ବଲିଉଡ୍‌ରେ ଲିଭ୍ ଇନ୍ ରିଲେସନ୍‌ସିପ୍‌ ମାନିଆ

ଭାରତରେ ବିବାହ ପୂର୍ବରୁ ଯୁବକ ଓ ଯୁବତୀ ଏକା ସାଙ୍ଗରେ ରହିବାକୁ ଘୃଣ୍ୟ ଚକ୍ଷୁରେ ଦେଖାଯାଏ। କିନ୍ତୁ ଧୀରେ ଧୀରେ ଏହା ସାଧାରଣ ହୋଇଗଲାଣି। ଏଥିପାଇଁ ବଲିଉଡ୍ କଳାକାରଙ୍କୁ ଧନ୍ୟବାଦ ଦେବାକୁ ହେବ। ବଲିଉଡ୍‌ରେ ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ରହିବା କମନ୍ କଥା। ଆସନ୍ତୁ ଜାଣିବା ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ଏହି କଳାକାରମାନେ କେଉଁମାନଙ୍କ ସହିତ ରହୁଛନ୍ତି ବା ରହୁଥିଲେ। ରାହୁଲ ଦେବ ୨୦୦୦ ମସିହାରେ ବଲିଉଡ୍‌ରେ ପାଦ ଥାପିଥିଲେ ରାହୁଲ ଦେବ। ତାଙ୍କ ପତ୍ନୀଙ୍କର କ୍ୟାନସରରେ […]

anushka

anushka

Rakesh Mallick
  • Published: Monday, 03 April 2017
  • Updated: 03 April 2017, 11:58 AM IST

Sports

Latest News

ଭାରତରେ ବିବାହ ପୂର୍ବରୁ ଯୁବକ ଓ ଯୁବତୀ ଏକା ସାଙ୍ଗରେ ରହିବାକୁ ଘୃଣ୍ୟ ଚକ୍ଷୁରେ ଦେଖାଯାଏ। କିନ୍ତୁ ଧୀରେ ଧୀରେ ଏହା ସାଧାରଣ ହୋଇଗଲାଣି। ଏଥିପାଇଁ ବଲିଉଡ୍ କଳାକାରଙ୍କୁ ଧନ୍ୟବାଦ ଦେବାକୁ ହେବ। ବଲିଉଡ୍‌ରେ ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ରହିବା କମନ୍ କଥା। ଆସନ୍ତୁ ଜାଣିବା ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ଏହି କଳାକାରମାନେ କେଉଁମାନଙ୍କ ସହିତ ରହୁଛନ୍ତି ବା ରହୁଥିଲେ।

ରାହୁଲ ଦେବ

୨୦୦୦ ମସିହାରେ ବଲିଉଡ୍‌ରେ ପାଦ ଥାପିଥିଲେ ରାହୁଲ ଦେବ। ତାଙ୍କ ପତ୍ନୀଙ୍କର କ୍ୟାନସରରେ ମୃତ୍ୟୁ ହୋଇସାରିଛି। ସେ ଏବେ  ମଡେଲ୍‌ ମୁଗ୍ଧା ଗଡ଼ସେଙ୍କ ସହ ଲିଭ୍‌ ଇନ୍ ରିଲେସନ୍‌ ସିପ୍‌ରେ ରହୁଛନ୍ତି।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ପ୍ରେମ କାହାକୁ ବା ଅଛପା ଏହି ଦୁଇ ଲଭ୍‌ବାର୍ଡ ବି ଲିଭ୍‌ ଇନ୍ ରିଲେସନ୍‌ ସିପ୍‌ରେ ରହୁଛନ୍ତି।  ଅନୁଷ୍କା ଏକ ନୂଆ ଘର ନେଇଛନ୍ତି। କୁହାଯାଉଛି ବିରାଟଙ୍କ ସହ ଏକାଠି ରହିବା ପାଇଁ ଅନୁଷ୍କା ଏ ଘର ନେଇଛନ୍ତି। ନିକଟରେ ବିରାଟ ଅନୁଷ୍କାଙ୍କ ସହ ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ। ଏଥିରେ ସେ ଲେଖିଥିଲେ,‘ଅନୁଷ୍କା ମୋ ସହିତ ରହିଲେ ସବୁଦିନ ଭାଲେନଟାଇନ୍‌ ଡେ’ ପରି ଲାଗେ।’

ଆମୀର ଖାନ୍‌

ଆମୀର ଖାନ ତାଙ୍କ ପ୍ରଥମ ସ୍ତ୍ରୀ ଗୀତାଙ୍କୁ ଛାଡ଼ପତ୍ର ଦେବା ପରେ ଗାର୍ଲଫ୍ରେଣ୍ଡ କିରଣ ରାଓଙ୍କ ସହ ଲିଭ୍‌ ଇନ୍ ରିଲେସନ୍‌ସିପ୍‌ରେ ରହିଥିଲେ।  ପରେ ଦୁହେଁ ବିବାହ କରିଥିଲେ।

କରୀନା କପୁର

ଲିଭ୍‌ ଇନ୍ ରିଲେସନ୍‌ସିପ୍‌ରେ ରହୁଥିବା କଥାକୁ ମିଡିଆ ଆଗରେ ସ୍ୱୀକାର କରିଥିବା କପୁଲ୍ ହେଉଛନ୍ତି

କରୀନା ଓ ସୈଫ। ଉଭୟଙ୍କର ଏଭଳି ଦୃଢ଼ ମନୋବଳକୁ ନେଇ ବିଟାଉନରେ ଜୋର ଚର୍ଚ୍ଚା ବି ହୋଇଥିଲା।

ରଣବୀର କପୁର

ରଣବୀର ଓ କଟ୍ରିନାଙ୍କ ପ୍ରେମ କଥା ତ ସମସ୍ତଙ୍କୁ ଜଣା। ଅବଶ୍ୟ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ ଅପ୍ ହୋଇଯାଇଛି। ତେବେ ଏ ଦୁହେଁ ବି ଲିଭ୍‌ ଇନ୍ ରିଲେସନ୍‌ସିପ୍‌ରେ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story