ଟିନ୍ ଓସ୍ତାଦ: ଯିଏ କରି ପାରୁଛନ୍ତି 30 ଗାୟକଙ୍କ କଣ୍ଠର ନକଲ

ଆମେ ସମସ୍ତେ ଜାଣନ୍ତି, ଗୀତ ଗାଇବା ଏକ ସହଜ ବ୍ୟାପାର ନୁହେଁ  ଏଥିପାଇଁ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିବ। ପିଲାଟି ଦିନରୁ ଗୁରୁଙ୍କଠାରୁ ସଙ୍ଗୀତ ଶିକ୍ଷା କରିବାକୁ ପଡ଼ିବ। ତା ସହିତ ସବୁଦିନ ରିଆଜ୍ କରିବାକୁ ପଡ଼ିବ। ଯେଉଁମାନେ ଆଜି ବଡ଼ ବଡ଼ ଗାୟକ ହୋଇଛନ୍ତି ସେମାନେ ଆଜୀବନ କଠିନ ପରିଶ୍ରମ ଦ୍ୱାରା ହିଁ ଏହି ବିଦ୍ୟାର ଅଧିକାରୀ ହୋଇପାରିଛନ୍ତି। କିନ୍ତୁ ଆଜି ଆସନ୍ତୁ ଭେଟିବା ଏମିତି ଜଣେ ଆଶ୍ଚର୍ଯ୍ୟ ବାଳକକୁ ଯିଏ ତା ସଫଳତାରେ […]

AKSH

AKSH

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 04:25 PM IST

Sports

Latest News

ଆମେ ସମସ୍ତେ ଜାଣନ୍ତି, ଗୀତ ଗାଇବା ଏକ ସହଜ ବ୍ୟାପାର ନୁହେଁ  ଏଥିପାଇଁ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିବ। ପିଲାଟି ଦିନରୁ ଗୁରୁଙ୍କଠାରୁ ସଙ୍ଗୀତ ଶିକ୍ଷା କରିବାକୁ ପଡ଼ିବ। ତା ସହିତ ସବୁଦିନ ରିଆଜ୍ କରିବାକୁ ପଡ଼ିବ। ଯେଉଁମାନେ ଆଜି ବଡ଼ ବଡ଼ ଗାୟକ ହୋଇଛନ୍ତି ସେମାନେ ଆଜୀବନ କଠିନ ପରିଶ୍ରମ ଦ୍ୱାରା ହିଁ ଏହି ବିଦ୍ୟାର ଅଧିକାରୀ ହୋଇପାରିଛନ୍ତି। କିନ୍ତୁ ଆଜି ଆସନ୍ତୁ ଭେଟିବା ଏମିତି ଜଣେ ଆଶ୍ଚର୍ଯ୍ୟ ବାଳକକୁ ଯିଏ ତା ସଫଳତାରେ ଆପଣଙ୍କ ମୁଣ୍ଡ ଗୋଲ୍ କରିଦେଇ ପାରେ।

ପିଲାଟିର ନାଁ ହେଉଛି ଅକ୍ସ ବାଘଲା, ବୟସ ବେଶୀ ନୁହେଁ , ଟିନ୍ ଏଜ୍ ବୟସର ଏହି ପିଲାଟିର ଜୀବନଶୈଳୀ ଖୁବ୍ ସାଧାରଣ। ହେଲେ କାମ କରିଛି ଖୁବ୍ ବଡ଼।  ସେ ଜଣେ ସଫଳ ଗାୟକ, କିନ୍ତୁ ଅନ୍ୟମାନଙ୍କ ପରି ନୁହେଁ, ତାଙ୍କ ପାଖରେ ଅଛି ଗାୟକଙ୍କଠାରୁ କିଛି ଅଧିକ ଦକ୍ଷତା। ସେ ଜାଣିଛନ୍ତି ଏମିତ କିଛି କଳା। ଯାହା ସମସ୍ତଙ୍କ ପାଖେ ଖୋଜିଲେ ମିଳେନି। ପ୍ରତି ଗାୟକ ନିଜ ସ୍ୱର ପାଇଁ ପ୍ରସିଦ୍ଧ ହେଉଥିବା ବେଳେ ଅକ୍ସ ଏକାଧିକ ଗାୟକଙ୍କ ସ୍ୱର ନକଲ କରି ପ୍ରସିଦ୍ଧ ହୋଇଯାଇଛନ୍ତି।

ଅକ୍ସ ବାଘଲା ଜଣେ କି ଦୁଇଜଣ ନୁହେଁ, 30 ଜଣ ଗାୟକ ଗାୟିକାଙ୍କ ସ୍ୱରକୁ ଅବିକଳ ନକଲ କରି ପାରୁଛନ୍ତି। ଏହି ତାଲିକାରେ ଅଛନ୍ତି ଅରିଜିତ୍ ସିଂହଙ୍କଠାରୁ ଆରମ୍ଭ କରି ଜଷ୍ଟିନ୍ ବେବରଙ୍କ ପର୍ଯ୍ୟନ୍ତ ପ୍ରସିଦ୍ଧ ଗାୟକ। ସୋନୁ ନିଗମ, ହନି ସିଂ, ସନମ ପୁରୀ, ଜଗଜିତ ସିଂ ଓ ଅରମାନ୍ ମଲ୍ଲିକଙ୍କ ପରି ଅନେକ ସଫଳ ଭାରତୀୟ ଗାୟକଙ୍କ ସ୍ୱରକୁ ମଧ୍ୟ ସେ ସଫଳତାର ସହ ନକଲ କରିପାରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story