ସମସ୍ତଙ୍କ ସମ୍ମୁଖରେ ଏତେ ବଡ଼ ସିକ୍ରେଟ୍‌ କହିଦେଲେ ପତ୍ନୀ, ଥତମତ ହୋଇଗଲେ ସାହିଦ୍‌

ମୁମ୍ବାଇ: ଅଭିନୟ ହେଉକି ନାଚ ସବୁ କ୍ଷେତ୍ରରେ ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି ସାହିଦ୍ କପୁର। ନିକଟରେ ସେ ସବୁ କଳାକାରଙ୍କୁ ପଛରେ ପକେଇ ଏସିଆର ସବୁଠୁ ସେକ୍ସିଏଷ୍ଟ ମ୍ୟାନ୍‌ ସାଜିଛନ୍ତି। ସାହିଦ୍‌ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ସାହିଦ୍‌ ଓ ତାଙ୍କ ପତ୍ନୀ ମୀରା ରାଜପୁତଙ୍କ  ବିଷୟରେ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ସେ ଦୁହିଁଙ୍କର ଆରେଞ୍ଜ ମ୍ୟାରେଜ୍‌ ହୋଇଥିଲେ ବି ଦୁହିଁଙ୍କ ଭିତରେ ଭରପୂର ରୋମାନ୍ସ ଦେଖିବାକୁ […]

shahid-meera

shahid-meera

Rakesh Mallick
  • Published: Monday, 18 December 2017
  • Updated: 18 December 2017, 12:46 PM IST

Sports

Latest News

ମୁମ୍ବାଇ: ଅଭିନୟ ହେଉକି ନାଚ ସବୁ କ୍ଷେତ୍ରରେ ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି ସାହିଦ୍ କପୁର। ନିକଟରେ ସେ ସବୁ କଳାକାରଙ୍କୁ ପଛରେ ପକେଇ ଏସିଆର ସବୁଠୁ ସେକ୍ସିଏଷ୍ଟ ମ୍ୟାନ୍‌ ସାଜିଛନ୍ତି। ସାହିଦ୍‌ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ସାହିଦ୍‌ ଓ ତାଙ୍କ ପତ୍ନୀ ମୀରା ରାଜପୁତଙ୍କ  ବିଷୟରେ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ସେ ଦୁହିଁଙ୍କର ଆରେଞ୍ଜ ମ୍ୟାରେଜ୍‌ ହୋଇଥିଲେ ବି ଦୁହିଁଙ୍କ ଭିତରେ ଭରପୂର ରୋମାନ୍ସ ଦେଖିବାକୁ ମିଳିଥାଏ। ଦର୍ଶକେ ମଧ୍ୟ ଦୁହିଁଙ୍କୁ ଖୁବ୍‌ ପସନ୍ଦ କରିନ୍ତି। ସବୁବେଳେ ସେମାନଙ୍କ ବିଷୟରେ କିଛି ହଟ୍‌କେ ଶୁଣିବାକୁ ଅନେଇ ବସିଥାନ୍ତି।

ନିକଟରେ ମୀରା ସାହିଦ୍‌ଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଏହି କଥା ଶୁଣିବା ପରେ ଦୁହିଁଙ୍କ ଫ୍ୟାନ୍‌ଙ୍କୁ ଟିକେ ଝଟ୍‌କା ଲାଗିପାରେ। ତେବେ ଚାଲନ୍ତୁ ଜାଣିବା ସେ କଥାଟି କ’ଣ?

shahidକରଣଙ୍କ ଶୋ’ ‘କଫି ଉଇଥ୍‌ କରଣ୍‌’କୁ ଆସିଥିଲେ ମୀରା ଓ ସାହିଦ୍‌। କୌଣସି ଶୋ’କୁ ଆସିବାରେ ଏହା ମୀରାଙ୍କ ପାଇଁ ପ୍ରଥମ ଘଟଣା ଥିଲା। କରଣ ମୀରାଙ୍କ ସହ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିଥିଲେ। ସେହି ସମୟରେ କରଣ ତାଙ୍କ ସେକ୍ସ ଲାଇଫ୍‌ ବିଷୟରେ ପଚାରିଥିଲେ। ମୀରା କହିଥିଲେ ଯେ ଥରେ ସାହିଦ୍‌ ତାଙ୍କ ସହ କାର୍‌ରେ ସେକ୍ସ କରିଥିଲେ। ଏକଥା ଶୁଣିବା ପରେ ସାହିଦ୍‌ ଟିକେ ହଡ଼ବଡ଼େଇ ଯାଇଥିଲେ ଓ  ପଚାରିଥିଲେ କେବେ ଘଟିଥିଲା ଏ ଘଟଣା। ମୀରା କିନ୍ତୁ ଏହାର କିଛି ଉତ୍ତର ଦେଇ ନଥିଲେ। ଏହି ଶୋ’ରେ ମୀରା ଆଉ ଏକ ଖୁଲାସା ମଧ୍ୟ କରିଥିଲେ। ସେ କହିଥିଲେ ଯେ ରାତିରେ ସେକ୍ସ କରିବା ପରେ ସାହିଦ୍‌ ଉଲଗ୍ନ ହୋଇ ଶୋଇବାକୁ ଭଲ ପାଆନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos