ଫିଲ୍ମ ‘ମିର୍ଯୟା’ର ଟ୍ରେଲର ରିଲିଜ୍

ମୁମ୍ବାଇ : ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରାଙ୍କ ଆଗାମୀ ଫିଲ୍ମ ‘ମିର୍ଯୟା’ ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲର ପୂର୍ବରୁ ଫିଲ୍ମର ଦୁଇଟି ଯାକ ଟିଜର ମଧ୍ୟ ରିଲିଜ୍ ହୋଇସାରିଛି । ଟିଜର ଦୁଇଟି ଦର୍ଶକଙ୍କ ବେଶ ପସନ୍ଦ ହୋଇଛି।  ଏବେ ଟ୍ରେଲର ରିଲଜ ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢାଇବା ଲାଗିଛି। ହର୍ଷବର୍ଦ୍ଧନ କପୁର ଏବଂ ସୈୟାମୀ ଖେର ଷ୍ଟାରର୍ ଫିଲ୍ମ ‘ମିର୍ଯୟା’ ର ଟ୍ରେଲରକୁ ଏପର୍ଯ୍ୟନ୍ତ ୧,୬୦,୦୦୦ରୁ ଅଧିକ ଲୋକ […]

Mirzya

Mirzya

Rakesh Mallick
  • Published: Friday, 24 June 2016
  • Updated: 24 June 2016, 10:18 PM IST

Sports

Latest News

ମୁମ୍ବାଇ : ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରାଙ୍କ ଆଗାମୀ ଫିଲ୍ମ ‘ମିର୍ଯୟା’ ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲର ପୂର୍ବରୁ ଫିଲ୍ମର ଦୁଇଟି ଯାକ ଟିଜର ମଧ୍ୟ ରିଲିଜ୍ ହୋଇସାରିଛି । ଟିଜର ଦୁଇଟି ଦର୍ଶକଙ୍କ ବେଶ ପସନ୍ଦ ହୋଇଛି।  ଏବେ ଟ୍ରେଲର ରିଲଜ ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢାଇବା ଲାଗିଛି।

ହର୍ଷବର୍ଦ୍ଧନ କପୁର ଏବଂ ସୈୟାମୀ ଖେର ଷ୍ଟାରର୍ ଫିଲ୍ମ ‘ମିର୍ଯୟା’ ର ଟ୍ରେଲରକୁ ଏପର୍ଯ୍ୟନ୍ତ ୧,୬୦,୦୦୦ରୁ ଅଧିକ ଲୋକ ଦେଖି ସାରିଲେଣି। ଫିଲ୍ମଟି ମିର୍ଯା ଏବଂ ସାହିବାନଙ୍କ ଅମର ପ୍ରେମ କାହାଣୀ ଉପରେ ଆଧାରିତ। ଫିଲ୍ମରେ ପ୍ରେମ କାହାଣୀଟି ପୌରାଣିକ ଗାଥା ଓ ଆଧୁନିକ ସମାଜକୁ ନେଇ ଗତି କରିଛି। ଫିଲ୍ମ ଜରିଆରେ ଅନିଲ୍ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story