ଅଭିନୟ କ୍ଷେତ୍ରକୁ ଆସିବା ପୂର୍ବରୁ ରଣଦୀପ୍ କରୁଥିଲେ ଏସବୁ କାମ

ନୂଆଦିଲ୍ଲୀ: ‘ଦୋ ଲଫ୍‌ଜୋ କି କାହାନୀ’, ‘ମର୍ଡର୍‌ ଥ୍ରୀ’, ‘ରଙ୍ଗ୍‌ ରସିୟା’ ଆଦି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଥିବା ରଣଦୀପ୍‌ ହୁଡ଼ାଙ୍କର ଆଜି ଜନ୍ମଦିନ। ୧୯୭୫ ମସିହାର ଆଜିର ତାରିଖରେ ହରିୟାଣାର ରୋହତକରେ ସେ ଜନ୍ମ ହୋଇଥିଲେ। ରଣଦୀପ୍‌ ୨୦୦୧ରେ ଫିଲ୍ମ ‘ମନ୍‌ସୁନ୍‌ ୱେଡିଙ୍ଗ୍‌’ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ‘ରିସ୍କ୍‌’, ‘ଡରନା ଜରୁରୀ ହେ’, ‘ୱାନସ୍‌ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ୱାଇ’, ‘ସାହେବ୍‌ ବିବି’, ‘ଗ୍ୟାଙ୍ଗଷ୍ଟର୍‌’, ‘ଜିସ୍ମ […]

hooda

hooda

Jitendra Garnayak
  • Published: Monday, 20 August 2018
  • Updated: 20 August 2018, 07:20 AM IST

Sports

Latest News

ନୂଆଦିଲ୍ଲୀ: ‘ଦୋ ଲଫ୍‌ଜୋ କି କାହାନୀ’, ‘ମର୍ଡର୍‌ ଥ୍ରୀ’, ‘ରଙ୍ଗ୍‌ ରସିୟା’ ଆଦି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଥିବା ରଣଦୀପ୍‌ ହୁଡ଼ାଙ୍କର ଆଜି ଜନ୍ମଦିନ। ୧୯୭୫ ମସିହାର ଆଜିର ତାରିଖରେ ହରିୟାଣାର ରୋହତକରେ ସେ ଜନ୍ମ ହୋଇଥିଲେ।

ରଣଦୀପ୍‌ ୨୦୦୧ରେ ଫିଲ୍ମ ‘ମନ୍‌ସୁନ୍‌ ୱେଡିଙ୍ଗ୍‌’ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ।

randeep1

ଏହାପରେ ସେ ‘ରିସ୍କ୍‌’, ‘ଡରନା ଜରୁରୀ ହେ’, ‘ୱାନସ୍‌ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ୱାଇ’, ‘ସାହେବ୍‌ ବିବି’, ‘ଗ୍ୟାଙ୍ଗଷ୍ଟର୍‌’, ‘ଜିସ୍ମ ଟୁ’, ‘ହାଇୱେ’,‘କିକ୍‌’, ‘ଲାଲ୍‌ ରଙ୍ଗ୍‌’, ‘ସୁଲ୍‌ତାନ୍‌’ ଏବଂ ‘ବାଗି’ ଭଳି ଫିଲ୍ମରେ କାମ କରିଛନ୍ତି।

‘କର୍ମା’ ଏବଂ ‘ହୋଲି’ ଫିଲ୍ମର ସୁଟିଂ ଚାଲିଥିବା ସମୟରେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସହିତ ତାଙ୍କର ଆଫାୟାର୍‌ ଚାଲିଥିଲା। ସୂଚନା ଅନୁସାରେ ଏହି ଦୁଇଟି ଫିଲ୍ମର କାମ ଚାଲିଥିବା ସମୟରେ ଦୁହିଁଙ୍କ ଆଫାୟାର୍‌ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ସମ୍ପର୍କ ବେଶି ଦିନ ତିଷ୍ଠି ପାରିନଥିଲା।

ରଣଦୀପ୍‌ ଛୋଟବେଳୁ ତାଙ୍କ ବାପା-ମା’ଙ୍କଠାରୁ ଦୂରରେ ରହି ଆଈଙ୍କ ସହିତ ରହୁଥିଲେ।

lom

ଅଭିନେତା ହେବା ପାଇଁ ରଣଦୀପ୍‌ ଅନେକ ପରିଶ୍ରମ କରିଛନ୍ତି। ସେ ପାଠ ପଢ଼ିବା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ପ୍ରଥମ ବର୍ଷ ଫେଲ୍‌ ହେବା ପରେ ସେ ମେଲ୍‌ବର୍ଣ୍ଣରେ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟରେ ମାଷ୍ଟର୍‌ ଡିଗ୍ରୀ ହାସଲ କରିଥିଲେ।

ଅଭିନେତା ହେବା ତାଙ୍କ ସ୍ୱପ୍ନ ଥିଲା। ସେ ଚାଇନିଜ୍‌ ରେଷ୍ଟୁରାଣ୍ଟରେ କାମ ମଧ୍ୟ କରିଛନ୍ତି। ସେ ରେଷ୍ଟୁରାଣ୍ଟରେ ୱେଟର୍‌ ଥିଲେ। ତା’ସହିତ ବାସନ ମାଜିବା ଓ କାର୍ ଧୋଇବା କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story