ମିସ୍ ୟୁନାଇଟେଡ୍ କଣ୍ଟେଷ୍ଟରେ ଥାର୍ଡ ରନର୍ସ ଅପ୍ ହେଲେ ଓଡ଼ିଆ ଝିଅ ସୁଶ୍ରୀ

ସମ୍ୱଲପୁର: ମିସ୍ ୟୁନାଇଟେଡ୍ କଣ୍ଟେଷ୍ଟରେ ଜଣେ ଓଡିଆ ଝିଅ ସଫଳତା ପାଇଛନ୍ତି। ସେ ହେଉଛନ୍ତି ସମ୍ୱଲପୁରର ସୁଶ୍ରୀ ଶ୍ରେୟା ମିଶ୍ର। ଏହି ପ୍ରତିଯୋଗିତାରେ ସେ ଥାର୍ଡ୍ ରନର୍ସ୍ ଅପ୍ ଟାଇଟଲ୍ ହାସଲ କରିଛନ୍ତି। ଦକ୍ଷିଣ ଆମେରିକାରେ ଇକ୍ୱେଡରରେ ଚାଲିଥିବା ଏହି ବିୟୁଟି କଣ୍ଟେଷ୍ଟରେ ଶ୍ରେୟା ଭାରତରୁ ପ୍ରତିନିଧିତ୍ୱ କରୁଥିଲେ। ଥାର୍ଡ୍ ରନର୍ସ୍ ଅପ୍ ଟାଇଟଲ୍ ସହ ସେ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଓ ମିସ୍ ଫଟୋଜେନିକ୍ ଟାଇଟଲ୍ ମଧ୍ୟ ହାସଲ କରିଛନ୍ତି।

sambulpur

sambulpur

Rakesh Mallick
  • Published: Sunday, 13 September 2015
  • Updated: 14 September 2015, 03:53 AM IST

sambulpurସମ୍ୱଲପୁର: ମିସ୍ ୟୁନାଇଟେଡ୍ କଣ୍ଟେଷ୍ଟରେ ଜଣେ ଓଡିଆ ଝିଅ ସଫଳତା ପାଇଛନ୍ତି। ସେ ହେଉଛନ୍ତି ସମ୍ୱଲପୁରର ସୁଶ୍ରୀ ଶ୍ରେୟା ମିଶ୍ର। ଏହି ପ୍ରତିଯୋଗିତାରେ ସେ ଥାର୍ଡ୍ ରନର୍ସ୍ ଅପ୍ ଟାଇଟଲ୍ ହାସଲ କରିଛନ୍ତି। ଦକ୍ଷିଣ ଆମେରିକାରେ ଇକ୍ୱେଡରରେ ଚାଲିଥିବା ଏହି ବିୟୁଟି କଣ୍ଟେଷ୍ଟରେ ଶ୍ରେୟା ଭାରତରୁ ପ୍ରତିନିଧିତ୍ୱ କରୁଥିଲେ। ଥାର୍ଡ୍ ରନର୍ସ୍ ଅପ୍ ଟାଇଟଲ୍ ସହ ସେ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ ଓ ମିସ୍ ଫଟୋଜେନିକ୍ ଟାଇଟଲ୍ ମଧ୍ୟ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story