ବୁଢ଼ା ବୟସରେ ମିହିରଙ୍କ ଠୁମ୍‌କା, ସୁନ୍ଦରୀଙ୍କ ସହ ଅଣ୍ଟାରେ ହାତ ରଖି ନାଚିଲେ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଷ୍ଟାଇଲିସ୍ ହେୟାର ଷ୍ଟାଇଲ। ଆଖିରେ କଳା ଚଷମା ଓ କମଳା ରଙ୍ଗର କୁର୍ତା ଉପରେ ଷ୍ଟାଇଲିସ ଲେଦର ଜ୍ୟାକେଟ୍। ଏକଦମ୍ ୟଙ୍ଗ୍ ଲୁକ୍ ରେ ସୁନ୍ଦରୀ ମାନଙ୍କ ସହ ଅଣ୍ଟା ହଲାଉଛନ୍ତି ଭେଟେରାନ୍ ମିହିର ଦାସ। ତାଙ୍କର ଏମିତି ଗେଟ୍ଅପ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଥରେ ନୁହଁ ବାରମ୍ୱାର ତାଙ୍କର ଏହି ଲୁକ୍ ଦେଖିବାକୁ ଆପଣଙ୍କ ଇଚ୍ଛା ହୋଇପାରେ।

ପୂଜା ବଜାରରେ ରିଲିଜ ହେବାକୁ ଯାଉଥିବା ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଚଳଚ୍ଚିତ୍ର ହିରୋ ନଂ-୧ରେ ତାଙ୍କୁ ଦେଖିବାକୁ ମିଳିବ ଏମିତି ଏକ ନୂଆ ଅବତାରରେ। ହିରୋ ନଂ-୧ର ଏକ ଧୁମ୍ ଧଡ଼ାକା ଗୀତ ‘ଡାର୍ଲିଂ ଡାର୍ଲିଂ…’ରେ ସେ କିଛି ସୁନ୍ଦରୀ ଝିଅଙ୍କ ସହ ନାଚୁଥିବାର ନଜର ଆସିବେ।  ତାଙ୍କ ସହ ଏହି ଗୀତରେ ତାଙ୍କ ସାଥ୍ ଦେଇଛନ୍ତି ଅଭିନେତ୍ରୀ ଶ୍ରାବଣୀ। ଗୀତଟିକୁ ସତ୍ୟଜିତ୍ ଓ ଦୀପ୍ତିରେଖା ଗାଇଥିବା ବେଳେ ଡ୍ୟାନ୍ସ କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ। ଗୀତର ତାଳେ ତାଳେ ମିହିରଙ୍କ ଠୁମକା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ବିଶ୍ୱାସ ରହିଛି। ଫିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି।

 

 

 

ଆହୁରି ପଢ଼ନ୍ତୁ

‘ଫେୟାର ଆଣ୍ଡ ଲଭଲି’କୁ ଟ୍ରୋଲ କରି ନିଜେ ଟ୍ରୋଲ୍ ହେଇଗଲେ ଶେଖର

ମାଧୁରୀଙ୍କୁ ମୋହିନୀ ବନେଇଥିଲେ ସରୋଜ

ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ କରିଥିଲେ ଶେଷ ପୋଷ୍ଟ

ଐଶ୍ୱର୍ଯ୍ୟାଙ୍କ ନାଁ ନଥିବାରୁ କରନ୍‌ଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଅକ୍ଷୟ!

ଭିଡିଓ କଲ୍‌ରେ ମହାପ୍ରଭୁଙ୍କ ଦର୍ଶନ କଲେ ବାବୁସାନ୍‌

ପରଲୋକରେ ବଲିଉଡ୍‌ କୋରିଓଗ୍ରାଫର ସରୋଜ ଖାନ୍

‘ଆତ୍ମହତ୍ୟାର ବହୁତ ପାଖରେ ଥିଲି, ବଡାପାଓ ବି ଦାମୀ ଲାଗୁଥିଲା’

ସଞ୍ଜୟ ଦତ୍ତଙ୍କ ଝିଅର ବୟଫ୍ରେଣ୍ଡଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ଏମିତି କଲେ ଇମୋସନାଲ୍‌ ପୋଷ୍ଟ

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା

‘ଆତ୍ମହତ୍ୟା କରିବା ସ୍ଥିତିରେ ଥିଲି’

ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ପ୍ରେମର ଭାଷା ବୁଝେ ନାହିଁ ଚୀନ୍‌ : ସୋନୁ ନିଗମ୍‌