ମରାଠୀ ଗୀତ ଗାଇଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡରେ ଧମାଲ କରୁଥିବା ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କାଙ୍କୁ ଏବେ ମରାଠୀ ଫିଲ୍ମରେ ଗୀତ ଗାଇବାର ଶୁଣିବେ। ପ୍ରିୟଙ୍କା ‘ଭେଣ୍ଟିଲେଟର’ ନାମକ ଏକ ମରାଠୀ ଫିଲ୍ମରେ ‘ବାବା’ ନାମକ ଏକ ଗୀତ ବୋଲିଛନ୍ତି। ଏହି ‘ବାବା’ ଗୀତଟି ପିତାଙ୍କୁ ସମର୍ପଣ ଉଦ୍ଦେଶ୍ୟରେ ଲେଖାଯାଇଛି। ଗୀତଟି ପିତାଙ୍କୁ ନେଇ ଲେଖା ହୋଇଥିବାରୁ ଏହା ପ୍ରିୟଙ୍କାଙ୍କ ମନକୁ ବି ଖୁବ୍ ପାଇଛି। ଏହା ପୂର୍ବରୁ ପ୍ରିୟଙ୍କା ଉଭୟ ଇଂରାଜୀ ଓ ହିନ୍ଦୀରେ ଗୀତ ଗାଇ ସାରିଛନ୍ତି।

priyanka-chopra

Rakesh Mallick
  • Published: Thursday, 03 November 2016
  • , Updated: 03 November 2016, 07:05 PM IST

Related story