟକ ଓ ଭୁବନେଶ୍ୱର ଭଳି ସ୍ମାର୍ଟ ଲୋକେସନରେ ସୁଟିଂ ପାଇଁ ଅନୁମତି ଦେବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନାରୁ ପ୍ରକାଶ, କରୋନା ମହାମାରୀ ପାଇଁ ରାଜ୍ୟ ସରକାର କ୍ୟାଟେଗୋରି Aରେ ସୁଟିଂ ପାଇଁ ଅନୁମତି ଦେଇଥିଲେ। ମାତ୍ର କ୍ୟାଟେଗୋରି Bରେ ଆସୁଥିବା ଜିଲ୍ଲା ଗୁଡ଼ିକରେ ସୁଟିଂ ପାଇଁ ଅନୁମତି ଦେଇନଥିଲେ ସରକାର। Bରେ କଟକ ଓ ସ୍ମାର୍ଟସିଟି ଭୁବନେଶ୍ୱର ଆସୁଥିବାରୁ ସୁଟିଂ ହୋଇପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story