ସନ୍ନି ଲିଓନିଙ୍କୁ ଧମକ ଦେଲେ ମନ୍ତ୍ରୀ, କହିଲେ ଭିଡିଓ ହଟାଅ

ଭୋପାଳ: ବଲିଉଡ ଷ୍ଟାର ସନ୍ନି ଲିଓନିଙ୍କ ପାଇଁ ବଢ଼ିଲା ଟେନ୍‌ସନ୍‌। ‘ମଧୁବନ୍ ମେଁ ରାଧିକା ନାଚେ” ଆଲବମ୍ ଭିଡିଓକୁ ନେଇ ଅକଳରେ ପଡ଼ିଛନ୍ତି ସନ୍ନି। ଉକ୍ତ ଭିଡିଓରେ ସନ୍ନି ଅଶ୍ଲୀଳ ଢଙ୍ଗରେ ନୃତ୍ୟୃପରିବେଶଣ କରି ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବା ଅଭିଯୋଗ ହୋଇଛି । ତୁରନ୍ତ ସେହି ଭିଡିଓକୁ ହଟାଇବା ପାଇଁ ଦାବି ହୋଇଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସନ୍ନି ଲିଓନି ଏବଂ ସଙ୍ଗୀତ ନିର୍ଦ୍ଦଶକ ସାକିବ ତୋଷୀଙ୍କୁ […]

sunny-leon

sunny-leon

Tapas Behera
  • Published: Sunday, 26 December 2021
  • Updated: 26 December 2021, 05:25 PM IST

Sports

Latest News

ଭୋପାଳ: ବଲିଉଡ ଷ୍ଟାର ସନ୍ନି ଲିଓନିଙ୍କ ପାଇଁ ବଢ଼ିଲା ଟେନ୍‌ସନ୍‌। ‘ମଧୁବନ୍ ମେଁ ରାଧିକା ନାଚେ” ଆଲବମ୍ ଭିଡିଓକୁ ନେଇ ଅକଳରେ ପଡ଼ିଛନ୍ତି ସନ୍ନି। ଉକ୍ତ ଭିଡିଓରେ ସନ୍ନି ଅଶ୍ଲୀଳ ଢଙ୍ଗରେ ନୃତ୍ୟୃପରିବେଶଣ କରି ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବା ଅଭିଯୋଗ ହୋଇଛି । ତୁରନ୍ତ ସେହି ଭିଡିଓକୁ ହଟାଇବା ପାଇଁ ଦାବି ହୋଇଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସନ୍ନି ଲିଓନି ଏବଂ ସଙ୍ଗୀତ ନିର୍ଦ୍ଦଶକ ସାକିବ ତୋଷୀଙ୍କୁ ଚେତାବନୀ ଦେଇଛନ୍ତି  ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ।  ୭୨ ଘଣ୍ଟାରେ ଏହି ଭିଡିଓକୁ ହଟାଇବା ପାଇଁ ଦାବି ସେ ଦାବି କରିଛନ୍ତି। ଯଦି ଏହା ନକରାଯାଏ ତେବେ ସେ ସନ୍ନିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ଉକ୍ତ ଭିଡିଓକୁ ଅଶାଳୀନ ଢଙ୍ଗରେ ପ୍ରସ୍ତୁତ କରାଯାଇ ହିନ୍ଦୁ ଭାବନା ପ୍ରତି ଆଘାତ ଦିଆଯାଇଛି ବୋଲି ସେ ‌ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଆମେ ରାଧା-କୃଷ୍ଣଙ୍କୁ ପୂଜା କରୁ। ହେଲେ ଏହି ଭିଡିଓରେ ଉଭୟଙ୍କୁ ଅପମାନ କରାଯାଇଛି। ଏହା ପୂର୍ବରୁ ଉକ୍ତ ଭିଡିଓକୁ ବୃନ୍ଦାବନ ଏବଂ ମଥୁରାର ସାଧୁମାନେ ଦାବି କରିଛନ୍ତି । ଯଦି ଅଭିନେତ୍ରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆମେ ଅଦାଲତ ଯିବୁ ବୋଲି ବୃନ୍ଦାବନର ସାଧୁ ନଭଲ ଗିରି ମହରାଜ କହିଛନ୍ତି । ଗୀତଟିରୁ ଆପତ୍ତିଜନକ ଦୃଶ୍ୟକୁ ନ ହଟାଇଲେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଏମିତିକି ସନିଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି। ସେହିପରି ତାଙ୍କ ସହ ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ସଭାପତି ମହେଶ ପାଠକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କ ଆପତ୍ତିଜନକ ଢଙ୍ଗରେ ନୃତ୍ୟ ପରିବେଶଣ ବ୍ରଜଭୂମିର ସମ୍ମାନ ପ୍ରତି ଆଞ୍ଚ ଆଣିଛି। ସାରେଗାମା ମ୍ୟୁଜିକ୍ ପକ୍ଷରୁ ଏହି ଆଲବମଟି ପ୍ରସ୍ତୁତ କରାଯାଇଛି। ଏହି ମ୍ୟୁଜିକ୍ ଭିଡିଓ ଟାଇଟଲ ରହିଛି ‘ମଧୁବନ’।

ଯେଉଁଥିରେ ସେ ଏକ ଆଇଟମ୍‌ ଗର୍ଲ ଭାବେ ସନି ଲିଓନି ନୃତ୍ୟ ପରିବେଶଣ କରୁଛନ୍ତି। ଗୀତଟିକୁ କରୀନିକା କାପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି। କୃଷ୍ଣ ଏବଂ ରାଧାଙ୍କ ପ୍ରେମକୁ ଅଧାର କରି ଗୀତଟିକୁ ଅସାଳୀନ ଢ଼ଙ୍ଗରେ ପ୍ରସ୍ତୁତ କରାଯାଇଥିବା ବେଳେ ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବା ଅଭିଯୋଗ ହୋଇଛି। ୧୯୬୦ରେ ଏହି ଗୀତକଟିକୁ ମୂଳତଃ କୋହିନୂର ଫିଲ୍ମରେ ମହମ୍ମଦ ରଫି ଗାନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story