କାହିଁକି ଏ ବାହାଘର ବେଶ? ଭିଡିଓ ଦେଖିଲେ ଜାଣିବେ ଗୁମର

Ordigital Desk
  • Published: Thursday, 30 November 2017
  • , Updated: 30 November 2017, 05:39 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଚାଲିଛି ବାହାଘର ପ୍ରସ୍ତୁତି। ସେଥିପାଇଁ ସମସ୍ତଙ୍କ ମନରେ ଖୁସିର ଝଲକ୍। ଧୁମ୍ ଧାମ୍&zwnj;ରେ ଚାଲିଛି ବିବାହ ଆୟୋଜନ। ସେରୱାନୀରେ ସଜେଇ ହୋଇଛନ୍ତି ଦୁଇ କଳାକାର ସମ୍ୱିତ୍ ଓ ଜ୍ୟୋତି। ହେଲେ ଦର୍ଶକଙ୍କ ମନରେ କନ୍&zwnj;ଫ୍ୟୁଜନ୍। ବାହଘର କାହାର? ଏ ଦୁହିଁକର ବାହାଘର କି? ସଥିପାଇଁ ଏ ଦୁହେଁ ଏତେ ସଜେଇ ହୋଇଛନ୍ତି କି? ନା ଆଉ କାହା ବାହାଘରରେ ଏମାନେ ସାମିଲ ହୋଇଛନ୍ତି। ଆପଣଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଠୁଥିବ। ଆମେ ସବୁକିଛି କ୍ଳିଅର କରିଦେଉଛୁ।</p> <p>ହାପି ୱେଡସ୍ କୋଏଲ୍ ।ଏଠାରେ ହାପି ହେଉଛନ୍ତି ସମ୍ବିତ୍ ଏବଂ କୋଏଲ୍ ହେଉଛନ୍ତି ସସ୍ମିତା। ରିଅଲରେ ନୁହ୍ଁ ରିଲ୍&zwnj;ରେ ହେଉଛି ବିବାହ। ତରଙ୍ଗ ସିନେ ପ୍ରତକ୍ସନର ଆଗାମୀ ଫିଲ୍ମ &#039;&lt;strong&gt;ହାପି ଲକି&lt;/strong&gt;&lt;strong&gt;&#039;&lt;/strong&gt;ର ଏ ହେଉଛି ଏକ ଝଲକ୍।</p> <p>ବିବାହ ସମୟରେ ଯେମିତି ମାହୋଲ ଥାଏ ଏଠାରେ ମଧ୍ୟ ସେମିତି ମାହୋଲ ରହିଛି। ଚିକ୍&zwnj;ମିକ୍&zwnj; ଲାଇଟ୍&zwnj;ରେ ପୁରା ଘର ସଜା ହୋଇଛି। ବିବାହ ପରିବେଶକୁ ଆହୁରି ସୁନ୍ଦର କରିଦେଉଛି ସମସ୍ତଙ୍କର ନାଚ। ନାଚଗୀତର ସୁଟିଂ ପାଇଁ କୋରିଓଗ୍ରାଫର୍ ବି ପୁରା ବ୍ୟସ୍ତ। ଏକସଙ୍ଗେ ଏତେ ଷ୍ଟାରଙ୍କୁ ନାଚ ଶିଖାଇବା ଏତେ ସହଜ ବି ହେଉନି। ହେଲେ ଗୀତର ବିଟ୍ ବାଏ ବିଟ୍ ଷ୍ଟେପ୍ କରି ଶିଖାଇବାରେ ଲାଗିଛନ୍ତି କୋରିଓଗ୍ରାଫର୍। ଆଉ ତାକୁ ଫଲୋ କରିବାରେ ଲଗିଛନ୍ତି ସବୁ ଷ୍ଟାରକାଷ୍ଟ।</p> <p>ତେବେ ଡ୍ୟାନ୍ସ ହେଉ କି ସଙ୍ଗ୍। ଏମିତି କିଛି ମଜାଦାର କାହାଣୀ ଦେବା ପାଇଁ ପ୍ରାୟାସ କରୁଛି ତରଙ୍ଗ ସିନେପ୍ରଡକ୍ସନ। ଯାହା ଏଥର ନୂଆ ବର୍ଷରେ ନିଶ୍ଚୟ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବ।</p>

Related story