’ସୁଶାନ୍ତ ମାମଲାରେ କ’ଣ ପାଇଲ କୁହ’-ସିବିଆଇକୁ ପଚାରିଲେ ଗୃହମନ୍ତ୍ରୀ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୬ ମାସରୁ ଅଧିକ ସମୟ ବିତିଗଲାଣି। ଏହାରି ଭିତରେ ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା। ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଦନ୍ତ ଚାଲିଥିଲେ ବି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି। ଏହାରି ଭିତରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ମୁହଁ ଖୋଲିଛନ୍ତି। ସେ ସିବିଆଇର ତଦନ୍ତ ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଅଭିନେତା […]

sushant

sushant

Madhupriya Mistry
  • Published: Monday, 28 December 2020
  • Updated: 28 December 2020, 01:45 PM IST

Sports

Latest News

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୬ ମାସରୁ ଅଧିକ ସମୟ ବିତିଗଲାଣି। ଏହାରି ଭିତରେ ସେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା। ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଦନ୍ତ ଚାଲିଥିଲେ ବି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି। ଏହାରି ଭିତରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ମୁହଁ ଖୋଲିଛନ୍ତି। ସେ ସିବିଆଇର ତଦନ୍ତ ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଯେ, ୫ ମାସରୁ ଅଧିକ ସମୟ ହେଲାଣି ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଦୀର୍ଘ ସମୟ ବିତି ଯାଇଥିଲେ ବି ସିବିଆଇ ହାତ ଏଯାଏଁ ଖାଲି ରହିଛି। ଏଯାଏଁ କାହିଁକି କୌଣସି ନିସ୍କର୍ଷ ବାହାରି ପାରୁନାହିଁ? କାହିଁକି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତା’ର ଖୁଲାସା କରିପାରୁନି ସିବିଆଇ। ଏଯାଏଁ ସୁଶାନ୍ତ ମାମଲାରେ କ’ଣ ପାଇଲ ବୋଲି ସେ ଗୃହମନ୍ତ୍ରୀ ସିବିଆଇକୁ ପ୍ରଶ୍ନ କରିଛନ୍ତି । ଏଥିସହ ଖୁବଶୀଘ୍ର ଯାଞ୍ଚ ମାମଲାର ଖୁଲାସା କରନ୍ତୁ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସିବିଆଇକୁ ଅନୁରୋଧ କରିଛନ୍ତି।

ଏହାପୂର୍ବରୁ ମଧ୍ୟ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ସୁଶାନ୍ତଙ୍କ ପରିବାର ଓ ତାଙ୍କ ଓକିଲ ତଦନ୍ତ ପ୍ରକ୍ରିୟାରେ ସିବିଆଇ କରୁଥିବା ବିଳମ୍ବକୁ ନେଇ ପ୍ରଶ୍ନ କରିଥିଲେ। ଜାଣିଶୁଣି ସିବିଆଇ ଏହି ମାମଲାରେ ବିଳମ୍ବ କରୁଛି ବୋଲି ସେମାନେ ଅଭିଯୋଗ ଉଠାଇଥିଲେ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ମୁମ୍ବାଇ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ। ମୁମ୍ବାଇ ପୁଲିସ ଏହି ମାମଲାର ପ୍ରାରମ୍ଭିକ ତଦନ୍ତ କରୁଥିଲା। କିନ୍ତୁ ପରିବାର ଲୋକଙ୍କ ଦାବି ପରେ ଅଗଷ୍ଟ ୧୯ ତାରଖରେ ସୁପ୍ରିମ କୋର୍ଟ ସିବିଇଆକୁ ଏହି ମାମଲାର ତଦନ୍ତ ଭାର ଦେଇଥିଲେ। ସେପେଟ ସୁଶାନ୍ତ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲା ନେଇ ଏନସିବିକୁ ତଦନ୍ତ ଭାର ଦିଆଯାଇଥିଲା। ଏବେ ତିନୋଟି ତଦନ୍ତ ସଂସ୍ଥା ଏନସିବି, ସିବିଆଇ ଓ ଇଡି ଏହି ମାମଲାର ଯାଞ୍ଚ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story