ସୁଇମିଂପୁଲ୍‌ରେ ହଟ୍‌ ଅନ୍ଦାଜ୍‌ରେ ନଜର ଆସିଲେ ମଲାଇକା

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ବଲିଉଡର ଫିଟ୍‌ ମା’ ହେବା ସହ ତାଙ୍କ ଷ୍ଟାଇଲ ପାଇଁ  ତାଙ୍କୁ ଅନେକ ଲୋକେ ଜାଣନ୍ତି। ନିକଟରେ ମଲାଇକା ନିଜ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ସୁଇମିଂ କଷ୍ଟ୍ୟୁମ୍‌ରେ  ହଟ୍‌ ଅନ୍ଦାଜ୍‌ରେ ପାଣି ମଧ୍ୟରେ ରହିଥିବା ଦେଖିବାକୁ ମିଳୁଛି। ନିଜ ସେକ୍ସି ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ‘ସମର୍‌ ଲଭ୍‌ ଇନ୍‌ ଟେକ୍‌ ମି ବ୍ୟାକ୍‌’ ବୋଲି ସେ […]

mnug2mfj7jeir1w (1)

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 03:22 PM IST

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ବଲିଉଡର ଫିଟ୍‌ ମା’ ହେବା ସହ ତାଙ୍କ ଷ୍ଟାଇଲ ପାଇଁ  ତାଙ୍କୁ ଅନେକ ଲୋକେ ଜାଣନ୍ତି।

ନିକଟରେ ମଲାଇକା ନିଜ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ସୁଇମିଂ କଷ୍ଟ୍ୟୁମ୍‌ରେ  ହଟ୍‌ ଅନ୍ଦାଜ୍‌ରେ ପାଣି ମଧ୍ୟରେ ରହିଥିବା ଦେଖିବାକୁ ମିଳୁଛି। ନିଜ ସେକ୍ସି ଫଟୋ ସେୟାର କରି କ୍ୟାପ୍‌ସନ୍‌ରେ ‘ସମର୍‌ ଲଭ୍‌ ଇନ୍‌ ଟେକ୍‌ ମି ବ୍ୟାକ୍‌’ ବୋଲି ସେ ଲେଖିଛନ୍ତି।

୪୪ ବର୍ଷ ବୟସରେ ବିକିନି ଫଟୋ ସେୟାରକୁ ନେଇ କିଛି ଲୋକ ପ୍ରଶଂସା କରିଥିବା ବେଳେ କିଛି ଲୋକ ଏହାକୁ ଗ୍ରହଣ କରିପାରିନାହାନ୍ତି। ଏହାକୁ ନେଇ କିଛି ଲୋକ କଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

Related story