‘ବିୟଣ୍ଡ ଦି କ୍ଲାଉଡ’ରେ ମାଳଭିକାଙ୍କ ଏଣ୍ଟ୍ରି, ଦୀପିକା ଆଉଟ

ମୁମ୍ବାଇ: ଇରାନ ଲେଖକ ତଥା ଫିଲ୍ମ ମେକର ମଜିଦ୍ ମଜିଦ୍‌ଙ୍କ ନୂଆ ସିନେମା ‘ବିୟଣ୍ଡ ଦି କ୍ଲାଉଡ’ରେ ଏଣ୍ଟ୍ରି  କରିଛନ୍ତି ମଡେଲ ମାଳଭିକା ମୋହନନ୍। ଏହି ଫିଲ୍ମରେ ମାଳ‌ଭିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାରେ ପ୍ରଥମେ ଦୀପିକା ପାଦୁକନଙ୍କ ସହ ସାଇନ ହୋଇଥିଲା। ମାଳଭିକାଙ୍କ ଲୁକ୍ ଏବଂ ତାଙ୍କର ଗ୍ୟାଟ ଅପ୍ ଚରିତ୍ରକୁ ପୁରା ମ୍ୟାଚ୍ ହୋଇଥିବାରୁ ତାଙ୍କୁ ସୁଯୋଗ ମିଳିଥିଲା। ଆଉ ଦୀପିକା ଆଉଟ ହୋଇଛନ୍ତି। ଥିଏଟର ଅଭିନେତ୍ରୀ ଭାବେ ପରିଚିତ ମାଳଭିକା […]

Malavika

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 03:07 PM IST

ମୁମ୍ବାଇ: ଇରାନ ଲେଖକ ତଥା ଫିଲ୍ମ ମେକର ମଜିଦ୍ ମଜିଦ୍‌ଙ୍କ ନୂଆ ସିନେମା ‘ବିୟଣ୍ଡ ଦି କ୍ଲାଉଡ’ରେ ଏଣ୍ଟ୍ରି  କରିଛନ୍ତି ମଡେଲ ମାଳଭିକା ମୋହନନ୍। ଏହି ଫିଲ୍ମରେ ମାଳ‌ଭିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାରେ ପ୍ରଥମେ ଦୀପିକା ପାଦୁକନଙ୍କ ସହ ସାଇନ ହୋଇଥିଲା। ମାଳଭିକାଙ୍କ ଲୁକ୍ ଏବଂ ତାଙ୍କର ଗ୍ୟାଟ ଅପ୍ ଚରିତ୍ରକୁ ପୁରା ମ୍ୟାଚ୍ ହୋଇଥିବାରୁ ତାଙ୍କୁ ସୁଯୋଗ ମିଳିଥିଲା। ଆଉ ଦୀପିକା ଆଉଟ ହୋଇଛନ୍ତି। ଥିଏଟର ଅଭିନେତ୍ରୀ ଭାବେ ପରିଚିତ ମାଳଭିକା ଅନେକ କଳାତ୍ମକ ଫିଲ୍ମରେ ଅଭିନୟ କରିଛନ୍ତି।  ବିଶିଷ୍ଟ ସିନେ କଳାକାର କେ.ୟୁ ମୋହନନ୍ଙ୍କ ଝିଅ ହେଉଛନ୍ତି ମାଳଭିକା

Related story