ଆରମ୍ଭ ହେଲା କପିଲ୍‌ଙ୍କ ବାହାଘର ପ୍ରସ୍ତୁତି

ଆରମ୍ଭ ହୋଇଯାଇଛି କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ବାହାଘର ପ୍ରସ୍ତୁତି। ୧୨ ଡିସେମ୍ବରକୁ କପିଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।  ନିଜ ଲେଡି ଲକ୍ ଗିନ୍ନି ଚତରଥଙ୍କୁ ବିବାହ କରିବାକୁ ଯାଉଛନ୍ତି କପିଲ। https://www.instagram.com/p/Bq9EFxhBlco/?utm_source=ig_web_copy_link ଗତ ସୋମବାର କପିଲଙ୍କ ଘରେ ମାତା ରାନୀଙ୍କ ଜଗରାତା ସହିତ ଗିନ୍ନିଙ୍କ ଚୁଡ଼ା ଫଙ୍ଗସନ୍ ମଧ୍ୟ ସରିଯାଇଛି।  ଗିନ୍ନି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହାର କିଛି ଫୋଟୋ ପୋଷ୍ଟ କରିଛନ୍ତି। ଫଟୋରେ ଗିନ୍ନି ବେଶ୍ ସୁନ୍ଦର ଲାଗୁଛନ୍ତି। ଉତ୍ସବରେ […]

kapilll

Chinmayee Roy
  • Published: Thursday, 06 December 2018
  • , Updated: 06 December 2018, 03:54 PM IST

ଆରମ୍ଭ ହୋଇଯାଇଛି କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ବାହାଘର ପ୍ରସ୍ତୁତି। ୧୨ ଡିସେମ୍ବରକୁ କପିଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।  ନିଜ ଲେଡି ଲକ୍ ଗିନ୍ନି ଚତରଥଙ୍କୁ ବିବାହ କରିବାକୁ ଯାଉଛନ୍ତି କପିଲ।

https://www.instagram.com/p/Bq9EFxhBlco/?utm_source=ig_web_copy_link

ଗତ ସୋମବାର କପିଲଙ୍କ ଘରେ ମାତା ରାନୀଙ୍କ ଜଗରାତା ସହିତ ଗିନ୍ନିଙ୍କ ଚୁଡ଼ା ଫଙ୍ଗସନ୍ ମଧ୍ୟ ସରିଯାଇଛି।  ଗିନ୍ନି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହାର କିଛି ଫୋଟୋ ପୋଷ୍ଟ କରିଛନ୍ତି। ଫଟୋରେ ଗିନ୍ନି ବେଶ୍ ସୁନ୍ଦର ଲାଗୁଛନ୍ତି। ଉତ୍ସବରେ ସେ ଲାଲ୍‌ ରଙ୍ଗର ସଲୱାର ସୁଟ୍‌ ପିନ୍ଧିଛନ୍ତି।

https://www.instagram.com/p/Bq9EBRhhybk/?utm_source=ig_web_copy_link

ଆସନ୍ତା ୧୨ ତାରିଖରେ କପିଲ୍‌ ଓ ଗିନ୍ନି ଜଲନ୍ଧରରେ ବିବାହ କରିବେ। ଏହା ପରେ ମୁମ୍ବାଇରେ କପିଲଙ୍କ ରିସେପ୍‌ସନ୍ କାର୍ଯ୍ୟକ୍ରମ ରହିଛି। କପିଲ୍‌ ନିଜ ବାହାଘରକୁ ଫ୍ୟାସନେବଲ୍ କରିବା ବଦଳରେ ପାରମ୍ପରିକ କରିବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି।

Related story