ବୁଢ଼ା ବୟସରେ ମିହିରଙ୍କ ଠୁମ୍‌କା, ସୁନ୍ଦରୀଙ୍କ ସହ ଅଣ୍ଟାରେ ହାତ ରଖି ନାଚିଲେ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଷ୍ଟାଇଲିସ୍ ହେୟାର ଷ୍ଟାଇଲ। ଆଖିରେ କଳା ଚଷମା ଓ କମଳା ରଙ୍ଗର କୁର୍ତା ଉପରେ ଷ୍ଟାଇଲିସ ଲେଦର ଜ୍ୟାକେଟ୍। ଏକଦମ୍ ୟଙ୍ଗ୍ ଲୁକ୍ ରେ ସୁନ୍ଦରୀ ମାନଙ୍କ ସହ ଅଣ୍ଟା ହଲାଉଛନ୍ତି ଭେଟେରାନ୍ ମିହିର ଦାସ। ତାଙ୍କର ଏମିତି ଗେଟ୍ଅପ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଥରେ ନୁହଁ ବାରମ୍ୱାର ତାଙ୍କର ଏହି ଲୁକ୍ ଦେଖିବାକୁ ଆପଣଙ୍କ ଇଚ୍ଛା ହୋଇପାରେ।

ପୂଜା ବଜାରରେ ରିଲିଜ ହେବାକୁ ଯାଉଥିବା ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଚଳଚ୍ଚିତ୍ର ହିରୋ ନଂ-୧ରେ ତାଙ୍କୁ ଦେଖିବାକୁ ମିଳିବ ଏମିତି ଏକ ନୂଆ ଅବତାରରେ। ହିରୋ ନଂ-୧ର ଏକ ଧୁମ୍ ଧଡ଼ାକା ଗୀତ 'ଡାର୍ଲିଂ ଡାର୍ଲିଂ...'ରେ ସେ କିଛି ସୁନ୍ଦରୀ ଝିଅଙ୍କ ସହ ନାଚୁଥିବାର ନଜର ଆସିବେ।  ତାଙ୍କ ସହ ଏହି ଗୀତରେ ତାଙ୍କ ସାଥ୍ ଦେଇଛନ୍ତି ଅଭିନେତ୍ରୀ ଶ୍ରାବଣୀ। ଗୀତଟିକୁ ସତ୍ୟଜିତ୍ ଓ ଦୀପ୍ତିରେଖା ଗାଇଥିବା ବେଳେ ଡ୍ୟାନ୍ସ କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ। ଗୀତର ତାଳେ ତାଳେ ମିହିରଙ୍କ ଠୁମକା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ବିଶ୍ୱାସ ରହିଛି। ଫିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି।

Ordigital Desk
• Published: Wednesday, 20 September 2017
• Updated: 20 September 2017, 03:03 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଷ୍ଟାଇଲିସ୍ ହେୟାର ଷ୍ଟାଇଲ। ଆଖିରେ କଳା ଚଷମା ଓ କମଳା ରଙ୍ଗର କୁର୍ତା ଉପରେ ଷ୍ଟାଇଲିସ ଲେଦର ଜ୍ୟାକେଟ୍। ଏକଦମ୍ ୟଙ୍ଗ୍ ଲୁକ୍ ରେ ସୁନ୍ଦରୀ ମାନଙ୍କ ସହ ଅଣ୍ଟା ହଲାଉଛନ୍ତି ଭେଟେରାନ୍ ମିହିର ଦାସ। ତାଙ୍କର ଏମିତି ଗେଟ୍ଅପ୍ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଥରେ ନୁହଁ ବାରମ୍ୱାର ତାଙ୍କର ଏହି ଲୁକ୍ ଦେଖିବାକୁ ଆପଣଙ୍କ ଇଚ୍ଛା ହୋଇପାରେ।

ପୂଜା ବଜାରରେ ରିଲିଜ ହେବାକୁ ଯାଉଥିବା ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଚଳଚ୍ଚିତ୍ର ହିରୋ ନଂ-୧ରେ ତାଙ୍କୁ ଦେଖିବାକୁ ମିଳିବ ଏମିତି ଏକ ନୂଆ ଅବତାରରେ। ହିରୋ ନଂ-୧ର ଏକ ଧୁମ୍ ଧଡ଼ାକା ଗୀତ 'ଡାର୍ଲିଂ ଡାର୍ଲିଂ...'ରେ ସେ କିଛି ସୁନ୍ଦରୀ ଝିଅଙ୍କ ସହ ନାଚୁଥିବାର ନଜର ଆସିବେ।  ତାଙ୍କ ସହ ଏହି ଗୀତରେ ତାଙ୍କ ସାଥ୍ ଦେଇଛନ୍ତି ଅଭିନେତ୍ରୀ ଶ୍ରାବଣୀ। ଗୀତଟିକୁ ସତ୍ୟଜିତ୍ ଓ ଦୀପ୍ତିରେଖା ଗାଇଥିବା ବେଳେ ଡ୍ୟାନ୍ସ କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ। ଗୀତର ତାଳେ ତାଳେ ମିହିରଙ୍କ ଠୁମକା ଦର୍ଶକଙ୍କ ମନୋରଞ୍ଜନ କରିବ ବୋଲି ବିଶ୍ୱାସ ରହିଛି। ଫିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos