ମିସ୍‌ ଇଣ୍ଡିଆ ୱାର୍ଲ୍ଡ-୨୦୨୨ ଟାଇଟଲ ହାତେଇଲ ସିନି

ମୁମ୍ବାଇ: ମିସ୍‌ ଇଣ୍ଡିଆ ମୁକୁଟ ହାତେଇଲେ ସିନି ଶେଟ୍ଟୀ। ଫେମିନା ମିସ୍‌ ଇଣ୍ଡିଆ ୨୦୨୨ ପ୍ରତିଯୋଗିତାରେ ବାଜି ମାରିଲେ କର୍ଣ୍ଣାଟକର ଏହି ସୁନ୍ଦରୀ। ବ୍ୟୁଟି ୱିଥ୍‌ ବ୍ରେନ ସିନି ୩୧ ଜଣ ପାଇନାଲିଷ୍ଟଙ୍କୁ ପଛରେ ପକାଇ ଜିତିଲେ ମିସ୍‌ ଇଣ୍ଡିଆ ୱାର୍ଲ୍ଡ ଟାଇଟଲ। ସିନି ଶେଟ୍ଟୀ ନିଜ ସୁନ୍ଦରତା ଓ ଫଟାଫଟ ଜବାବ ଦେଇ ଜଜ୍‌ମାନଙ୍କୁ ଇମ୍ପ୍ରେସ୍‌ କରିଥିଲେ। ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ସିନାତା ଚୌହ୍ୱାନ ହୋଇଛନ୍ତି […]

sini-shetty

sini-shetty

Madhupriya Mistry
  • Published: Monday, 04 July 2022
  • Updated: 04 July 2022, 11:36 AM IST

ମୁମ୍ବାଇ: ମିସ୍‌ ଇଣ୍ଡିଆ ମୁକୁଟ ହାତେଇଲେ ସିନି ଶେଟ୍ଟୀ। ଫେମିନା ମିସ୍‌ ଇଣ୍ଡିଆ ୨୦୨୨ ପ୍ରତିଯୋଗିତାରେ ବାଜି ମାରିଲେ କର୍ଣ୍ଣାଟକର ଏହି ସୁନ୍ଦରୀ। ବ୍ୟୁଟି ୱିଥ୍‌ ବ୍ରେନ ସିନି ୩୧ ଜଣ ପାଇନାଲିଷ୍ଟଙ୍କୁ ପଛରେ ପକାଇ ଜିତିଲେ ମିସ୍‌ ଇଣ୍ଡିଆ ୱାର୍ଲ୍ଡ ଟାଇଟଲ। ସିନି ଶେଟ୍ଟୀ ନିଜ ସୁନ୍ଦରତା ଓ ଫଟାଫଟ ଜବାବ ଦେଇ ଜଜ୍‌ମାନଙ୍କୁ ଇମ୍ପ୍ରେସ୍‌ କରିଥିଲେ। ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ସିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍।

सिनी शेट्टी

ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତିଥିବା ସିନି ଶେଟ୍ଟୀଙ୍କୁ ମାତ୍ର ୨୧ ବର୍ଷ ବୟସ। ତାଙ୍କ ଜନ୍ମ ମୁମ୍ବାଇରେ ହୋଇଛି। ସେ ମୂଳ ରୂପେ କର୍ଣ୍ଣାଟକରେ ରୁହନ୍ତି। ସିନି ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ CFA(ଚାଟାର୍ଡ ଫାଇନାନ୍ସିଆଲ ଆନାଲିଷ୍ଟ) କୋର୍ସ କରୁଛନ୍ତି।

VLCC Femina Miss India Karnataka 2022 visits VLCC for a beauty session - YouTube

ସିନିଙ୍କୁ ଡ୍ୟାନ୍ସ କରିବା ବେଶ୍‌ ଭଲଲାଗେ। ସେ ୪ ବର୍ଷ ବୟସରୁ ହିଁ ଡ୍ୟାନ୍ସ କରୁଛନ୍ତି। ୧୪ ବର୍ଷ ର୍ବସରେ ସେ ଅରଙ୍ଗେତ୍ରମ ଓ ଭାରତନାଟ୍ୟମ ସିଖି ସାରିଥିଲେ। ତାଙ୍କ ଡ୍ୟାନ୍ସ ରିଲ୍ସ ସୋଶାଲ ମିଡିଆରେ ଭାଇରଲ ହେଉଛି। ସିନି ନିଜ କ୍ୟାରିଅର ଜଣେ ମଡେଲ ଭାବେ ଆରମ୍ଭ କରିଥିଲେ। ସେ ଅନେକ ବିଜ୍ଞାପନରେ ମଧ୍ୟ ନଜର ଆସି ସାରିଛନ୍ତି। ସିନି ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ତାଙ୍କ ଇନ୍‌ଷ୍ଟାରେ ୬୬.୩ ହଜାର ଫଲୋଅର୍ସ ଅଛନ୍ତି।

ଗତକାଲି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ  ୨୦୨୨ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ଥିଲା। ମୁମ୍ବାଇର ଜିଓ କନ୍‌ଭେନସନ୍‌ ହଲ୍‌ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜି ହୋଇଥିଲା। ଏଥିରେ ଜଜ୍‌ ଭାବେ ନେହା ଧୁପିଆ, ମଲାଇକା ଆରୋରା, ଡିନୋ ମୋରିଓ, ସାମାକ ଦାବର ଉପସ୍ଥିତ ଥିଲେ। ଏହା ସହ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ନିଜର ସୁନ୍ଦର ଡ୍ୟାନ୍ସ ପରିବେଷଣ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ବଲିଉଡର ସମସ୍ତ ସେଲିବ୍ରେଟମାନେ ମଧ୍ୟ ରେଡ କାର୍ପେଟରେ ନଜର ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story